Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ଭବାନୀପାଟଣାରେ ଟାଟା ପାୱାରର ଅଭିଯୋଗ ସମାଧାନ ପ୍ରକୋଷ୍ଠ ଉଦଘାଟିତ

64 0

କଳାହାଣ୍ଡି:(ନରେନ୍ଦ୍ର ନେଗୀ)ଭବାନୀପାଟଣା ପୁରୁଣା ପଡାରେ ଶୁକ୍ରବାର ଟାଟା ପାୱାରର ଏକ ଅଭିଯୋଗ ସମାଧାନ ପ୍ରକୋଷ୍ଠ ଉଦଘାଟିତ ହୋଇଯାଇଛି l ଓଡିଶା ବିଦ୍ୟୁତ୍ ନିୟନ୍ତ୍ରଣ କମିଶନ ( ଓଇଆରସି ) ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପ୍ରକୋଷ୍ଠକୁ ଉଦଘାଟନ କରିଥିଲେ

କଳାହାଣ୍ଡି ଏବଂ ନୂଆପଡ଼ା ଜିଲ୍ଲା ର ପ୍ରାୟ ୨ ଲକ୍ଷ ୮୦ ହଜାର ରୁ ଅଧିକ ବିଦ୍ୟୁତ୍ ଗ୍ରାହକ ଏହା ଦ୍ୱାରା ଲlଭାନ୍ଵିତ ହେlଇ ପାରିବେ ବୋଲି ଶ୍ରୀ ମହାପାତ୍ର ଆଶା ପ୍ରକାଶ କରିଥିଲେ । ମିଟର ରିଡିଂ, ବିଲିଂ ଆଦି ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପୂର୍ବରୁ କଳାହାଣ୍ଡି ଏବଂ ନୂଆପଡ଼ା ଜିଲ୍ଲା ର ବିଦ୍ୟୁତ୍ ଗ୍ରାହକ ଙ୍କୁ ବଲାଙ୍ଗୀର ଯିବାକୁ ପଡୁଥିଲା ।

ତେବେ ଏଠାରେ ଅଫିସ ଖୋଲିବା ଯୋଗୁଁ ଗ୍ରାହକ ମାନଙ୍କୁ କମ ସମୟରେ ସେମାନଙ୍କ ଅଭିଯୋଗର ସ୍ଥାୟୀ ସମାଧାନ ହେlଇ ପାରିବ ବୋଲି ସେ କହିଥିଲେ । ଜଣେ ଅଧିକ୍ଷଣ ଯନ୍ତ୍ରୀ ଙ୍କ ନେତୃତ୍ୱ ରେ ଏଠାରେ ଅଫିସ କାମ କରିବ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଓଇଆରସି ର ବରିଷ୍ଠ କର୍ମକର୍ତ୍ତା ଗଜେନ୍ଦ୍ର ମହାପାତ୍ର , ସୁଶାନ୍ତ କୁମାର ରାୟ ମହାପାତ୍ର , କଳାହାଣ୍ଡି ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡୀ , ଟିପି ଡ଼ବ୍ଲୁଓଡିଏଲ୍ ର ସିଇଓ ଇଞ୍ଜିନିୟର ଗଜାନନ କାଲୋ ଙ୍କ ସମେତ କଳାହାଣ୍ଡି ଟାଟା ପାୱାର ର ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ।

Related Post

ଜଙ୍ଗଲ ସଂରକ୍ଷଣ ନିୟମ -୨୦୨୨ର ପ୍ରତ୍ୟାହାର ଦାବିରେ ଗଣ ବିକ୍ଷୋଭ

Posted by - November 13, 2022 0
ରାୟଗଡା : (ରାମାକାନ୍ତ ପୋଢଳ ) କେନ୍ଦ୍ର ସରକାରଙ୍କ ଜଙ୍ଗଲ ସଂରକ୍ଷଣ ନିୟମାବଳୀ -୨୦୨୨କୁ ଆଦିବାସୀ ବିରୋଧୀ ଓ କର୍ପୋରେଟ୍ ସପକ୍ଷବାଦୀ ବୋଲି କହି ତାର ପ୍ରତ୍ୟାହାର…

ଓଡିଶା ଶିକ୍ଷା ବିକାଶ ସମିତି ପକ୍ଷରୁ ସଙ୍କୁଳ ସାମୁହିକ ଆଚାର୍ଯ୍ଯ କର୍ମଶାଳା ଅନୁଷ୍ଠିତ

Posted by - June 30, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଜୟପାଟଣା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସର ମଧ୍ୟରେ ଓଡିଶା ଶିକ୍ଷା ବିକାଶ ସମିତି ପକ୍ଷରୁ…

ଯାଜପୁର ରେ ଇଦ୍‌-ଉଜ୍‌-ଜୁହା  ପାଇଁ କଟକଣା ଜାରି

Posted by - July 31, 2020 155
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) କରୋନା ମହାମାରୀ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ମାର୍ଗଦର୍ଶିକା ଜାରି କରି ଏହାକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଚ୍ଥନ୍ତି ।  ଅପର ପକ୍ଷରେ…

ବେଲଗୁଣ୍ଠାରେ ଧାନମଣ୍ଡି ଉଦ୍ଘାଟିତ

Posted by - December 31, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ଗଞ୍ଜାମ ଜିଲ୍ଳାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଧାନ ମଣ୍ଡି ଉଦ୍ଘାଟିତ ଉଦ୍ଘାଟିତ ହୋଇଥିବା ବେଳେ ବେଲଗୁଣ୍ଠା ଠାରେ…

ବିଗତ ୭ ବର୍ଷ ର ପ୍ରାକୃତିକ ବିପର୍ଯୟ 68ଲକ୍ଷ ଟଙ୍କା ଚାଷୀ ଙ୍କ ଅନୁଦାନ ରାଶି ପାଇଁ ତହସିଲ ଙ୍କ ଦ୍ୱାରସ୍ଥ ହେଲେ ଚାଷୀନେତା

Posted by - April 5, 2023 0
ହରଭଙ୍ଗା :୦୪/୦୪ (ମସିହା ଠାରୁ ଆଜି ପର୍ଯ୍ୟନ୍ତ ହରଭଙ୍ଗା ବ୍ଲକ ରେ ହୋଇଥିବା ବିଭିନ୍ମ ପ୍ରାକୃତିକ ବିପର୍ଯୟ ପାଇଁ ମଂଜୁର ହୋଇଥିବା ପ୍ରାୟ 68ଲକ୍ଷ ଟଙ୍କା ଚାଷୀଙ୍କୁ…