ଉଚ୍ଚଳା ଠାରେ ଚାଷୀ ଓ ବ୍ୟବସାୟୀଙ୍କ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର

26 0

ଧର୍ମଗଡ଼: ତା ୧୩/୦୯ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଉଚ୍ଚଳା ଇନାମ ମଣ୍ଡି ଠାରେ ଚାଷୀ ଓ ବ୍ୟବସାୟିଙ୍କ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l ବ୍ଲକ ଅଞ୍ଚଲା ଧୀନ ଧାନ ବ୍ୟତୀତ୍ୱ ଅନ୍ୟ କୃଷି ଜାତ ଦ୍ରବ୍ୟ ଚାଷ କରୁଥିବା ସମସ୍ତେ ଚାଷୀ ଉପସ୍ଥିତ ହୋଇଥିଲେ l ଏହି ବୈଠକରେ ଚାଷୀଙ୍କ ଉନ୍ନତି ଦିଗରେ ଆଲୋଚନା କରାଯାଇଥିଲା l

ଗୋଲାମୁଣ୍ଡା ବ୍ଲକ ର ଅନେକ ଚାଷୀ ଉକ୍ତ ବୈଠକରେ ଯୋଗଦେଇଥିଲେ l ବୈଠକରେ ଜୁନାଗଡ ନିୟନ୍ତ୍ରିତ ବଜାର କମିଟି ର ସମ୍ପାଦକ ଶ୍ରୀ ଗୋବିନ୍ଦ ନାଗ ସଭାପତିତ୍ୱ କରିଥିଲେ l

ଏହି ସଭାରେ କୃଷି ଜିଲ୍ଲା ଅଧିକାରୀ,ଏ.ଏ.ଓ ଧର୍ମଗଡ,ଏ.ଏ ଓ ଗୋଲାମୁଣ୍ଡା,ବି.ଏ.ଓ ଗୋଲାମୁଣ୍ଡା,ଆର.ଏମ.ସି ଜୁନାଗଡ ଏକାଉଣ୍ଟଟେଣ୍ଟ ବସନ୍ତ କୁମାର ସେଠି,ଦୁର୍ଗା ଦୁରିଆ,ଆର.ଏମ.ସି ସଭ୍ୟ ପ୍ରଶ୍ନ ରାଉତ,ଆର.ଏମ.ସି ସୁପର ଭାଇଜର ଲିଙ୍ଗରାଜ ଚଳାନ,ମାର୍କେଟ ସରକାର ତରୁଣ କୁମାର ଦଣ୍ଡସେନା,ଇନାମ ମଣ୍ଡି ଇନାଲିଷ୍ଟ ତେଜେଶ୍ୱର ଶବର,କେମିଷ୍ଟ ସାଇ ଦେବାତ୍ମନ ବେହେରା,ବିଶ୍ୱନାଥ ନାଏକ,ଡାଟା ଏଣ୍ଟ୍ରି ଅପରେଟର ଯଶୋବନ୍ତ ଭୋଇ, ଏବଂ ବିରଞ୍ଚି ମଶ୍ରା ପ୍ରମୁଖ ଯୋଗ ଦେଇଥିଲେ l ଧର୍ମଗତ ରୁ ହେମନ୍ତ କୁମାର ମାଝୀ

Related Post

କେନ୍ଦ୍ର ରେଳମନ୍ତ୍ରୀଙ୍କ ମାଲକାନଗିରି – ଭଦ୍ରାଚଲମ୍ ପ୍ରସ୍ତାବିତ ରେଳ ପ୍ରକଳ୍ପ ର ସମୀକ୍ଷା ବୈଠକ

Posted by - April 23, 2022 0
ଭୁବନେଶ୍ୱର: (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ  ଶୁକ୍ରବାର ଦିନ ମାଲକାନଗିରି ଗସ୍ତ ରେ ଆସି ପ୍ରସ୍ତାବିତ ମାଲକାନଗିରି…

କେସିଙ୍ଗା ବିଦ୍ୟାପୀଠ ୧୯୯୭ ବେଚ ଦସମ ଶେଣ୍ରୀ ର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - December 5, 2022 0
କେସିଙ୍ଗା:(ପୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ର ଘଣ୍ଟସଲା ଗ୍ରାମ ନିକଟସ୍ଥ ଘଣ୍ଟସଲା ଡେମ ରେ 4ତାରିଖ ରବିବାର ଦିନ କେସିଙ୍ଗା ବିଦ୍ୟାପୀଠ ୧୯୯୭  ବେଚ୍ ର…

ଯାଜପୁର ରେ ଚିହ୍ନଟ ଆକ୍ରାନ୍ତ ଙ୍କ ମଧ୍ୟରୁ ସୁପର ସ୍ପ୍ରେଡର ଥିବାର ଆଶଙ୍କା

Posted by - April 24, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲାରେ ଚିନ୍ତା ଜନକ ରହିଛି କୋରୋନା। ବର୍ତ୍ତମାନ ସୁଦ୍ଧା ୧୨ ଜଣ କୋରୋନା ରୋଗୀ ଚିହ୍ନଟ ହୋଇସାରିଛନ୍ତି। ଚିହ୍ନଟ ଆକ୍ରାନ୍ତ ଙ୍କ…

ଭାରତୀୟ ଜନତା ପାର୍ଟିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

Posted by - July 12, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ବଲାଙ୍ଗିର ଜିଲ୍ଲା ଭାରତୀୟ ଜନତା ପାର୍ଟିର ସଭାପତି ଶ୍ରୀ ଶିବାଜି ମହାନ୍ତିଙ୍କ ସଭାପତିତ୍ବରେ ଟିଟିଲାଗଡ ନିକଟସ୍ଥ ପିପଲପଦର ଠାରେ ଥିବା ଶୁଭ…

ନବରଙ୍ଗପୁର ରୋକିଷାନ ହୋଟେଲ ସମ୍ମିଳନୀ କକ୍ଷରେ ଡାବୁଗାଁ ବିଧ୍ୟାୟକ ଙ୍କ ସାମ୍ବାଦିକ ସମ୍ମିଳନୀ

Posted by - May 28, 2022 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ) ଡାବୁଗାଁ ବିଧ୍ୟାୟକ ଶ୍ରୀ ମନୋହର ରନ୍ଧାରୀ ଆଜି ଏକ ସାମ୍ବାଦିକ ସମ୍ମିଳନୀ ନବରଙ୍ଗପୁର ରୋକିଷାନ ହୋଟେଲ ସମ୍ମିଳନୀ କକ୍ଷରେ ଆୟଜନ କରିଥିଲେ…