Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

କଲ୍ୟାଣ ସିଙ୍ଗପୁର ନିୟମ ଗିରି ଅଞ୍ଚଳରେ,ପ୍ରଫୁଲ ସାମନ୍ତରାୟଙ୍କ ବିରୋଧ ରେ ପୋଷ୍ଟେର

69 0

କାଶୀପୁର:(ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କଲ୍ୟାଣ ସିଂପୁର ଅଞ୍ଚଳରେ ବିଶିଷ୍ଟ ସମାଜସେବୀ ପ୍ରଫୁଲ ସାମନ୍ତରାୟ ଙ୍କର ବିରୋଧୀ ଅଞ୍ଚଳ ର ନିରୀହ ଆଦିବାସୀ ଲୋକଙ୍କୁ ଢାଲ ସଜାଇ ଟଙ୍କା ଲୁଟ ଦର୍ଶାଯାଇଥିବା ପାର୍ଷଲି ପଞ୍ଚାୟତରେ ପୋଷ୍ଟର ବିଭିନ୍ନ କାଁଥ ବାଡ଼ ରେ ଲଗାଯାଇଥିବା ଦେଖିବାକୁ ମିଳିଛି ।ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ଖଣି ଗଛିତ ରହିଥିବା ବେଳେ ଏହା ଏକ ଶିଳ୍ପ ସମୃଦ୍ଧ ଜିଲ୍ଲା ହେଉଛି ରାୟଗଡା । ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ପାହାଡ଼ ପର୍ବତ ରେ ବକ୍ସାଇଟ ଗଛିତ ରହିଥିବା ବେଳେ ଏଠାରେ ବସବାସ କରୁଥିବା ସମ୍ପ୍ରଦାୟ ଲୋକମାନେ ହେଉଛନ୍ତି ଆଦିବାସୀ ।

କଞ୍ଚାମାଲ ପାଇଁ ଉଦ୍ୟଗ ସଂସ୍ଥା ଚାହିଦା ପାଉଥିବା ବେଳେ ପ୍ରଭାବିତ ହେଉଛନ୍ତି କେବଳ ଆଦିବାସୀ । ଏହାକୁ ଦୃଷ୍ଟିରେ ରଖି କିଛି ସମାଜ ସେବୀ ସଂସ୍ଥାନ ଆଗକୁ ଆସୁ ଆଦିବାସୀ ଙ୍କୁ ନ୍ୟାୟ ଦେବାକୁ ଦୁଇ ଦସନ୍ଦି ରୁ ପ୍ରୟାସ ଜାରି ରଖିଛନ୍ତି । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରଫୁଲ୍ଲ ସାମନ୍ତରାୟ ଅନ୍ୟତମ ।

ପ୍ରକାଶ ଥାଉ କି ଲାଞ୍ଜିଗଡ଼ ବେଦାନ୍ତ ହେଉକି ଜିଲ୍ଲା ଅନ୍ତର୍ଗତ କାଶୀପୁର ଅଞ୍ଚଳର ଉତ୍କଳ ଆଲୁମିନା କି କଡ଼ିଙ୍ଗା ମାଳି ହେଉ । ସମସ୍ତ ଖଣି ଅବା ଶିଳ୍ପାଞ୍ଚଳରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟର ମଧ୍ୟରେ ସେ ଶିଳ୍ପ ପ୍ରତିଷ୍ଠା ବିରୋଧ ଓ ଆନ୍ଦୋଳନ ପାଇଁ ପ୍ରବର୍ତ୍ତାଇ ଥିବା ଅଭିଯୋଗ ହେଇଆସୁଅଛି । ବର୍ତ୍ତମାନ ସ୍ଥିତିରେ କାଶୀପୁର ଅଞ୍ଚଳରେ ସରକାର ଙ୍କର ସ୍ପିକୃତିରେ ସିଜିମାଜି ଓ କୂଟରୁ ମାଳି କୁ ବେଦାନ୍ତ ଓ ଆଡାନୀ ଲିଜ ପ୍ରଦାନ କରାଯାଇଛି ।

ଏଥିରେ ମଧ୍ୟ ପ୍ରଫୁଲ୍ଲ ସାମନ୍ତରାୟ ପହଞ୍ଚି ସ୍ଥାନୀୟ ଜନସାଧାରଣ କମ୍ପାନୀ ବିରୋଧ ରେ ଉତ୍ତେଜନା ପାଇଁ ଉସକାଉଥିବା ପୁଣି ଅଶାନ୍ତ ର ବାତାବରଣ ସୃଷ୍ଟି କରୁଥିବା ଅଭିଯୋଗ ହେଉଛି । ହେଲେ ଏଭଳି ଜନବିରୋଧୀ କାର୍ଯ୍ୟକ୍ରମ କୁ ଦେଖି ପ୍ରଥମ ଥର ପାଇଁ ନିୟମଗିରି ଯୁବ କମିଟି ପକ୍ଷରୁ ପ୍ରଫୁଲ୍ଲ ସାମନ୍ତରାୟ ବିରୋଧ ରେ ଆଦିବାସୀ ନା ରେ ବିଦେଶୀ ସମାଜସେବୀ ସଂସ୍ଥା ତଥା ଶିଳ୍ପ ଉଦ୍ୟଗି ଙ୍କ ଠାରୁ ଟଙ୍କା ଲୁଟ କରୁଥିବା ଏକ ୮ ଦଫା ସମ୍ବଳିତ ପୋଷ୍ଟେର ରାୟଗଡା ଜିଲ୍ଲା କେ ସିଙ୍ଗପୁର ଅଞ୍ଚଳର ପାର୍ଷଲି ପଞ୍ଚାୟତର ବିଭିନ୍ନ କାଁଥ ବାଡ଼ ରେ ମରାଯାଇଛି । ଅଭିଯୋଗ ନେଇ କିଏ, କଣ ଉଦ୍ଧେଶ୍ୟ ନେଇ ଏଭଳି କାମ କରିଥିବା ସ୍ପଷ୍ଟ ହେଇ ନ ଥିବା ବେଳ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ସମ୍ମାନା କୁ ଆସିନାହିଁ ।

 

Related Post

ମୁଖ୍ୟମନ୍ତ୍ରୀଙ୍କୁ ପ୍ରତି ମାସର ରିପୋର୍ଟ ଦେବେ ମନ୍ତ୍ରୀ

Posted by - June 5, 2019 2
ଭୁବନେଶ୍ୱର: ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାକୁ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ପ୍ରତି ମାସରେ ସମସ୍ତ ବିଭାଗ ଓ ମନ୍ତ୍ରୀଙ୍କ କାମକୁ ମୁଖ୍ୟମନ୍ତ୍ରୀ ସମୀକ୍ଷା…

ନିର୍ମାଣର ୧୫ଦିନ ନହେଉଣୁ ଭୁଶୁଡିଲା ଚେକଡ୍ୟାମ୍‍, ପ୍ରକଳ୍ପର ସ୍ଥାୟୀତ୍ୱକୁ ନେଇ ଉଠିଲା ପ୍ରଶ୍ନ

Posted by - May 24, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଂଚାୟତ ଅର୍ନ୍ତଗତ ଟାଙ୍ଗରୁକୁମ୍ପା ଗ୍ରାମ ନିକଟରେ ମନରେଗା ଯୋଜନାରେ ପଂଚାୟତ ପକ୍ଷରୁ ୧୫ଦିନ ତଳେ ନିର୍ମାଣ ହୋଇଥିବା ଏକ ନୂତନ…

ସୁବର୍ଣ୍ଣପୁର ଜିଲ୍ଲା ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ

Posted by - November 18, 2022 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସାମ୍ୱାଦିକ ସଂଘ ସଭାପତି ଗୋରେଖ…