Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ସୀମା ଟପିଲା ଅବକାରୀ ବିଭାଗ ଜୁଲୁମ

26 0

ହରଭଙ୍ଗା:୧୨/୦୯ ((ଚିତ୍ତରଞ୍ଜନ ସିଂହ)ସୀମା ଟପିଲା ଅବକାରୀ ବିଭାଗ ଜୁଲୁମ । ନିର୍ଜନ ସ୍ଥାନରେ ତନଖି ବେଳେ ଶିକ୍ଷଯାତ୍ରୀଙ୍କୁ ମାଡ଼ ମାରିବା ସହ ଅସଦାଚରଣ କରି ଉଠାଇ ନେଲା ଅବକାରୀ ବିଭାଗ ।

ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ଅଡେଣିଗଡ଼ ଗ୍ରାମର ଶିକ୍ଷୟତ୍ରୀ ଅନୁସୟା ନାଏକ ନିଜ କାର ଯୋଗେ ପୁରୁଣାକଟକ ରୁ ନିଜ ଘରକୁ ଫେରୁଥିବା ବେଳେ ୫୭ ନମ୍ବର ଜାତୀୟ ରାଜପଥ ସ୍ଥିତ ଦିଗିସିରା ଜଙ୍ଗଲରେ ଚାରିଛକ ଅବକାରୀ ବିଭାଗ ପକ୍ଷରୁ ଯାଞ୍ଚ ହେଉଥିଲା ।

ଶିକ୍ଷୟତ୍ରୀ ଜଣଙ୍କ ନିର୍ଜନ ରେ ନଅଟକି ତହସିଲ ଅଫିସ ନିକଟରେ ଶିକ୍ଷୟତ୍ରୀଙ୍କ ଗାଡି ଅଟକିବା ମାତ୍ର ତାଙ୍କୁ ଆକ୍ରମଣ କରିବା ସହ ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି ଶିକ୍ଷୟତ୍ରି । ତାଙ୍କୁ ଜବରଦସ୍ତି ଅବକାରୀ ଗାଡ଼ିରେ ବସାଇ ଏବେ ଏବେ ତାଙ୍କୁ ଛାଡୁଥିବା ବେଳେ ଶିକ୍ଷୟତ୍ରୀ ଜଣଙ୍କ ଏବେ ନ୍ୟାୟ ନମିଳିଲା ଯାଏଁ ଅବକାରୀ ଗାଡିରୁ ଓହ୍ଲାଇବାକୁ ନାରାଜ ହେଉଛନ୍ତି । ସେପଟେ ଅବକାରୀ ବିଭାଗ ପ୍ରତିକ୍ରିୟା ମିଳିପାରି ନାହିଁ ।

Related Post

ପରିବେଶ ପାଇଁ ବୃକ୍ଷଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - August 8, 2023 0
ହରଭଙ୍ଗା :୮/୮ (ଚିତ୍ତରଞ୍ଜନ ସିଂହ)ରାଷ୍ଟୀୟ ସ୍ୱୟଂ ସେବକ ସଂଘ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଚାଣକ୍ୟ ପ୍ରଭାତ ଶାଖା ସୁରୁଣ୍ଡିର ସ୍ୱୟଂ ସେବକ ସଂଘ ଆନୁକୂଲ୍ୟରେ ସୋମବାର…

କାହା ସ୍ୱାର୍ଥରେ ଜୁନାଗଡ଼ ଷ୍ଟେସନ ଶୌଚାଳୟ! ଝୁଲୁଛି ତାଲା,ବ୍ୟବହାର କରୁଛି କିଏ?

Posted by - December 28, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ରୋଡ଼ ରେଳଷ୍ଟେସନ ରେ ମହାନଦୀ କୋଲ ଫିଲ୍ଡ ଲିଃ ପକ୍ଷରୁ ନିର୍ମିତ ହୋଇଛି…

ମା ସର୍ଵ ମଙ୍ଗଳା ଘାଟି ମୁଣ୍ଡିଆଣି ଙ୍କ ବାର୍ଷିକ ଡ଼ଙ୍ଗର ଯାତ୍ରା ଅନୁଷ୍ଠିତ,ବଳିରେ ରକ୍ତ ରଞ୍ଜିତ ହେଲା ପୀଠ

Posted by - September 5, 2023 0
ଧର୍ମଗଡ଼:(ହେମନ୍ତ କୁମାର ମାଝୀ)ଆଦିବାସୀ ଜନଜାତି ମଧ୍ୟରେ ରହିଛି ନିଜର ଆରାଧ୍ୟ ଦେବତା ଙ୍କ ଉପରେ ଅଗାଢ଼ ବିଶ୍ୱାସ। କଳାହାଣ୍ଡି ମାଟି ହେଉଛି ଆଦିବାସୀ ଜନଜାତି ଙ୍କ ମାଟି।କଳାହାଣ୍ଡି…

ମିଶନାରୀ ସଂସ୍ଥାକୁ ଆର୍ଥିକ ସହାୟତା କୁ ବିରୋଧ

Posted by - January 9, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ)ରାଜ୍ୟ ସରକାର ମିଶନାରି ଅଫ ଚାରିଟି ସଂସ୍ଥାକୁ ମୁଖ୍ୟମନ୍ତ୍ରୀଙ୍କ ରିର୍ଲିଫ ପାଣ୍ଡୁରୁ ୭୮ ଲକ୍ଷ ୭୬ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି ।…

ତୃତୀୟ ଦିନରେ ହରିଶଙ୍କର ମହୋତ୍ସବ, ପ୍ରତି କୂଳପାଗ ରେ ମଧ୍ୟ ପ୍ରବଳ ଜନ ସମାଗମ

Posted by - May 4, 2023 0
ଖପ୍ରାଖୋଲ: ୩/୫(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ପ୍ରସିଦ୍ଧ ଧର୍ମପୀଠ ହରିଶଙ୍କର ଠାରେ ଚାଲିଥିବା ହରିଶଙ୍କର ମହୋତ୍ସବ ଆଜି ତୃତୀୟ ଦିନ ପହଞ୍ଚି ଅଛି।…