Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

କାଶୀପୁର ଠାରେ ଶିକ୍ଷକଙ୍କ ସମୂହ ଗଣଧାରଣା,ଶିକ୍ଷାବ୍ୟବସ୍ତା ବିପର୍ଯ୍ୟସ୍ତ ସେପଟେ ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ଅନିଶ୍ଚିତତା

537 0

କାଶୀପୁର:( ଅଞ୍ଜନ କୁମାର ନାଏକ)ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଶିକ୍ଷକ ସଂଘ ପକ୍ଷରୁ ଆଜିଠାରୁ ୩ଦଫା ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ପାଇଁ ୭୪୬ ଜଣ ଶିକ୍ଷକଙ୍କ ଗଣଧାରଣା ଆରମ୍ଭ ହେଇଯାଇଛି ।ଦୀର୍ଘଦିନ ଧରି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକଙ୍କ ଦ୍ୱାରା ଉପୁଜିଥିବା ବିଭିନ୍ନ ଦାବି କୁ ସରକାର କୌଣସି କାରଣ ରୁ କ୍ରମାଗତ ଭାବେ ଅଣଦେଖା କରି ଆସୁଥିବା ବେଳେ ଶିକ୍ଷକ ମାନେ ବ୍ଲକ ଠାରୁ ଆରମ୍ଭ କରି ରାଜ୍ୟ ରାଜଧାନୀ ପର୍ଯ୍ୟନ୍ତ ବିକ୍ଷୋଭ ପ୍ରଦର୍ଶନ ଜାରୀରଖିଛନ୍ତି। ହେଲେ ସରକାର ଶିକ୍ଷକଙ୍କ ନ୍ୟାର୍ୟ୍ଯଦାବି କୁ ବାରମ୍ବାର ପ୍ରତ୍ୟାଖ୍ୟାନ କରିଥିବା ଫଳରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ପୂର୍ବ ନିଷ୍ପତ୍ତି କ୍ରମେ ଆଜି ଠାରୁ ଓଡ଼ିଶାର ପ୍ରତ୍ୟେକ ବ୍ଲକ ସଦର ମହକୁମା ଠାରେ ସଂଘ ପକ୍ଷରୁ ଗଣଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି ।

ଅନୁରୂପ ଧାରଣା କାର୍ଯ୍ୟକ୍ରମ କାଶୀପୁର ଗୋଷ୍ଟି ଶିକ୍ଷା କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହେଇଯାଇଛି । କାର୍ଯ୍ୟକ୍ରମ ରେ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କର ପ୍ରତି କରାଯାଉଥିବା ଅବିଚାର କୁ ନେଇ ଧାରଣାରେ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟରୁ ଜିଲ୍ଲା ସଂଘ ସଭାପତି ସମନାଥ ଗରଡ଼ା , ବ୍ଲକ ସଂଘ ସଭାପତି ଅରୁଣ ନାଏକ,ଏକ୍ସ କେଡର ସଭାପତି ରତ୍ନାକର ନାଏକ, ହେମନ୍ତ କୁମାର ମହାରଣା, ଅରୁଣ ଆଚାର୍ଯ୍ୟ, ଅନୁରାଧ ଦେ, ଚନ୍ଦ୍ରାବତୀ ପଣ୍ଡା, ବାଲମଣି ମାଝି, ରାମନାଥ ମାଝୀ, ଦୁଲବ ସାଉନ୍ତା,ଦୁର୍ଯ୍ୟ ମାଝୀ,କାଳୁ ମାଝି, ଲିପ୍ତ କେଶରୀ ବେହେରା ଓ ଅନ୍ୟ ସମସ୍ତ ବର୍ଗର ଶିକ୍ଷକ ଶୀକ୍ଷୀୟତ୍ରୀ ମାନେ ଉପସ୍ଥିତ ରହି ଆନ୍ଦୋଳନକୁ ଜାରି ରଖିଛନ୍ତି ।

 

Related Post

ପାନପୋଶୀ ଗ୍ରାମରେ ହନୁମାନ ମନ୍ଦିର ନିର୍ମାଣ ନିଜେ ପାଇଁ ଶ୍ରମଦାନ କଲେ ଗ୍ରାମବାସୀ

Posted by - December 26, 2021 0
ସମ୍ବଲପୁର:( ରମାକାନ୍ତ ବିଶ୍ବାଳ) ଜୁଯୋମୁରା ବ୍ଳକ ମେଘପାଲ ପଞ୍ଚାୟତ ପାନପୋଶୀ ଗ୍ରାମରେ ଆଜି ହନୁମାନ ମନ୍ଦିର ନିର୍ମାଣ କାର୍ଯ୍ୟ ପାଇଁ ଶ୍ରମଦାନ କଲେ ଗ୍ରାମବାସୀ । ପାନପୋଶୀ…

ଗାଁ କଲ୍ୟାଣ ସମିତି ଚୁଲିକୁ ଗଲା, ଅସବରପ୍ରାପ୍ତ ଯବାନ କରି ଦେଖାଇଲା

Posted by - August 27, 2023 0
ହରଭଙ୍ଗା: (ଚିତ୍ତରଞ୍ଜନ ସିଂହ) : ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡୁରୀସାହି ଗାଁ ରେ ଗାଁ କଲ୍ୟାଣ ସମିତି ହେଇଛି ବାଟବଣା l ଗାଁ ର…

ସମାଜସେବୀ ତଥା ଭୁବନେଶ୍ୱର ବିଜୁ କୃଷକ ଜନତା ଦଳର ସଭାପତିଙ୍କ ୮୫ ତମ ଜନ୍ମଦିବସ ପାଳିତ

Posted by - June 24, 2021 0
ବାରଙ୍ଗ :(ସନ୍ତୋଷ ରାଉତ )ନନ୍ଦନକାନନ ଥାନା ଅନ୍ତର୍ଗତ ବାଲିପଡା ଗ୍ରାମରେ ପବିତ୍ର ସ୍ନାନପୂଣ୍ଣିମା ରେ ଜନ୍ମିତ ସମାଜ ସେବୀ ତଥା ଭୁବନେଶ୍ୱର ବିଜୁ କୃଷକ ଜନତା ଦଳର…

ତୀର୍ଥକ୍ଷେତ୍ର ପାଲଟିଲା କିନାମ ଗ୍ରାମ

Posted by - March 6, 2023 0
ମୁନିଗୁଡ଼ା:(ରମାକାଂତ ପୋଧଲ୍)କୁମୁଡାବାଲି ପଞ୍ଚାୟତ ଅନ୍ତର୍ଗତ କିନାମ ରେ ଅନୁଷ୍ଠିତ ହୋଇଯାଇଛି ଅଷ୍ଟପ୍ରହରୀ ନାମ ଯଜ୍ଞ। ଆଦିତ୍ୟ ବାହିନୀ ମୁନିଗୁଡ଼ା ଶାଖା ଦ୍ବାରା ପ୍ରତି ଗାଁ ରେ ଶ୍ରୀମଦ୍ଭାଗବଦ୍…