Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ରେଲୱେ ଷ୍ଟେସନ ପାଖରେ ଯୁବକ ଙ୍କୁ ଛୁରା ମାଡ଼ ,ତିନି ଜନ ଥାନାରେ ଅଟକ

35 0

କେସିଙ୍ଗା:(ପ୍ରିତେଶ ପଟେଲ୍) କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ରେଳବାଇ ଷ୍ଟେସନ ନିକଟରେ ଗତ କାଲି ରାତିରେ ବଗାଡ଼ ଗ୍ରାମର କେଶବ ନାୟକ ଙ୍କୁ ତିନି ଜଣ ଯୁବକ ତାଙ୍କୁ ଛୁରା ମାଡ଼ କରିଥିଲେ ।

ଛୁରା ମାଡ଼ କରିଥିବା ଯୁବକ ତିନି ଜଣ କେସିଙ୍ଗା ଏନ୍ ଏ ସି ୱାର୍ଡ ନମ୍ବର ୧୨ର ବାସିନ୍ଦା ବୋଲି ଜଣା ପଡ଼ିଛି ।ଛୁରା ମାଡ଼ କରିଥିବା ୩ ଜଣ ଅଜୟ ମାଝୀ,ଜୟ ସୁନା ଓ ଜଗା ସୁନା ଙ୍କୁ ପୋଲିସ ଅଟକ ରଖି ପଚରା ଉଚରା କରିଥିବା ବେଳେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଭାରାପ୍ରାପ୍ତ ଥାନା ଅଧିକାରୀଙ୍କ ଠାରୁ ଖବର ମିଳିଛି ।

ସାମାନ୍ୟ ବଚସା ରୁ କାରଣ ଏଭଳି ଏକ ଘଟଣା ଘଟିଛି ନା ଆଉ କଣ କାରଣ ରହିଛି ତାହାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି ।ଗତ ରାତିରେ କେଶବ ଙ୍କୁ କେସିଙ୍ଗା ସ୍ଥିତ ଗୋଷ୍ଠୀ ଡାକ୍ତରଖାନା ନିଆଯାଇଥିଲା ପରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥିବା ଖବର ମିଳିଛି ।

 

Related Post

ଲାଞ୍ଚ ନେଲା ବେଳେ ଧରା ପଡିଲେ ICDS ସୁପରଭାଇଜର

Posted by - November 22, 2021 0
ନୂଆପଡା:(ମେଘନାଦ ନାଏକ)ଅଙ୍ଗନବାଡି କର୍ମୀ ନିଯୁକ୍ତି ପାଇଁ ୮୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନସ୍ ହାତରେ ଧରା ପଡିଲେ ନୂଆପଡା ଜିଲ୍ଲା ସିନାପାଲି ବ୍ଲକର ICDS…

ଦୁଇ କୋଟି ରୁ ଅଧିକ ଟଙ୍କାର ବ୍ରାଉନ ସୁଗାର ସହିତ ଲକ୍ଷାଧିକ ଟଙ୍କା ଜବତ

Posted by - October 22, 2021 0
ଜଳେଶ୍ବର:(ପ୍ରଭାକର ମଲ୍ଲିକ)ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଓ ବସ୍ତା ଥାନା ପୋଲିସ ସହିତ ଅବକାରୀ ସ୍କ୍ୱାର୍ଡ ଏବଂ ସ୍ଵତନ୍ତ୍ର ଫୋର୍ସ ର ବସ୍ତା ଥାନା ବିଦ୍ୟାଧର ପୁର ବସ୍ତି…

କେସିଙ୍ଗା ପ୍ରସିଦ୍ଧ ମାଁ ଅମ୍ବାଜୀ ମନ୍ଦିରରୁ ସୁନା ଅଳଙ୍କାର ଚୋରି

Posted by - January 20, 2023 0
କେସିଙ୍ଗା:(ପୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହର ରେଳ ଫାଟକ ପାଖରେ ଥିବା ପ୍ରସିଦ୍ଧ ମାଁ ଅମ୍ବାଜୀ ମନ୍ଦିରରୁ ଗତ କାଲି ରାତିରେ କେହି ଦୁର୍ବୃତ୍ତ ମନ୍ଦିର ର…