ଲଗାଣ ବର୍ଷା ରେ ଲୋକଙ୍କ ସେବା କରୁଛନ୍ତି ପୂର୍ବତନ ସୈନିକ ଗିରିରାଜ ସିଂ ମାଝୀ

18 0

କଣ୍ଟାବାଞ୍ଜି ବ୍ୟୁରୋ :(ନରେନ୍ଦ୍ର ନେଗୀ)ଲଗାଣ ବର୍ଷାରେ ଉବୁଟୁବୁ କଣ୍ଟାବାଞ୍ଜି ସହର । ପ୍ରବଳ ବର୍ଷା ହେତୁ କଣ୍ଟାବାଞ୍ଜି ସହରର ବିଭିନ୍ନ ଜାଗାରେ ଘରଗୁଡ଼ିକ ପାଣି ପଶି ଯାଇଥିବା ବେଳେ ଅନେକ ଲୋକଙ୍କ ଘର ଭାଙ୍ଗି ଯାଇଛି । ଏଭଳି ସ୍ଥିତିର ଅତି ଶୀଘ୍ର ସମାଧାନ ଯେମିତି ହେବ ସେଥିପ୍ରତି ଦୃଷ୍ଟି ଦେବା ପାଇ ଏଭଳି ବର୍ଷାରେ ମଧ୍ୟ ଲୋକଙ୍କ ସେବାରେ ଲାଗି ପଡିଛନ୍ତି ପୂର୍ବତନ ସୈନିକ ଗିରିରାଜ ସିଂ ମାଝୀ ।

କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନମ୍ବର ୭ ର ସତ୍ୟ ଭୋଇ ଏବଂ ଚନ୍ଦ୍ର ବଛା ଙ୍କ ଘର ଭାଙ୍ଗି ଯାଇଥିବା ଗିରିରାଜ ସିଂ ମାଝୀ ଜାଣିବାକୁ ପାଇଥିଲେ । ଶ୍ରୀ ମାଝୀ ସେମାନଙ୍କୁ ଘର ପାଇଁ ତ୍ରିପାଳର ବ୍ୟବସ୍ଥା କରିବା ସହିତ ସଙ୍ଗେ ସଙ୍ଗେ କଣ୍ଟାବାଞ୍ଜି ତହସିଲଦାର ଅମୃତଲାଲ ବେହେରା ଏବଂ ରାଜସ୍ବ ଅଧିକାରୀ ନନ୍ଦକିଶୋର ଭୋଇ ଙ୍କୁ ଡାକି ଦୂହି ପରିବାର ପାଇଁ ସରକାର ତରଫ ରୁ ଯେଉଁ ସବୁ ସୁବିଧା ଅଛି ଯୋଗେଇଦେବାକୁ ଅନୁରୋଧ କରିଥିଲେ !

Related Post

ସାଂସଦ ଏବଂ ବିଧାୟକଙ୍କ ଦ୍ୱାରା ବେଲଗୁଣ୍ଠାର ଛଅଟି ଅଙ୍ଗନୱାଡ଼ି କେନ୍ଦ୍ର ଉଦ୍‌ଘାଟିତ

Posted by - June 18, 2023 0
ବେଲଗୁଣ୍ଠା:୧୭/୦୬ (ସୁଶାନ୍ତ କୁମାର ବେହେରା ) ଆସିକା ସାଂସଦ ପ୍ରମିଳା ବିଷୋୟୀ ଏବଂ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ଦ୍ୱାରା ବେଲଗୁଣ୍ଠା ସ୍ଥିତ ପାଞ୍ଚ ନମ୍ବର୍, ଛଅ…

ଫାଇନାନ୍ସ ଆଳରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ ଅଭିଯୁକ୍ତ ଯୁବକ ଥାନାରେ ଅଟକ

Posted by - September 24, 2022 0
ଭବାନୀପାଟଣା: (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)  ନିଜକୁ ବ୍ୟାଙ୍କ୍ ଅଧିକାରୀ ପରିଚୟ ଦେଇ ଫାଇନାନ୍ସ୍ କରେଇଦେବା ଆଳ ରେ ନିରିହ ଲୋକଙ୍କ ଠାରୁ ଲକ୍ଷାଧିକ…

MBK ପଦ ବହିଷ୍କାର ଦାବିରେ କୁସlଶିଙ୍ଗା ସ୍ୱୟଂ ସହାୟକ ଗୋଷ୍ଠିଙ୍କ ବ୍ଲକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

Posted by - April 27, 2023 0
ହରଭଙ୍ଗା :୨୬ /୦୪ (ଚିତ୍ତରଞ୍ଜନ ସିଂହ)MBK ପଦ ରୁ ବହିଷ୍କାର କରିବାପାଇଁ ମଙ୍ଗଳବାର ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁସଙ୍ଗ ପଞ୍ଚାୟତ ଅନ୍ତର୍ଗତ କୁସlଶିଙ୍ଗା ଗ୍ରାମର ପ୍ରାୟ…

ନଦିରେ ବୁଡ଼ି ନାବାଳକ ମୃତ

Posted by - November 30, 2019 0
ଯାଜପୁର:( ଆନନ୍ଦ ଚନ୍ଦ୍ର ସାହୁ )ନଦିରେ ବୁଡ଼ି ନାବାଳକ ମୃତ । ଏପରି ଅଭାବନୀୟ ଘଟଣା ଘଟିଛି ଯାଜପୁର ସଦର ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମରେ ।…

ଖପ୍ରାଖୋଲ ଅଂଚଳ ରେ ଟମାଟୋ ଚାଷ ରେ ଝାଉଁଳା ରୋଗ ଚିନ୍ତା ରେ ଚାଷୀ

Posted by - November 3, 2022 0
ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଅଂଚଳ ର କେତେକ ଚାଷ ଜମିରେ ଟମାଟୋ ଚାଷ ରେ ଝାଉଁଳା ରୋଗ ଦେଖିବାକୁ ମିଳିଛି…