କୁସାସୀଙ୍ଗା ବିଜୁ ସେତୁ ସଂଯୋଗ ରାସ୍ତା ଶୋଚନୀୟ

38 0

ହରଭଙ୍ଗା:(ଚିତ୍ତରଞ୍ଜନ ସିଂହ) (ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ହରଭଙ୍ଗା ଠାରୁ କୁସାସିଙ୍ଗା, କୁ ଯାଇଥିବା ରାସ୍ତା ବା ବିଜୁ ସେତୁ କୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ ହୋଇପଡ଼ିଥିବା ଦେଖିବକୁ ମିଳୁଛି।

ଏହି ରାସ୍ତା ଦେଇ ଦୈନନ୍ଦିନ ଅଞ୍ଚଳର ଜନସାଧାରଣ, ବ୍ୟାଙ୍କ୍, ଡ଼ାକ୍ତରଖାନା ଆଦି ବିଭିନ୍ନ କାର୍ଯ୍ୟରେ ଯାଉଥିବାବେଳେ ଛାତ୍ର ଛାତ୍ରୀ ମାନେ ସ୍କୁଲ୍ କଲେଜ କୁ ପାଠ ପଢିବାକୁ ଯାଇଥାନ୍ତି।

କିନ୍ତୁ ରାସ୍ତା ଶୋଚନୀୟ ହେବା ସହ, ରାସ୍ତା ଉପରେ ଖାଲ ଖମା ଅଳପ ବର୍ଷା ହେଲେ ପାଣି କାଦୁଅ ରେ ଭର୍ତ୍ତି ହେଉଥିବା ଯୋଗୁଁ ବିଭିନ୍ନ ସମୟରେ ଜନ ସାଧାରଣ ଦୁର୍ଘଟଣା ର ସାମ୍ନା ହେଉଥିବା ଅଭିଯୋଗ ହେଉଛି। ଏଭଳି ସମସ୍ୟା କୁ ଦୃଷ୍ଟିରେ ରଖି ତୁରନ୍ତ ବିଭାଗୀୟ କତୃପକ୍ଷ ରାସ୍ତା ମରାମତି କାର୍ଯ୍ୟ କରିବା ପାଇଁ ସ୍ଥାନୀୟ ପୂର୍ବତନ ସରପଂଚ ସୁମନ ଜି ଲାଲ୍ ଙ୍କ ସମେତ ଜନସାଧାରଣ ରେ ଦାବି ହେଉଛି।

Related Post

ଯୌନ ଶୋଷଣ ଅଭିଯୋଗରେ ଭଦ୍ରକ ମେରାଇନ୍‌ ଥାନାର ମହିଳା ସବଇନ୍‌ସପେକ୍ଟର ତପସ୍ବିନୀ ମହାପାତ୍ର ଗିରଫ

Posted by - April 3, 2023 0
ଭଦ୍ରକ : ଯୌନ ଶୋଷଣ ଅଭିଯୋଗରେ ଭଦ୍ରକ ଜିଲ୍ଲା ଚୂଡାମଣି ମେରାଇନ୍‌ ଥାନାର ମହିଳା ସବଇନ୍‌ସପେକ୍ଟର ତପସ୍ବିନୀ ମହାପାତ୍ରଙ୍କୁ ଗିରଫ କରିଛି ପୁଲିସ। ଏହି ସଙ୍ଗିନ ମାମଲାରେ…

ସମ୍ବଲପୁର ଜିଲ୍ଲା ରେ ଏବେ ଯୋର ଧରିଛି ଦଳଵଦଳ ରାଜନୀତି

Posted by - January 27, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ)ପଞ୍ଚାୟତ ନିର୍ବାଚନ ର ଚୁଡାନ୍ତ ପ୍ରାଥି ତାଲିକା ପ୍ରକାଶ ହେବା ପରେ ସମ୍ବଲପୁର ରେ ଦଳ ପରିବର୍ତ୍ତନ ରାଜନୀତି ଯୋରଦାର ହୋଇଛି । ସମ୍ବଲପୁର…

ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଆରପିଏଫ କନେଷ୍ଟବଳ ଦ୍ୱାରା ଯାତ୍ରୀଙ୍କ ଜୀବନ ରକ୍ଷା

Posted by - June 25, 2019 70
ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଚଳନ୍ତା ଭଦ୍ରକ-ଭୁବନେଶ୍ୱର ମେମୁ ଟ୍ରେନ୍ରୁ ଓହ୍ଲାଉ ଥିବାବେଳେ ପଶ୍ଚିମ ବଙ୍ଗ ର ୨୪ ବର୍ଷ ବୟସ୍କ ଜଣେ ଯାତ୍ରୀ ନାଜିର ମାଲିକ…

ଏମଜିଏନଆରଇଜିଏସ କାମରେ ନିୟୋଜିତ ଜେସିବି ଟ୍ରାକ୍ଟର କରୁଛି ବର୍ଷକୁ ୧କୋଟିରୁ ଉର୍ଦ୍ଧ୍ବ ଟଂକା ର ପ୍ରକଳ୍ପ 

Posted by - June 21, 2021 0
ବୌଦ୍ଧ:(ଚିତରଂଜନ ସିଂ) କରୋନା ମହାମାରୀର ଲକଡାଉନର ଫାଇଦା ନେଉଛନ୍ତି କୁଜିନେତା  ପେଟିଠିକାଦାର  । କାରଣ ଏହି ଲକଡାଉନର ସମୟରେ ଗରିବ ଶ୍ରମିକମାନେ କୌଣସିପ୍ରକାର କାମଧନ୍ଦା ନପାଇ ଘରେ…

ଛତିଶଗଡ଼ର ନବମ ରାଜ୍ୟପାଳ ଭାବେ ବିଶ୍ବଭୂଷଣଙ୍କର ଶପଥ ଗ୍ରହଣ

Posted by - February 23, 2023 0
ରାୟପୁର : ଛତିଶଗଡ଼ର ନୂଆ ରାଜ୍ୟପାଳ ଭାବେ ବିଶ୍ବଭୂଷଣ ହରିଚନ୍ଦନ ଶପଥ ଗ୍ରହଣ କରିଛନ୍ତି। ରାୟପୁରସ୍ଥିତ ରାଜଭବନର ଦରବାର ହଲଠାରେ ଆୟୋଜିତ ଏକ ଭବ୍ୟ ଉତ୍ସବରେ ଛତିଶଗଡ଼…