ଧର୍ମଗଡ଼ ଜିଲ୍ଲା ଘୋଷଣା ପାଇଁ ମାଳି ସମାଜର ଗଣ ଧାରଣା

346 0

ଧର୍ମଗଡ଼:(ହେମନ୍ତ କୁମାର ମାଝୀ)ଆଜି ୧୮ତମ ଦିନରେ ଧର୍ମଗତ ଜିଲ୍ଲା ଗଠନ ଦାବୀ କୁ ସମର୍ଥନ ଜଣାଇ କଳାହାଣ୍ଡି ମାଳି ସମାଜ ତରଫରୁ ଗଣଧାରଣା ଦେଇଥିଲେ. ସକାଳେ ପ୍ରବଳ ବର୍ଷା ସତ୍ୱେ ଜିଲ୍ଲା ଦାବୀର ଗୁରୁତ୍ୱକୁ ବୁଝି ପାରି, ଜିଲ୍ଲାର ବିଭିନ୍ନ ଅଂଚଳ ରୁ ଏହି ସମାଜର ଅନେକ କର୍ମକର୍ତ୍ତା ଯୋଗ ଦେଇଥିଲେ।

ଏହି ଧାରଣା ରେ ଜିଲ୍ଲା ମାଲି ସମାଜ ର କୁଳପତି ଶ୍ରୀଯୁକ୍ତ ପ୍ରକାଶ ନାଏକ, ଉପ-ସଭାପତି ବିଦ୍ୟାଧର ନାଏକ, ଜିଲ୍ଲା ସମନ୍ନୟ କମିଟି କୋଷାଧ୍ୟକ୍ଷ ରତନ ନାଏକ,ଧର୍ମଗଡ ବ୍ଲକ ସଭାପତି ଫକୀର ନାଏକ, କୋକସରା ବ୍ଲକ ସଂପାଦକ ଧରମା ନାଏକ,ଦଣ୍ଡପାଟ ଆଞ୍ଚଳିକ ସଭାପତି ଅମିନ ରଣା, ସଂପାଦକ ସୁବାସ ନାଏକ, ନନ୍ଦଗା ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଭବାନୀ ବଣିଆ, ପୂର୍ବତନ ସରପଂଚ ବିରଞ୍ଚି ବଣିଆ,କଦଳୀମୁଣ୍ଡା ସମିତି ସଭ୍ୟା ଜୟମନି ବୋଡକିଆ,ଟିପିଗୁଡ଼ା ପୂର୍ବତନ ସରପଞ୍ଚ ଗଜିନ୍ଦ୍ର ନାଏକ,ବଡ ପୋଦାଗୁଡ଼ା ପୂର୍ବତନ ସରପଞ୍ଚ ଗୋବର୍ଦ୍ଧନ ନାଏକ,ମାଳି ସମାଜ ର ବରିଷ୍ଟ ସଦସ୍ୟ ଭଜମନ ନାଏକ,ସୁବାସ ନାଏକ, ହେମନ୍ତ କୁମାର ମାଝୀ ସେତୁ ରାମ ଭକ୍ତ, ସୌମ୍ୟ ରଞ୍ଜନ ନାଏକ,ପରମା ନାଏକ,କବି ରାମ ଲିମଗୋଛିଆ,ମୁନିରାମ ନାଏକ,ଜୟନ୍ତ ନାଏକ, ହୃଦାନନ୍ଦ ଭୋଇ, କ୍ଷୀରୋଦ ଭୋଇ,ଲଳିତ ପାରି,କେଦାରବୋଡ଼ାକିଆ,ପଦ୍ମସେନ ବିଶି,ପରୀକ୍ଷିତ ନାଏକ,ଜିବସଙ୍କର ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରାରମ୍ଭରେ କ୍ରିୟାନୁଷ୍ଠାନ କମିଟି ର ଅଧ୍ୟକ୍ଷ ତୁଷାର ରଞ୍ଜନ ପଟ୍ଟଯୋଶୀ, ଜିଲ୍ଲା ଗଠନ ର ଆଭିମୁଖ୍ୟ ବିଷୟରେ କହିଥିବା ବେଳେ କୁଳପତି ପ୍ରକାଶ ନାଏକ ଧର୍ମଗଡ଼ ମାଟି, ମଳିର ମାଟି, ଏ ସହର ଗଠନ ରେ, ଉପଖଣ୍ଡ, ତହସିଲ, ବ୍ଲକ ଠାରୁ ହସ୍ପିଟାଲ, ସ୍କୁଲ କଲେଜ ଗଠନ ରେ ମାଳି ଜାତିର ଭୂମିକା ଅତ୍ୟନ୍ତ ଗୁରୁତ୍ୱ ପୁର୍ଣ୍ଣ ଅଟେ. ତେଣୁ ଜିଲ୍ଲା ଗଠନ ର ଏହି ଲଢେଇ ରେ ମାଳି ସମାଜ ଆଗରେ ରହିବ ବୋଲି କହିଥିଲେ. ଅନ୍ୟ ମାନଙ୍କ ମଧ୍ୟରେ ବିଜେଡି ର ରାଜେନ୍ଦ୍ର ମୁନି, କଂଗ୍ରେସ ର ଦିଗାମ୍ବର ଦୁରିଆ, ସନ୍ତୋଷ ପାଢ଼ୀ, ପ୍ରେମଲାଲ ସାଗର, ବିଜେପି ଦଳର ଲକ୍ଷ୍ମୀକାନ୍ତ ବାଗ ଆଦି ସ୍ଥାନୀୟ ବ୍ୟକ୍ତି ମାନେ ଏହି ଗଣଧାରଣା ରେ ସାମିଲ ଥିଲେ.

Related Post

କଂଗ୍ରେସ ସଭାପତି ପ୍ରଦ୍ୟୁମ୍ନ ପାତ୍ର ବିଜୁ ଜନତା ଦଳରେ ସାମିଲ

Posted by - June 11, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ କଂଗ୍ରେସ ସଭାପତି ପ୍ରଦ୍ୟୁମ୍ନ ପାତ୍ର ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ରାଜ୍ୟ ରାଜସ୍ୱ ଓ…

ଜନପ୍ରତିନିଧି ଓ ଗଣମାଧ୍ୟମପ୍ରତିନିଧି କର୍ମଶାଳା

Posted by - October 18, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ଦି ହଙ୍ଗର ପ୍ରୋଜେକ୍ଟ ଇଣ୍ଡିଆ ତରଫରୁ ଆଜିହରଭଙ୍ଗା ବ୍ଲକ ସରସରା ଠାgରେ ମହିଳା ଜନପ୍ରତିନିଧି ଓ ଗଣପ୍ରତିନିଧୀ ମାନଙ୍କ ମଧ୍ୟରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି…

ଗାଙ୍ଗପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ବୈଠକ

Posted by - November 14, 2021 0
ବେଲଗୁଣ୍ଠା:( ସୁଶାନ୍ତ କୁମାର ବେହେରା ) ଗାଙ୍ଗପୁର ଥାନା ଆମ ପୋଲିସ ସମିତି ତରଫରୁ ବଡ଼ବୋରୋସିଙ୍ଗି ଗ୍ରାମ ଠାରେ ଶନିବାର ଦିନ ଏକ ବୈଠକ ଅନୁଷ୍ଠିତ ହେଇଯାଇଛି…

ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଦାବୀରେ ମାରୁତି ସେନା ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳଙ୍କୁ ଦାବୀ ପତ୍ର

Posted by - October 26, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ମାରୁତିସେନା ପକ୍ଷରୁ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କୁ ସେହି ବିଦ୍ୟାଳୟର ସଭାପତି ଗୋବିନ୍ଦ ସାହୁ ଦ୍ଵାରା ଅପହରଣ…

ତୃତୀୟ ଦିନରେ ହରିଶଙ୍କର ମହୋତ୍ସବ, ପ୍ରତି କୂଳପାଗ ରେ ମଧ୍ୟ ପ୍ରବଳ ଜନ ସମାଗମ

Posted by - May 4, 2023 0
ଖପ୍ରାଖୋଲ: ୩/୫(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ପ୍ରସିଦ୍ଧ ଧର୍ମପୀଠ ହରିଶଙ୍କର ଠାରେ ଚାଲିଥିବା ହରିଶଙ୍କର ମହୋତ୍ସବ ଆଜି ତୃତୀୟ ଦିନ ପହଞ୍ଚି ଅଛି।…