Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ଜାତୀୟ ରାଜପଥ ପାଲଟିଛି ମରଣ ଯନ୍ତା,ବିଭାଗର କୁମ୍ଭକର୍ଣ୍ଣ ନିଦ୍ରା

33 0

ହରଭଙ୍ଗା :(ଚିତ୍ତରଞ୍ଜନ ସିଂହ)ଖୋର୍ଦ୍ଧା -ବଲାଙ୍ଗୀର 57ନଂ ଜାତୀୟ ରାଜପଥ ପାଲିଟିଛି ମରଣ ଯନ୍ତା l କେତେବେଳେ ଖାଲ ଖମା ତ କେତେବେଳେ ରାଜପଥ ଉପରେ ଥିବା ପୋଲଉପରୁ ଲୁହା ଛଡ଼ ବାହାରିପଡିବା ଦେଖିବାକୁ ମିଳିଛି l ଏପରିକି ଏଭଳି ସମସ୍ୟା ନେଇ ବହୁ ସମୟ ରେ ଛୋଟବଡ଼ ଦୁର୍ଘଟଣା ଘଟି ଜନଜୀବନ ଯାଉଛି l

ଉକ୍ତ ସମସ୍ୟା ର ସମାଧାନ ପାଇଁ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ଜାତୀୟ ରାଜପଥ କତୃପକ୍ଷ ଜାଣିଶୁଣି ନୀରବ ଦ୍ରଷ୍ଟା ସାଜିଥୁବାରୁ ଜନସାଧାରଣ ଙ୍କ ଅସନ୍ତୋଷ ପ୍ରକାଶ ପାଉଛି l

ସେହିପରି ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ର ପୁରୁଣାକଟକଥାନା ହରେକୃଷପୁର ଚିଲ୍ଲାଖଣ୍ଡି ପୋଲ ଉପରେ ବାରମ୍ବାର ଲୁହା ଛଡ଼ ବାହାରିବା, ଖାଲ ଖମା ହେଉଥିଲେ ମଧ୍ୟ ବିଭାଗୀୟ କତୃପକ୍ଷ ଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବାରୁ ଉକ୍ତ ସ୍ଥାନ ରେ ବାରମ୍ବାର ଦୁର୍ଘଟଣା ଘଟି ଜନ ଜୀବନ ନଷ୍ଟ ହେଉଛି l ତେଣୁ ତୁରନ୍ତ ଉକ୍ତ ସେତୁ ଉପରେ ମରାମତି କାର୍ଯ୍ୟ ପାଇଁ ସ୍ଥାନୀୟ ସମାଜ ସେବି ହିମାଂଶୁ ହୋତା ଦାବି କରିଛନ୍ତି l

Related Post

ପ୍ରଭାକର ସଂସ୍କୃତ ମହାବିଦ୍ୟାଳୟରେ ବନ୍ୟା ଜଳ, ମୂଲ୍ୟବାନ କାଗଜପତ୍ର ନଷ୍ଟ

Posted by - September 3, 2020 0
ଯାଜପୁର ଅଫିସ:ଯାଜପୁର ଜିଲ୍ଲା ବରୀ ବ୍ଲକ ଅଧିନ ଅଲିପୁର ପଞ୍ଚାୟତ ଭାବନିପୁର ଗ୍ରାମରେ ରହିଛି ପ୍ରଭାକର ସଂସ୍କୃତ ମହାବିଦ୍ୟାଳୟ, ଚଳିତ ବନ୍ୟାରେ ବନ୍ୟାଜଳ ମହାବିଦ୍ୟାଳୟ ଭିତରକୁ ପ୍ରବେଶ…

ଶିଶୁ ସୁରକ୍ଷା ଅଧିକାର ସମ୍ପର୍କରେ ସଚେତନ କରିବା ପାଇଁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଅଭିଯାନ

Posted by - December 7, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ରାଜ୍ୟରେ ଶିଶୁ ସୁରକ୍ଷା ଅଧିକାର ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ଆରମ୍ଭ ହୋଇଛି ୪୦ ଦିନିଆ ସ୍ୱତନ୍ତ୍ର ଅଭିଯାନ। ଏହି କ୍ରମରେ…

ଶ୍ରୀ ଶ୍ରୀ ମାଆ ରୁଦ୍ରକାଳୀଙ୍କ ପ୍ରଥମ ବାର୍ଷିକ ଉତ୍ସବ

Posted by - January 16, 2023 0
ବେଲଗୁଣ୍ଠା::୧୫/୦୧(ସୁଶାନ୍ତ କୁମାର ବେହେରା )ଗଂଜାମ ବେଲଗୁଣ୍ଠା ଖଦାଳ ସାହି ସ୍ଥିତ ଶ୍ରୀ ଶ୍ରୀ ମାଆ ରୁଦ୍ରକାଳୀ ମନ୍ଦିରର ପ୍ରଥମ ବାର୍ଷିକ ଉତ୍ସବ ଆଜି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି…

ବିଷାକ୍ତ ସାପ କାମୁଡାରେ ୧୪ ବର୍ଷର ନାବାଳକ ମୃତ

Posted by - July 15, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଥାନା ଅନ୍ତର୍ଗତ ବଡ଼ ବୋର୍ସିଂ ତଳ ସାହିର ଗୂରା ସ୍ଵାଇଁଙ୍କ ସାନ ପୁଅ ସାନୁ ସ୍ୱାଇଁ (୧୫) ରାତିରେ ଖାଇ…