ହରଭଙ୍ଗା ରେ ଜିଲ୍ଲାପାଳ ଙ୍କ ଜନଅଭିଯୋଗ ଯୁଗ୍ମ ଶୁଣାଣି

24 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ର ବ୍ଲକ୍ କାର୍ଯ୍ୟାଳୟ ପରିସରରେ ସୋମବାର ଦିନ ଜିଲ୍ଲାପାଳ ଓ ଆରକ୍ଷୀଅଧିକ୍ଷକ ଙ୍କ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଟିତ ହୋଇ ଯାଇଛି

ଅଭିଯୋଗ ଶିବିର ରେ ଜିଲ୍ଲାପାଲ ନୃସିଂହ ଚରଣ ସ୍ବାଇଁ ଙ୍କ ନିକଟ ରେ ସମୁଦାୟ ୧୪୨ ଟି ଅଭିଯୋଗ ପତ୍ର ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ୧୩୭ ଟି, ୫  ଟି ସାମୁହିକ ଅଭିଯୋଗ ହୋଇ ଥିବା ବେଳେ୧୦୯  ଟି ଅଭିଯୋଗ ପତ୍ର ର ତତ୍କାଳୀନ ସମଧନ କରାଯାଇ ଥିଲା।

୩୧ ଜଣଙ୍କୁ ମୂଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ମୋଟ ଦୁଇ ଲକ୍ଷ୍ ଚଉଦ ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ୫  ଜଣ ଙ୍କୁ ହ୍ବିଲ ଚେୟାର ପ୍ରଦାନ କରାଇଥିଲା। ଉକ୍ତ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ରେ ଉପଜିଲ୍ଲାପାଳ ରବୀନ୍ଦ୍ର ନାଥ କହଁର, ବିଡ଼ିଓ ସ୍ୱପ୍ନିତା ନାୟକ, ଙ୍କ ସମେତ ଜିଲ୍ଲା ର ବିଭିନ୍ନ ବିଭିଗ ର ଅଧିକାରୀ ମାନେ ଉପସ୍ଥିତ ଥିଲେ।

Related Post

ଜିଲ୍ଲା ସ୍ତରୀୟ ଖରିଫ ଧାନ ସଂଗ୍ରହ କମିଟି ବୈଠକ

Posted by - November 1, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲାରେ ଖରିଫଧାନ ସଂଗ୍ରହ ନିମନ୍ତେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲାପାଳ ଶ୍ରୀମତୀ ଅଵୋଲୀ ସୁନିଲ ନରୱଣେ ଙ୍କ ଅଧ୍ୟକ୍ଷତା…

ଡିଏଭି କଲେଜରେ ଏକ ପୂର୍ଣ୍ଣାଙ୍ଗ ଆଲୁମିନି କମିଟି ଗଠନ ପାଇଁ ଟିଟିଲାଗଡ ବିକାଶ ସେନାର ଦାବିପତ୍ର

Posted by - December 10, 2021 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ପଶ୍ଚିମ ଓଡିଶାର ପୁରାତନ ଶିକ୍ଷାନୁଷ୍ଠାନଭିତରୁ ଟିଟିଲାଗଡର ଡିଏଭି ସ୍ଵୟଂଶାସିତ ମହାବିଦ୍ୟାଳୟ ଅନ୍ୟତମ। 1968 ମସିହାରେ ସ୍ଥାପିତ ଏହି ମହାବିଦ୍ୟାଳୟର ବହୁ ଛାତ୍ର ଆଜି ସମାଜର…

ନିଖୋଜ ବାପ-ପୁଅଙ୍କ ମୃତଦେହ ଜଳାଶୟରୁ ଉଦ୍ଧାର

Posted by - May 4, 2020 0
ମୟୁରଭଞ୍ଜ:(ସୀତାରାମ ଦୀକ୍ଷିତ) ପୁଣି ସାନ୍ନାକୁଆସିଛି ଏକ ଦୁଃଖଦ ଘଟଣା।ନିଖୋଜ ବାପପୁଅର ମୃତଦେହ ଜଳାଶୟରୁ ଉଦ୍ଧାର।ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ତେବେ ଘଟଣା ଅନୁଯାୟୀ…

ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା ପର୍ଯ୍ୟାଲୋଚନା କମିଟି ସମ୍ମିଳନୀ – ୨୦୨୧ ଅନୁଷ୍ଠିତ

Posted by - August 12, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ନବରଙ୍ଗପୁର ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ଅଶୋକ ମେହେଟା ଠାରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା…

ପିଂକି ପକ୍ଷରୁ ଓଡିଶା ମହିଳା ଉଦ୍ୟୋଗି ମାନଙ୍କର ଏକ ତାଲିମ ଶିବିର ଅନୁଷ୍ଠିତ 

Posted by - September 4, 2021 0
ଯାଜପୁର ସଂସ୍କୃତି ଭବନ ପରିସରରେ ପିଂକି ପକ୍ଷରୁ ଓଡିଶା ମହିଳା ଉଦ୍ୟୋଗି ମାନଙ୍କ ର ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି,ଏଥିରେ ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହିଳାଙ୍କ ଭୂମିକା ସଂପର୍କରେ ଆଲୋଚନା କରିଥିଲେ । ମହିଳା ମାନେ ବ୍ୟବସାୟ ବା ଉଦ୍ୟୋଗ କ୍ଷେତ୍ରରେ ଅଧିକ ଅଂଶଗ୍ରହଣ କରିବା ଆବଶ୍ୟକ ବୋଲି ମତଦେଇଥିଲେ ଅନ୍ୟମାନଙ୍କ ମଧ୍ୟରେ ପିଂକି ଓଡିଶା ଚାପ୍ଟର ଅଧ୍ୟକ୍ଷା ଓ ସମ୍ବାଦ ର ପରିଚାଳନା ନିର୍ଦ୍ଧେଶିକା ମୋନିକା ନାୟାର ପଟ୍ଟନାୟକ ଯୋଗ ଦେଇ ଆଗାମୀ ଦିନରେ ରାଜ୍ୟର ୫ ହଜାର ମହିଳାଙ୍କୁ ଯୋଡାଯିବାକୁ ଲକ୍ଷ୍ୟ ରହିଛି ବୋଲି କହିଥିଲେ ।