ତେଜିଲା “ପୁନଃ ନିର୍ବାଚନମଣ୍ଡଳୀ ଦାବି” ବୈଠକ ଅନୁଷ୍ଠିତ

738 0

କେସିଙ୍ଗା:୦୯.୦୯(ପ୍ରିତେଶ ପଟେଲ )କଳାହାଣ୍ଡି ଜିଲ୍ଲା /କେସିଙ୍ଗା ସହରରେ ଜଗନ୍ନାଥ ମନ୍ଦିର ପରିସରେ ଆଜି ସନ୍ଧ୍ୟା ୫ ଟା ରେ କେସିଙ୍ଗା ପୁନଃ ନିର୍ବାଚନମଣ୍ଡଳୀ ଦାବି ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି :ଏହି ବୈଠକ ରେ ଉପସ୍ଥିତ ସମସ୍ଥ ସଭ୍ୟ ମାନଙ୍କ ମତାମତ ନିଆଁଜାଳିଥିଲା ବହୁତ ଶୀଘ୍ର ଗୋଟିଏ କମିଟି ଗଠନ କରିବାକୁ ନିଷ୍ପତି ନିଆଗଲା

କେସିଙ୍ଗା ନିର୍ବାଚନମଣ୍ଡଳୀ ପରିସରେ ଆସୁଥିବା ସମସ୍ଥ ବୁଦ୍ଧିଜୀବୀ, ସଂଗଠନ ,ସମାଜ,ରାଜନୈତକ ଦଳ ,ଓ ସାମ୍ବାଦିକ ଭାଇ ମାନଙ୍କୁ ନେଇ ଆଗାମୀ ଦିନ ରେ କିପରି ଭାବରେ ଏହି ଦାବିକୁ ସରକାରଙ୍କ ସାମନା ରେ ଉପସ୍ଥାପନା କରିବା ,ଓଡିଶା ଉଛ ନ୍ୟାୟାଳୟ ରେ ଏକ ପି. ଆଇ.ଏଲ ଦାଖଲ କରିବା , ନିର୍ବାଚନ ମଣ୍ଡଳୀ ରେ ଆସୁଥିବା ସମସ୍ଥ ଗ୍ରାମ ପଂଚାୟତ ଓ ବିଜ୍ଞାପିତ ଅଂଚଳ ପରିଷଦ ରେ ପୋଷ୍ଟର ଓ ବେନର ଲଗାଇବା ଓ ଲୋକଙ୍କ ମଧ୍ୟରେ ଜାଗରୁକତା ଆଣିବା ବିଭିନ୍ନ ବିଷୟରେ ଆଲୋଚନା କରାଗଲା ଏହି ବୈଠକ ର ଆବାହକ ଥିଲେ ପିଙ୍କୁ ପରିଡା ଓ ଟିକେମନ ଦୀପ

Related Post

ଏଆଇଟିୟୁସି ପକ୍ଷରୁ ଗଣଧାରଣା.

Posted by - August 2, 2021 0
ବୌଦ୍ଧ;(ଚିତ୍ତରଂଜନସିଂ) ବୌଦ୍ଧ ଜିଲ୍ଲାର ନିର୍ମାଣ ଶ୍ରମିକଙ୍କ ବହୁବିଦ୍ଧି ସମସ୍ୟା ଯଥା ଝିଅ ବିବାହ ସହାୟତା, ଶିକ୍ଷା ସହାୟତା,ମୃତ୍ୟୁକାଳିନ ସହାୟତା ଅଦି ପ୍ରଦାନ କ୍ଷେତ୍ରରେ ଜିଲ୍ଲା ଶ୍ରମଧିକାରୀଙ୍କ ଟାଳଟୁଳୁ…

ସମସ୍ତଙ୍କୁ ଆକୃଷ୍ଟ କରୁଛି ମୁଖ୍ୟମନ୍ତ୍ରୀଙ୍କ ‘ଶ୍ରୀମନ୍ଦିର ପରିକ୍ରମା’ ଯୋଜନା

Posted by - March 19, 2021 0
ପୁରୀ: ସମସ୍ତଙ୍କୁ ଆକୃଷ୍ଟ କରୁଛି ମୁଖ୍ୟମନ୍ତ୍ରୀଙ୍କ ‘ଶ୍ରୀମନ୍ଦିର ପରିକ୍ରମା’ ଯୋଜନା । ଏହି ଯୋଜନା ଲାଗି କଳିଙ୍ଗ କମର୍ସିଆଲ୍ କର୍ପୋରେସନ୍ ଲିମିଟେଡ୍ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ୧…

ଓଡ଼ିଶା ରାଜସ୍ୱ ଅମଲା ସଙ୍ଘ ବରଙ୍ଗପୁର ଜିଲ୍ଲା ସାଧାରଣ ବୈଠକ ଅନୁଷ୍ଠିତ

Posted by - June 21, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ମହାମାରୀ କରୋନା କୁ ଦୃଷ୍ଟିରେ ରଖି ଆଜି ଭର୍ଚୁଅଲ ମାଧ୍ୟମରେ ଓଡ଼ିଶା ରାଜସ୍ୱ ଅମଲା ସଙ୍ଘ ଜିଲ୍ଲା ଶାଖା ନବରଙ୍ଗପୁର ସଭାପତି ଶ୍ରୀ ଆଶୁତୋଷ…

ଓଡ଼ିଆ ଭାଷାର ବିକାଶ ହେଲେ ଶିକ୍ଷାର ମାନ ବୃଦ୍ଧି ପାଇବ

Posted by - March 17, 2022 0
ମାଲକାନଗିରି : ଆଜି ମାଲକାନଗିରି ଜିଲ୍ଲାର କୋରୁକୋଣ୍ଡା ଉଚ୍ଚ ବିଦ୍ୟାଳୟ ସଭାଗୃହ ଠାରେ ମାଟିଲଗ୍ନା ସାହିତ୍ୟ ସଂସଦ ତରଫରୁ ଆୟୋଜିତ ରାଜ୍ୟ ସ୍ତରୀୟ ଛାତ୍ର ମେଧା ସମ୍ମାନ…