ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ତିନି ଦଫା ଦାବୀ ପତ୍ର ପ୍ରଦାନ

29 0

ବୌଦ୍ଧ:( ଚିତ୍ତରଞ୍ଜନ ସିଂହ )ହରଭଙ୍ଗା ବ୍ଲକ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ପକ୍ଷରୁ ଗୋଷ୍ଠି ଶିକ୍ଷା କାର୍ଯ୍ୟାଳୟରେ ପହଞ୍ଚି ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅଜୟ କୁମାର ଲୁହାଙ୍କୁ ତିନି ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀ,ଶିକ୍ଷାମନ୍ତ୍ରୀ,ମୁଖ୍ୟ ଶାସନ ସଚିବ,,ସଚିବ ଗଣଶିକ୍ଷା ବିଭାଗ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ..lବ୍ଲକ ପ୍ରାଥମିକ ଶିକ୍ଷକ ସଂଘ NPS ସଭାପତି ଶ୍ରୀ ରଜତ କୁମାର ନାୟକ,ସାଧାରଣ ସମ୍ପାଦକ ଶ୍ରୀ ବାମଦେବ ଦାଶଙ୍କ ନେତୃତ୍ୱରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ଶ୍ରୀ ମହେଶ ସେଠୀଙ୍କ ଉପସ୍ଥିତିରେ L4: Ex cadre ପ୍ରାଥମିକ ଶିକ୍ଷକ ସଂଘ,ଉପସଭାପତି ଶ୍ରୀ ଅଜୟ କୁମାର ପ୍ରଧାନ ,,ସହସମ୍ପାଦକ ସମ୍ପାଦକ ଶ୍ରୀ ସଞ୍ଜୟ କୁମାର ଦେହୁରୀ ତଥା ,, ଶିକ୍ଷକ ନେତା ପ୍ରସନ୍ନଭୋକ୍ତା,,ହରମୋହନ ଦନାୟକ୍,ଦିଲୀପ ମହାନ୍ତି,,ସୁବାଷ ଚନ୍ଦ୍ର ପ୍ରଧାନ, ଅନିଲ କର୍ମୀ , ସୁବାଷ ଜାନୀ,ମନମୋହନ ସାହୁ,,ବିରେନ ମଲ୍ଲିକ,ବୃନ୍ଦାବନ ସାହୁ ସମେତ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହୋଇ ଥିଲେ.

ପ୍ରକାଶ ଥାଉକି ନିମ୍ନଲିଖିତ ଦାବି ସମୂହ ପୂରଣ କରିବା ଦିଗରେ ଗତ 5 ତାରିଖ ସୁଦ୍ଧା କୌଣସି ପଦକ୍ଷେପ ନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ହରଭଙ୍ଗା ବ୍ଲକରେ କାର୍ଯ୍ୟରତ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନେ ସମୂହ ଛୁଟିରେ ରହି କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ସାମିଲ ହେବାକୁ ବାଧ୍ୟ ହେବେ ବୋଲି ଜଣାଇଛନ୍ତି..
ଦାବୀସମୂହ: –
*ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟର ଠିକା ନିଯୁକ୍ତି ଉଚ୍ଛେଦ କରିଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ସହିତ ଶିକ୍ଷାକର୍ମୀ ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟକାଳକୁ ନୋସନାଲ ଇନକ୍ରୀମେଣ୍ଟ୍ ପ୍ରଦାନ କରି ମୂଳ ଚାକିରୀ ରେ ଗଣନା କରିବା ସହିତ ଏକ୍ସ କ୍ୟାଡର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ କ୍ୟାଡର ଭୁକ୍ତ କରିବା, କଳା ଓ କ୍ରୀଡା ଶିକ୍ଷକମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରାଯାଉ।
ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ ( ମୂଳ ବେତନ ଲେଭେଲ୍ ୯ ଗ୍ରେଡପେ ୪୨୦୦ ଅନୁଯାୟୀ ) ପ୍ରଦାନ କରାଯାଉ ।
ନୂତନ ପେନସନ ପ୍ରଥା ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ପୁନଃ ପ୍ରଚଳନ କରାଯାଉ ବୋଲି ଦାବୀ କରାଯାଇଛି l

Related Post

କଳାହାଣ୍ଡି ଉତ୍ସବ କୋର କମିଟି ବୈଠକ

Posted by - December 8, 2022 0
ଧର୍ମଗଡ: ୮/୧୨(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଉତ୍ସବ ଧର୍ମଗଡ ପାଇଁ ସ୍ଥାନୀୟ ବ୍ଲକ ସଭା ଗୃହରେ କୋର କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ଉପଜିଲ୍ଲାପାଳ ତଥା…

କେସିଙ୍ଗା ଜୈନ ସମାଜ ତରଫ ରୁ “ଆତ୍ମ ହତ୍ୟା ମୁକ୍ତ ଭାରତ “ଜାଗରଣ ସଚେତନତା

Posted by - September 10, 2023 0
କେସିଙ୍ଗା :(ପ୍ରିତେଶ ପଟେଲ୍) ଜୈନ ଆଚାର୍ଯ୍ୟ ଶ୍ରୀ ବିଜୟ ରାଜ୍ୟ ଜୀ ଙ୍କ ଆହ୍ୱାନ କ୍ରମେ ସ୍ଥାନକ ବାସୀ ଜୈନ ସମାଜ ପକ୍ଷରୁ ଆତ୍ମହତ୍ୟା ମୁକ୍ତ ଭାରତ…

ବାଳକ ନିଖୋଜ

Posted by - March 28, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା ସାଲେପାଲି ଗାଁରେ ଘଟିଛି ଅଘଟଣ । କେନାଲରେ ଗାଧୋଇବାବେଳେ ବାଳକ ନିଖୋଜ । ସାଲେପାଲି ନିକଟରେ ଥିବା କେନାଲ…

ସମାଜସେବୀ ତଥା ଭୁବନେଶ୍ୱର ବିଜୁ କୃଷକ ଜନତା ଦଳର ସଭାପତିଙ୍କ ୮୫ ତମ ଜନ୍ମଦିବସ ପାଳିତ

Posted by - June 24, 2021 0
ବାରଙ୍ଗ :(ସନ୍ତୋଷ ରାଉତ )ନନ୍ଦନକାନନ ଥାନା ଅନ୍ତର୍ଗତ ବାଲିପଡା ଗ୍ରାମରେ ପବିତ୍ର ସ୍ନାନପୂଣ୍ଣିମା ରେ ଜନ୍ମିତ ସମାଜ ସେବୀ ତଥା ଭୁବନେଶ୍ୱର ବିଜୁ କୃଷକ ଜନତା ଦଳର…