ଟିଟିଲାଗଡ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ “ମୁଁ ବି ମିତା” ଅଭିଜାନ ଅନ୍ତର୍ଗତ ସଚେତନତା କାର୍ଯ୍ୟକ୍ରମ

25 0

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ଆଗକୁ ନିର୍ବାଚନ ଆସୁଛି, ଏହି ପରିପ୍ରେକ୍ଷୀରେ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ନିର୍ବାଚନ ମଣ୍ଡଳୀର ନୂତନ ଭୋଟର ମାନଙ୍କୁ କିପରି ପଂଜିକୃତ କରାଯାଇ ପାରିବ ସେଥିପାଇଁ ୧.୧.୨୦୨୪ ସୁଦ୍ଧା ଯେଉଁ ମାନେ ୧୮ ବର୍ଷକୁ ଛୁଇଁବେ ସେମାନେ କିପରି ନିଜର ନାଁ କୁ ଭୋଟର ତାଲିକାରେ ସାମିଲ କରିବେ ସେ ନେଇ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି।

ଶୁକ୍ରବାର ଦିନ ସ୍ଥାନୀୟ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଟିଟିଲାଗଡ ସବ ଡିଭିଜନ ଅନ୍ତର୍ଗତ ଦୁଇଟି ନିର୍ବାଚନ ମଣ୍ଡଳୀ (ଟିଟିଲାଗଡ, କଣ୍ଟାବାଞ୍ଜି) ର ସମସ୍ତ ମହାବିଦ୍ୟାଳୟ ମାନଙ୍କର ଅଧ୍ୟକ୍ଷ, ଛାତ୍ର ଛାତ୍ରୀ ମାନଙ୍କୁ ଡ଼ାକି କିପରି ନାମ ପଞ୍ଜିକରଣ କରି ହେବ ସେ ନେଇ ବିସ୍ତୃତ ଭାବରେ ଆଲୋଚନା ଓ ପଞ୍ଜୀକରଣ ବିଷୟରେ ଅବଗତ କରାଇଥିଲେ।

ଖାସ କରି ମହିଳା, ଝିଅ ମାନେ କିପରି ଏଠାରୁ ବଞ୍ଚିତ ନ ରହିବେ ସେଥିପାଇଁ ମୁଁ ବି ମିତା ଅଭିଜାନକୁ ସାମିଲ କରାଯାଇଅଛି। ଗଣତନ୍ତ୍ରକୁ ସୁଦୃଢ଼ କରିବା ସ୍ଲୋଗାନ ଦେବା ସହ ନୂତନ ଭୋଟର ପଞ୍ଜୀକରଣ,ଯାହାର ଭୋଟର ତାଲିକାରେ ଥିବା ତଥ୍ୟର ସଂଶୋଧନ କରିବା ପାଇଁ ଲୋକଙ୍କୁ ସଚେତନ ମଧ୍ଯ କରିବାକୁ ଏହି ଅଭିଜାନ ଚାଲିଛି।

Related Post

ପୁଣି ଧସିଲା ବୈତରଣୀ ନଦୀବନ୍ଧ

Posted by - August 17, 2023 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ପୁଣି ଧସିଲା ବୈତରଣୀ ନଦୀବନ୍ଧ। ଦଶରଥପୁର ବ୍ଳକ କମାରଡିହି ପଂଚାୟତ ବଳରାମପୁର ଠାରେ ଧସିଲା ବୈତରଣୀ ନଦୀବନ୍ଧ। ପାଖାପାଖି ୫୦  ଫୁଟ ଲମ୍ବର…

ହାଟପଦା ପଡ଼ା ୬୨ ତମ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Posted by - September 7, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଆଉ କିଛି ଦିନ ପରେ ଆସୁଚି ଦୁର୍ଗା ପୂଜା। ଏହି ପରିପ୍ରେକ୍ଷିରେ ସହରର ବିଭିନ୍ନ କମିଟି ଦ୍ଵାରା ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ବୈଠକ…

ନେହେରୁ ଯୁବ କେନ୍ଦ୍ର ତରଫରୁ ଗାନ୍ଧୀ ଜୟନ୍ତି ଅବସର ରେ କ୍ଲିନ୍ ଇଣ୍ଡିଆ କାର୍ଯ୍ୟକ୍ରମ

Posted by - October 2, 2022 0
ଧର୍ମଗଡ଼: ( ହେମନ୍ତ କୁମାର ମାଝୀ)ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି (ଯୁବ ବ୍ୟାପର ଏବଂ କ୍ରୀଡା ମନ୍ତ୍ରଣାଳୟ ଭାରତ ସରକାର ) ଏବଂ ଏନ.ଏ.ସି ଧର୍ମଗଡ ର…

ରାଜ୍ୟ ସରକାର ଜାରି କଲେ ନୂତନ ଗାଇଡ୍‌ ଲାଇନ୍‌,ଭୁବନେଶ୍ବର ପୌରନିଗମ ଗଲା ରେଡ ଜୋନ କୁ

Posted by - May 3, 2020 0
ଭୁବନେଶ୍ବର :ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ପାଇଁ କେନ୍ଦ୍ର ସରକାରଙ୍କର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ଗାଇଡ୍‌ଲାଇନ୍‌ରେ ପରିବର୍ତ୍ତନ କରି ରାଜ୍ୟ ସରକାର ଆଜି ଏକ ନୂତନ…

ଓଡିଶା ନାଟ୍ୟ ସଙ୍ଘ ଦିବସ ପାଳିତ

Posted by - September 26, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ଅଗ୍ରଣୀ ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦ, ଟ୍ରେଣ୍ଡି ଏକାଡେମୀ ଓ ନାଟ ଅନୁଷ୍ଠାନ ମିଳିତ ଆନୁକୁଲ୍ୟରେ ଅନୁଷ୍ଠାନ ପରିସରରେ ଓଡିଶା ନାଟ୍ୟ…