Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ଓ ସମ୍ପାଦକ ଙ୍କୁ ସମ୍ଭର୍ଦ୍ଧନ ସଭା

20 0

କଣ୍ଟାବାଞ୍ଜି ବ୍ୟୁରୋ:(ନରେନ୍ଦ୍ର ନେଗୀ)ତୁରେକେଲା ବ୍ଲକ କଣ୍ଟାବାଞ୍ଜି ରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ସତ୍ୟନାରାୟଣ ଭୋଇ ଓ ସମ୍ପାଦକ ପୁରୋଷୋତ୍ତମ୍ ଧରୁଆ ଙ୍କୁ ତୁରେକେଲା ଶାଖା ପକ୍ଷରୁ ସମ୍ଭର୍ଦ୍ଧନ ଦିଆଯାଇଛି l ତୁରେକେଲା ବ୍ଲକ ଗୋଣ୍ଡ ସଂସ୍କୃତିକ ସମାଜ ସଭାପତି ତଥା ଅବସର ପ୍ରାପ୍ତ କମାଣ୍ଣ୍ଡୋ ଶ୍ରୀ ଗିରିରାଜ ସିଂ ମାଝି ଙ୍କ ଆହ୍ୱାନ କ୍ରମେ ଓ ବ୍ଲକ ସଭାପତି ଦୁଃଖୀ ଶ୍ୟାମ ଭୋଇ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା l

ନବ ମନୋନୀତ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ସତ୍ୟନାରାୟଣ ଭୋଇ ଓ ସମ୍ପାଦକ ପୁରୁଷୋତ୍ତମ ଧରୁଆ ଙ୍କୁ ଉପଢ଼କନ୍ ଦେଇ ସମ୍ଭର୍ଦ୍ଧିତ କରାଯାଇଥିଲା l ଆଗାମୀ ଦିନରେ ସମସ୍ତଙ୍କ ସହଯୋଗ ରେ ତୃଣମୂଳ ସ୍ତରରେ ସଂଘ କୁ ଆହୁରି ମଜବୁତ୍ କରିବାକୁ ଆହ୍ୱାନ ଦେଇଥିଲେ l

ତୁରେକେଲା ବ୍ଲକ କୁ ଆହୁରି ମଜବୁତ୍ କରିବା ପାଇଁ ବ୍ଲକ ରେ ସଂଯୋଜକ ଭାବେ ଘନଶ୍ୟାମ ଧରୁଆ , ବିଜୟ ମାଝି , ଲିଙ୍ଗରାଜ ମାଝି ଓ ଅର୍ଜୁନ ମାଝି , ନାରୀନେତ୍ରୀ ଭାବେ ଆଶା ଭୋଇ, ଲୟନ୍ତି ଭୋଇ,ଭୂମିସୁତା ସମରଥ , ଆଇନ ପରାମର୍ଶଦାତା ଭାବେ ଲଳିତ ମାଝି ଅଡିଟ ସେଲ ଭାବେ ହରିହର ମାଝି ଓ ଧନସିଂ ମାଝି , କୋଷାଧ୍ୟକ୍ଷ ଭାବେ ସୁଶାନ୍ତ ମାଝି ଅନ୍ୟ ମାନଙ୍କ ମଧ୍ୟରେ ଗୋବିନ୍ଦ ବର୍ଗେ ନଗର ସଭାପତି ,ଦୈତାରି ଭୋଇ ସମ୍ପାଦକ , ପ୍ରସୁଦନ ମାଝି କାର୍ଯ୍ୟକାରୀ ସଭାପତି ,ଯୋଗେଶ୍ୱର ମାଝି ପୂର୍ବତନ ବେଙ୍କ ମେନେଜର, ପୂର୍ଣ୍ଣଚନ୍ଦ୍ର ମାଝି ମୁରିବାହାଲ ବ୍ଲକ କାର୍ଯ୍ୟକାରି ସଭାପତି, ସଞ୍ଜୟ ମଲ୍ଲିକ ଦଳ ସମାଜ ସଭାପତି ପ୍ରମୁଖ ଉଦବୋଧନ ଦେଇଥିଲେ l ଅର୍ଜୁନ ଧରୁଆ ସଭା ପରିଚାଳନା କରିଥିବା ବେଳେ ସଭାରେ ଶତାଧିକ ଆଦିବାସି ଯୋଗ ଦେଇଥିଲେ

Related Post

ଶିଶୁ ମନ୍ଦିର ରେ ଗଣିତ ମେଳା

Posted by - December 23, 2019 471
କେନ୍ଦୁଝର:ଭଦ୍ରାସାହି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ରବିବାର ଜାତୀୟ ଗଣିତ ଦିବସ ପାଳିତ ହୋଇଛି l ଏହି ଉପଲକ୍ଷେ ବିଦ୍ୟାଳୟ ରେ ଗଣିତ ମେଳା ର…

ମହାନଦୀ ରେ ଭାସିଗଲେ ୩ ଜଣ

Posted by - October 5, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ମହାନଦୀ ଦଲେଇପଡା ଘାଟ ଠାରେ ଆଜି ଅପରାହ୍ନ ରେ ନଦୀରେ ୩ ଜଣ ଭାସି ଯାଇଥିବା ଜଣାପଡିଛି । ଦଲେପଡା ଘାଟରେ ଅପରାହ୍ନ ୪…

ସେବା ସମବାୟ ସମିତି ନିର୍ବାଚନ : ୪୦ ବର୍ଷ ପରେ ବେଲଗୁଣ୍ଠା ସେବା ସମବାୟ ସମିତି ବିଜେଡ଼ି ଦଖଲରେ

Posted by - June 27, 2022 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା ) ବେଲଗୁଣ୍ଠାରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଏବଂ ପୌର ନିର୍ବାଚନ ଭଳି ସମବାୟ ସମିତି ନିର୍ବାଚନରେ ମଧ୍ୟ ବିଜେଡ଼ି କରିଛି ବାଜିମାତ୍ I…

କେସିଙ୍ଗା ବାସିକୁ ରାଜ୍ୟ ସରକାରଙ୍କ ଦ୍ଵାରା ପତାରଣା 5t ହସ୍ପିଟାଲ ଯୋଜନାରେ ସାମିଲ ହେଲା ନାହିଁ କେସିଙ୍ଗା ହସ୍ପିଟାଲ

Posted by - February 26, 2023 0
କେସିଙ୍ଗା : (ପ୍ରୀତେଶ ପଟେଲ) ପୁଣି ରାଜ୍ୟସରକାର ଙ୍କ ଦୁଆର କେସିଙ୍ଗା ବାସୀଙ୍କୁ ପତରଣା କେସିଙ୍ଗା ହସ୍ପିଟାଲ କୁ ସରକାର 5t ଅନୁଯାୟୀ ଆମ ହସ୍ପୀଟାଳରେ ସାମିଲ…