Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ଟ୍ରେନରୁ ଖସି ଯୁବକ ଗୁରୁତର

23 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସ୍ଥିତ ନୂଆପାଳି ନିକଟରେ ଚଳନ୍ତା ଟ୍ରେନ ରୁ ଖସିପଡ଼ି ଯୁବକ ଗୁରୁତର l ଟ୍ରେନ ଲାଇନ୍ କଡ଼ ରେ ପଡ଼ିଥିବା ଗ୍ରାମବାସୀ ଦେଖିବା ପରେ ଯୁବକ କୁ ଉଦ୍ଧାର କରି ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଛନ୍ତି l

ଯୁବକ ଜଣକ ଦୁର୍ଗ-ପୁରୀ ଟ୍ରେନ ଯୋଗେ ରାୟପୁର ରୁ ଘର କୁ ଫେରୁଥିବା ବେଳେ ନୂଆପାଳି ନିକଟରେ କୌଣସି କାରଣ ରୁ ଖସି ପଡ଼ିଥିଲେ l ତାଙ୍କର ବାମ ଗୋଡ ଭାଙ୍ଗି ଥିବା ଡାକ୍ତର କହିବା ସହିତ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି l ଯୁବକ ଜଣକ ବଲାଙ୍ଗିର ଜିଲ୍ଲା ଭର୍ଶୁଜା ବିନ୍ଧାପାଳି ଗ୍ରାମର ନିର୍ମଳ ସାହୁ ବୋଲି ଜଣାପଡିଛି l

 

 

Related Post

ବିଂଝାରପୁର ରେ ଗସ୍ତରେ ରାଜ୍ୟ ବିରୋଧୀ ଦଳ ନେତା ପ୍ରଦୀପ ନାୟକ

Posted by - September 2, 2020 0
ବିଂଝାରପୁର:ବିଂଝାରପୁର ରେ ଗସ୍ତରେ ରାଜ୍ୟ ବିରୋଧୀ ଦଳ ନେତା ପ୍ରଦୀପ ନାୟକ ।  ପ୍ରଥମେ ବିଝାଂରପୁର ଗସ୍ତ କରିବା ସହ ମଲ୍ଲିପୁର ଓ ନାଉବାଙ୍କ ଠାରେ ହୋଇଥୁବା…

ଲାଠୋର ପୋଲିସ ପକ୍ଷରୁ ଜନସମ୍ପର୍କ ଶିବିର

Posted by - March 12, 2023 0
ଖପ୍ରାଖୋଲ: ୧୧/୦୩( ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ ବେନ୍ଦେର ହାଇସ୍କୁଲ ପଡିଆ ଠାରେ ପୋଲିସ ତରଫରୁ ଜନ ସମ୍ପର୍କ ଶିବିର ଅନୁଷ୍ଠିତ…

ଛତ୍ରଙ୍ଗ ବଣିକ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ

Posted by - December 19, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ)ଛତ୍ରଙ୍ଗସ୍ଥ ତ୍ରୀନାଥ ବଣିକସଂଘର ବାର୍ଷିକ ବୈଠକ ଏବଂ ବଣଭୋଜି କାର୍ଯ୍ୟକ୍ରମ ଆଜି ସମ୍ବଲପୁରସ୍ଥ ହୀରାକୁଦ ଠାରେ ସଂଗଠନର ସଭାପତି ଶ୍ରୀଯୁକ୍ତ ଶିବଶଙ୍କର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ…

ଜିଲ୍ଲା ସ୍ତରୀୟ ଆନ୍ତର୍ଯ୍ୟାତିୟ ମହିଳା ଦିବସ ପାଳନ

Posted by - March 9, 2022 0
ସୋନପୁର:( ଅଜିତ କୁମାର ପୂଝlରୀ)ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ହୋଇଯାଇଛି l ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ…