Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ପର୍ଲା ଠାରେ ଭାଜପା ପକ୍ଷରୁ ମୋ ଦେଶ ମୋ ମାଟି କାର୍ଯ୍ୟ କ୍ରମ ଅନୁଷ୍ଠିତ

167 0

ଧର୍ମଗଡ଼:( ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ପର୍ଲା ଠାରେ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ ଜିଲ୍ଲା ଉପ ସଭାପତି ଲକ୍ଷ୍ମୀ କାନ୍ତ ବାଗ ଙ୍କ ନେତୃତ୍ୱରେ ପର୍ଲା ଗ୍ରାମ ଦେବୀ ମାଁ ଠାକୁରାଣୀ ନଡ୍ଡା ଦେବୀ ଙ୍କ ମାଟି କୁ ନେଇ ଦିଲ୍ଲୀ ଠାରେ ହେବାକୁ ଥିବା ଅମୃତ ବନ୍ଦ କାର୍ଯ୍ୟକ୍ରମ ପାଇଁ ରାଜ୍ୟ ପ୍ରତ୍ୟେକ ଗ୍ରାମରୁ ମାଟି ସଂଗ୍ରହ କରି ଦିଲ୍ଲୀ ପଠାଇବା ସ୍ଥିର କରାଯାଇଛି।

ସେହି ପରି ପର୍ଲା ଠାରୁ ସଂଗ୍ରହ କରାଯାଇଛି। ଏହି କାର୍ଯ୍ୟକ୍ରମ ଭାରତୀୟ ଜନତା ପାର୍ଟିର ଓଡ଼ିଶା ପ୍ରଦେଶ ର ପୂର୍ବତନ ଓ ବି ସି ସଂପାଦକ ଜନ୍ମେଜୟ ନାଏକ ପର୍ଲା ଗ୍ରାମ ର ଗୌନ୍ତିଆ ଶରତ କୁମାର ଦାସ ପର୍ଲା ଭାଜପା ମଣ୍ଡଳ ସଭାପତି ପରାଶର ସା ଗ୍ରାମ ରକ୍ଷୀ ସମେତ ବହୁ ଭାଜପା କାର୍ଯ୍ୟ କର୍ତ୍ତା ଏବଂ ଗ୍ରାମବାସୀ ସାମିଲ ହୋଇଥିଲେ।

Related Post

ଆଗାମା ପଞ୍ଚାୟତ ନିର୍ବାଚନ ବିଜେପି ପାଇଁ ସମ୍ମାନ ର ପ୍ରଶ୍ନ ଫେରି ପାଇବ କି ବିଜେଡି ପୁରୁଣା ଗଡ ??? ଚର୍ଚ୍ଚାରେ ଯୁବନେତା ଉତ୍ତମ

Posted by - December 9, 2021 0
ସମ୍ବଲପୁର:( ରମାକାନ୍ତ ବିଶ୍ବାଳ)ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ରେଙ୍ଗାଲି ଅଞ୍ଚଳରେ ରାଜନୈତିକ ପାଣିପାଗ ସେତିକି ସରଗରମ ହେବାରେ ଲାଗିଛି । ଗତ ପଞ୍ଚାୟତ ନିର୍ବାଚନ…

ପାଇକମାଳ ବିଜେପି କୃଷକ ମୋର୍ଚ୍ଚା ତରଫରୁ ପାଇକମାଲ ସେବା ସମବାୟ ସମିତି ଅଫିସକୁ ଘେରାଉ

Posted by - September 9, 2021 0
ବରଗଡ :ପଦ୍ମପୁର ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲା ସଂଯୋଜକ ଯୋଗେନ୍ଦ୍ର ଭୋଇଙ୍କ ନେତୃତ୍ୱରେ ଆଜି ଶତାଧିକ ଚାଷୀ ଓ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଗହଣରେ ପାଇକମାଲ ସେବା ସମବାୟ…

ବ୍ରଜରାଜନଗର ବିଜେପି ବିଧାୟକ ପ୍ରାର୍ଥୀନୀ ରାଧାରାଣୀ ପଣ୍ଡାଙ୍କ ପ୍ରଚାର ଆରମ୍ଭ

Posted by - May 16, 2022 0
ଭୁବନେଶ୍ୱର: ବ୍ରଜରାଜନଗର ଉପନିର୍ବାଚନ ପ୍ରଚାରକୁ ଆଉ ମାତ୍ର ୧୪ ଦିନ ରହିଲ। ଏହି ୧୪ ଦିନ ଭିତରେ କିଭଳି ପ୍ରଚାର ଜୋରଦାର ହେବ ସେଥିପାଇଁ ବିଜେପି ଅଣ୍ଟା…

ବେଲଗୁଣ୍ଠା ବ୍ଳକ୍ ର ବିଜୁ ଛାତ୍ର ଜନତାଦଲର ମଙ୍ଗ ଧରିଲେ ଜ୍ୟୋତି ରଞ୍ଜନ ନାୟକ

Posted by - August 12, 2021 0
ଗାଙ୍ଗପୁର:୧୦/୦୮(ସୁଶାନ୍ତ କୁମାର ବେହେରା )ଆଗାମୀ 2022 ରେ ହେବାକୁ ଥିବା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ କୁ ଦୃଷ୍ଟିରେ ରଖି ତୃଣ ମୂଳ ସ୍ତରରୁ ଛାତ୍ର ମାନଙ୍କୁ ସଂଘଟିତ…

ଝରଣୀଗାଁ ରେ ପହଁଞ୍ଚିଲେ ବିଜେପି କେନ୍ଦ୍ରୀୟ ତିନି ଜଣିଆ ଦଳ

Posted by - October 30, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର) ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗ ସନ୍ ସାଇନ୍ ପବ୍ଲିକ ସ୍କୁଲର ରେ ଅଧ୍ୟକ୍ଷତା କରୁଥିବା ବଲାଙ୍ଗୀର…