୧୭ ଦିନରେ ପହଞ୍ଚିଲା “ଧର୍ମଗଡକୁ ଜିଲ୍ଲା ଦାବୀ” ସମର୍ଥନ ରେ ବସିଲେ ଅଲ୍ ଓଡିଶା ସିଡୁଲ କାଷ୍ଠ ଫେଡରେସନ

53 0

୧୭ ତମ ଦିବସର ରେ ପହଞ୍ଚିଲା ଧର୍ମଗତ ଉପଖଣ୍ତ କୁ ଜିଲ୍ଲା ମାନ୍ୟତା

ଧର୍ମଗଡ଼: ୧୩/୯(ହେମନ୍ତ କୁମାର ମାଝୀ)ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ପ୍ରଦାନ ଦାବିରେ ଧର୍ମଗଡ ଜିଲ୍ଲା ଗଠନ ଦାବି ନେଇ ଅଲ୍ ଓଡିଶା ସିଡୁଲ କାଷ୍ଠ ଫେଡରେସନ ର କର୍ମକର୍ତ୍ତା ଆଜି ଗଣଧାରଣା ରେ ବସି କାନି ଖୋଲି କରି ଶୁଣି ସରକାର ଧର୍ମଗତ ଜିଲ୍ଲା ଆମ୍ଭର ଦରକାର ବୋଲି ସ୍ଳୋଗାନ ଦେଇ ଥିଲେ ଫେଡରେସନ ଧର୍ମଗଡ଼ ସଭାପତି ବିରଞ୍ଚି ନାରାୟଣ ଜାଲ ଙ୍କ ନେତୃତ୍ୱରେ ଜିଲ୍ଲା ଦାବି କୁ ନୈତିକ ସମର୍ଥନ କରି ଶତାଧିକ କର୍ମକତ୍ତା ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଧର୍ମଗତ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଉପଖଣ୍ଡ କୁ ଶିଘ୍ର ନୂତନ ଜିଲ୍ଲା ଘୋଷଣା କରିବା ପାଇଁ ଦାବି କରିଥିଲେ

ଅଲ୍ ଓଡିଶା ସିଡୁଲ କାଷ୍ଠ ଫେଡରେସନ ଓ ସଭାପତି ଶ୍ରୀ ବିରଞ୍ଚି ନାରାୟଣ ଜାଲ ଙ୍କ ସଭାପତିତ୍ତ ରେ ପୂର୍ବତନ ବିଧାୟକ ଯୁଗରାମ ବେହେରା ଜିଲ୍ଲା ପରିଷଦ ସଭ୍ୟ ଗୋପିନାଥ ମହାନନ୍ଦ ଖମାର ହଳଦୀ ସରପଞ୍ଚ ରବିନ୍ଦ୍ର ମୁଣ୍ଡ ଉପଦେଷ୍ଟା ଶ୍ୟାମସୁନ୍ଦର ନାଗ ଧରଣୀଧର ଧଙ୍ଗଡା ମାଝୀ ଆଇନ ଜୀଵି ଦିଗାମ୍ବର ଦୁରୀଆ ଜୟ ମହାନନ୍ଦ ପ୍ରେମଲାଲ ସାଗର ଚକ୍ରଧର ଵେଣୁପାଣୀ ଢଗମାଲ୍ୟା ନାଏକ ସତ୍ୟବାନ୍ ନାଏକ ମହେଶ୍ୱର ସୁନାନୀ ଅପ୍ରେସ ସ୍ଵାଇଁ ଭୁବନେଶ୍ୱର ନିଆଲ ଧର୍ମଗତ ମୁସଲିମ ଜମାଦ କମିଟିର ସଭାପତି ରଫି ଉଦ୍ଧିନ ଖାଁ ସମ୍ମୁଖରେ ଗତ ୨୮ ତାରିଖ ଠାରୁ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆରମ୍ଭ ହୋଇ ଥିବା ଗଣ ଧାରଣା ରେ ପ୍ରତ୍ୟହ ବିଭିନ୍ନ ସଂଗଠନ ର କାର୍ଯ୍ୟକର୍ତ୍ତା ଯୋଗ ଦେଇ ଧର୍ମଗଡ ଜିଲ୍ଲା ଗଠନ ଦାବୀ କୁ ସମର୍ଥନ ଦେଉଛନ୍ତି।

Related Post

ସଂକୁଲୋଇ ମାହେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ସାପ୍ତାହିକ ଶୁକ୍ରବାର ହାଟ ଶୁଭ ଉଦଘାଟିତ

Posted by - August 26, 2022 0
ବୌଦ୍ଧ :26/08(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ସଂକୁଲୋଇ ପଞ୍ଚାୟତ ରେ ଆଜି ଶୁକ୍ରବାର ସାପ୍ତାହିକ ହାଟ ଉଦଘାଟିତ ହୋଇଯାଇଛି!ଏହି ଅଂଚଳ ର ଆଖ ପାଖ ପଂଚାୟତ…

ବୃକ୍ଷ ରୋପଣ କାର୍ଯ୍ୟକ୍ରମ

Posted by - August 28, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲୀକ୍)ବୃକ୍ଷ ହିଁ ଜୀବନ ।ବୃକ୍ଷ ନଥିଲେ ଅମ୍ଳଜାନ ଅଭାବରୁ ପୃଥିବୀ ଧ୍ବଂସ ପାଇଜିବ ।କରୋନା ମହାମାରୀ ରେ ଅମ୍ଳଜାନ ର ସଂକଟ ଦେଖା ଦେଇଛି।ଏହାର ମୂଳ…

ତେତେଲେଙ୍ଗା ଓଡିଶା ଆଦର୍ଶ ବିଦ୍ୟାଳୟରେ ବାର୍ଷିକ କ୍ରିଡ଼ାଉତ୍ସବ ଉଦଯାପିତ

Posted by - December 9, 2022 0
ବୌଦ୍ଧ : (ଚିତ୍ତରଞ୍ଜନ ସିଂହ)ବୌଦ୍ଧ ସଦର ବ୍ଲକ ତେତେଲେଙ୍ଗା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଉଦଯାପନୀ ଉତ୍ସବ ରେ ବିଦ୍ୟାଳୟ…

ମିଲ୍ଲେଟ୍ସ ବର୍ଷ ୨୦୨୩ ପାଳନ ପାଇଁ ପ୍ରସ୍ତୁତି ବୈଠକ

Posted by - April 12, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୋୖଦ୍ଧ ଜିଲ୍ଲା ସଭାଗୃହ ଠାରେ, ଅନ୍ତର୍ରାଷ୍ଟ୍ରୀୟ ମିଲ୍ଲେଟ୍ସ ବର୍ଷ-୨୦୨୩ ପାଳନ ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟ ରଞ୍ଜନ ସାହୁ ଙ୍କ…

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟ ର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠିତ

Posted by - May 28, 2022 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)  ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଥିବା ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ଗଠନ ହୋଇଛି । ଆଜିର ଏହି କମିଟିର ସଭାପତି…