କେସିଙ୍ଗା:( ପ୍ରିତେଶ୍ ପଟେଲ୍)କଳାହାଣ୍ଡି ଜିଲ୍ଲାର କେସିଙ୍ଗା ସହରରେ ଗୌରୀ ଶଙ୍କର ମନ୍ଦୀର ଠାରେ ମହାସମାରୋହର ପାଲିତ ହେଳା ଭଗଵାନ ଶ୍ରୀକୁର୍ଷ୍ଣ ଙ୍କ ଜନ୍ମାଷ୍ଟମୀ। କେସିଙ୍ଗା ଗୌରୀ ଶଙ୍କର ମନ୍ଦିର ରେ ସକାଳୁ ଭଗଵାନ ଶ୍ରୀକୁର୍ଷ୍ଣ ଭକ୍ତ ଙ୍କ ସମାଗମ ଦେଖିବାକୁ ମିଳିଥିଲା।
ସନ୍ଧ୍ୟା ୮ ଟା ରେ ଶ୍ରିକୁର୍ଷ୍ଣ ଓ ରାଧା ଙ୍କ ବେଶବୁସା ରେ ସୁଶୋଭିତ ହୋଇ ଛୋଟ ପିଲାମାନେ ଆସିଥିଲେ ଓ ଏକ ପ୍ରତିଯୋଗିତା କରାଯାଇଥିଲା ଏହି ପ୍ରତିଯୋଗିତାରେ ୮ ବର୍ଷ ରୁ ଅଧିକ ବୟସର ପିଲାମାନେ ଭାଗ ନେଇଥିଲେ।
ସମସ୍ତ ଙ୍କୁ ପୁରସ୍କୃତ ମଧ୍ଯ କରାଯାଇଥିଲା। ରାତ୍ରି ୯ ଟା ରୁ ୧୨ ଟା ପର୍ଯ୍ୟନ୍ତ ଭଜନ କୀର୍ତ୍ତନ କରାଯାଇଥିଲା ରାତ୍ରି ଠିକ୍ ୧୨ ଟା ରେ ମନ୍ଦିରର ରେ ସହ ସହ ଭକ୍ଟ ଙ୍କ ସମାଗମ ସହ ଭଗବାନ ଶ୍ରୀ କୁର୍ଷ୍ଣଙ୍କ ଜନ୍ମ ହୋଇ ଥିଲା। ଏହା ଉସ୍ରବ ର ମୁଖ୍ୟ ଥିଲେ ଗୌରୀ ଶଙ୍କର ମନ୍ଦିର ର ସଭାପତି ମୋହନ ଅଗ୍ରୱାଲ ଓ ମୁଖ୍ୟ ପୂଜାରୀ ସିଭମ୍ ତଥା ଗୌରୀ ଶଙ୍କର ମନ୍ଦିର ର ସମସ୍ତ ସଭ୍ୟ ଗନ୍।