Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ

18 0

କଣ୍ଟାବାଞ୍ଜି ବ୍ୟୁରୋ :(ନରେନ୍ଦ୍ର ନେଗୀ)ଆଜି କଣ୍ଟାବାଞ୍ଜି ଆଂଚଳିକ ସାଧନ କେନ୍ଦ୍ର ଅଧିନସ୍ଥ ସମସ୍ତ ସରକାରୀ ବିଦ୍ୟାଳୟ ରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ, ପାଳନ ହୋଇ ଯାଇ ଅଛି ଉକ୍ତ ଦିବସ ଅବସର ରେ କଣ୍ଟାବାଞ୍ଜି ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ଦିନେଶ ମହାନନ୍ଦ ଙ୍କ ନେତୃତ୍ଵ ରେ ସମସ୍ତ ବିଦ୍ୟାଳୟ ରେ ସଭାସମିତି ଅନୁଷ୍ଠିତ କରାଯାଇ କଣ୍ଟାବାଞ୍ଜି ନଗର ଏକ ସଚେତନ ରେଲି କରାଯାଇଥିଲା l

ନୋଡାଲ ସ୍କୁଲ୍, ଝାଂକରପଡ଼ା ସ୍କୁଲ, ନୂଆପଡ଼ା, ଉର୍ଦ୍ଧୁ, କଳିଙ୍ଗନଗର , ରାଜେନ୍ଦ୍ର ନଗର , ଝୁପୁଡ଼ିପଡ଼ା,ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଏହି ପରି ସମସ୍ତ ସ୍କୁଲ୍ ନିଜ ନିଜ ବେନର୍ ଓ ବିଭିନ୍ନ ସ୍ଲୋ ଗାନ ସହ ଆନ୍ତର୍ଜାତୀୟ ସାକ୍ଷରତା ଦିବସ,ପାଳନ ହେତୁ ନଗର ପରିକ୍ରମା କରି ଥିଲେ l

ଭାରତ ର ସମସ୍ତ ନାଗରିକ ଜାତି, ଧର୍ମ,ବର୍ଣ୍ଣ, ଲିଙ୍ଗ , ବୟସ କିପରୀ ସାକ୍ଷର ହେବେ ବିଭିନ୍ନ ସ୍ଲୋ ଗାନ ମଧ୍ୟମ ରେ ସଚେତନ କରା ଯାଇ ଥିଲା ଏହି କାର୍ଯ୍ୟକ୍ରମ ରେ ନିହାରିକା ନାଗ, ଅଶୋକ କୁମାର ତରିଆ, ସବିତା ମହାପାତ୍ର, ସ୍ୱର୍ଣ୍ଣ ଲତା ଦାଶ , ସରସ୍ଵତୀ ବଗର୍ତ୍ତି,ସବିତା ରଣା, ଜୟନ୍ତୀ ଷଡ଼ଙ୍ଗୀ, ସୁଭାଷିନୀ ମେହେର, ବୀଣାପାଣି ଦାସ,ଶାନ୍ତିଲତା ଭୋଇ ଇତ୍ୟାଦି ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ l

Related Post

ସୁବର୍ଣ୍ଣପୁର ଜିଲ୍ଲାରେ କଡାକଡ଼ି ହେଲା ‘ନୋ ହେଲ୍‌ମେଟ୍ ନୋ ପେଟ୍ରୋଲ’

Posted by - June 2, 2022 0
ସୋନପୁର:(ଅଜିତ କୁମାର ପୂଜହାରୀ ) ସୁବର୍ଣ୍ଣପୁର ଜିଲ୍ଲାରେ “ନୋ ହେଲମେଟ ନୋ ପେଟ୍ରୋଳ”କୁ ସମଗ୍ର ଜିଲ୍ଲାରେ କଡାକଡି କରିବା ଉପରେ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ପର୍ଯ୍ୟାୟ…

ବକେୟା ପାଉଣା ମିଳୁନଥିବା କାରଣରୁ ଧର୍ମଶାଳା କୃଷକ ସାଥୀଙ୍କ ଉପ କୃଷି ନିଦେର୍ଶକଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

Posted by - January 8, 2020 142
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ବକେୟା ପାଉଣା ମିଳୁନଥିବା କାରଣରୁ ଧର୍ମଶାଳା କୃଷକ ସାଥୀଙ୍କ ଉପ କୃଷି ନିଦେର୍ଶକଙ୍କ କାର୍ଯ୍ୟାଳୟ ଆଗରେ ଧାରଣା । କୃଷକ ମାନଙ୍କ ନିକଟରେ ସରକାରୀ…

ଜୁରାବନ୍ଦ ଗ୍ରାମପଞ୍ଚାୟତର ସରପଞ୍ଚ ପଦବୀ ଆଦିବାସୀ ସଂରକ୍ଷଣ ଦାବୀରେ ଯୁବା ମଞ୍ଚର ବ୍ଳକ ଘେରାଉ

Posted by - January 4, 2022 0
ବଙ୍ଗୋମୁଣ୍ଡା: (ଅଭିମନ୍ୟୁ ବହିଦାର) ଆଦିବାସୀ ସଂରକ୍ଷଣ ଦାବୀ ନେଇବାଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଜୁରାବନ୍ଧ ଗ୍ରାମ ପଂଚାୟତର ଆଦିବାସୀ ଯୁବାମଞ୍ଚ ତରଫରୁ ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟ…