ଡ୍ରେନେଜ୍ ବ୍ୟବସ୍ଥା ଶୋଚନୀୟ

22 0

ହରଭଙ୍ଗା:(ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ସୁରୁନ୍ଦି ଗ୍ରାମରେ ଜଳ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବା ଭଳି ଚିତ୍ର ସାମ୍ନା କୁ ଦେଖିବକୁ ମିଳିଛି। ଦଶ ବର୍ଷ ପୂର୍ବେ ଗାଁରେ ଡ୍ରେନେଜ କାର୍ଯ୍ୟ ହୋଇଥିଲେ ମଧ୍ୟ, ପୁନରୁଦ୍ଧାର କାର୍ଯ୍ୟ ଏପର୍ଯ୍ୟନ୍ତ ହୋଇନାହିଁ। ଗ୍ରାମର ଯୁବ ସମାଜସେବୀ ସର୍ବେଶ୍ଵର କ୍ଷେତି ଅଭିଯୋଗ ଆଣିଛନ୍ତି।

ଅସରାଏ ବର୍ଷା ହେଲେ ଗାଁ ର ଦ୍ରେନେଜ୍ ପାଣି ନିଷ୍କାସନ ପ୍ରତିବଦଳରେ ଗାଁ ଦାଣ୍ଡ ରେ ପରିବେଶ ଦୂଷିତ କରୁଛି। ଗାଁ ମୁଣ୍ଡରେ ଥିବା ନଳ କୁପ ର ପାଣି ନିଷ୍କାସନ ହୋଇନପାରେ ଗାଁ ଦାଣ୍ଡ ରେ ପ୍ରଭାବିତ ହେବା, ସିଉଳି ପଡ଼ିବା ଯୋଗୁଁ ବିଭିନ୍ନ ସମୟରେ ଦୁର୍ଘଟଣା ମାନ ଘଟୁଛି ବୋଲି ଗ୍ରାମବାସୀ ଅଭିଯୋଗକରିଛନ୍ତି। ଏଣୁ ତୁରନ୍ତ ଗ୍ରାମର ଦ୍ରେନେଜ ଓ ନଳକୂପ ର ପାଣି ନିଷ୍କାସନ ପାଇଁ ସୁବ୍ୟବସ୍ଥା ପାଇଁ ସମାଜସେବୀ ସର୍ବେଶ୍ଵର କ୍ଷେଟି ଦାବୀ କରିଛନ୍ତି।

Related Post

କୋଭିଡ ସଚେତନତା ରଥର ଶୁଭାରମ୍ଭ

Posted by - February 5, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ )ବୌଦ୍ଧ ଜିଲ୍ଲାର ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଆକ୍ସନଏଡ଼ ଏବଂ ଜ଼ିଲ୍ଲା ପ୍ରଶାସନ ର ମିଳିତ ଆନୁକୂଲ୍ୟ ରେ 10 ଦିନିଆଁ ବୌଦ୍ଧ…

କରଞ୍ଜକଟା ପଞ୍ଚାୟତ ରେ ବନ୍ଧ ଦୁର୍ନୀତି ଅଭିଯୋଗ

Posted by - August 8, 2023 0
ହରଭଙ୍ଗା:୭/୮ (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କରଞ୍ଜକଟା ପଞ୍ଚାୟତ ଅନ୍ତର୍ଗତ ତୁକୁଲୁଣ୍ଡା ଗ୍ରାମର ବନ୍ଧ ଉନ୍ନତି ନା ରେ ମିଥ୍ୟା ବିଲ କରି ଟଙ୍କା…

ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥଣ୍ଡା ପାନୀୟ ଜଳ ମେସିନ ଅଚଳ

Posted by - May 11, 2022 0
ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା) ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ରୋଗୀଙ୍କ ପାଇଁ ଥିବା ଥଣ୍ଡା ପାନୀୟ ଜଳ ମେସିନ ଦୀର୍ଘଦିନ ହେବ ଅଚଳ ହୋଇ…