Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ରାଇସ ମିଲ୍ ରୁ ଯୁବକ ଙ୍କ ମୃତଦେହ ଠାବ

50 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଚିନାଜୁରୀ ସ୍ଥିତ ଏକ ରାଇସ ମିଲ୍ ରୁ ଯୁବକ ଙ୍କ ମୃତଦେହ ଠାବ ହୋଇଛି l ମୃତକ ଜଣକ ହେଲେ ନାଇକେନପାଳି ସଙ୍କର ଟିକରା ର କସ୍ତୁବ ଖର୍ସେଲ ଙ୍କ ପୁତ୍ର ଅଶ୍ୱନୀ ଖରସେଲ ବୋଲି ଜଣାପଡ଼ିଛି l

ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ଯା ପାଖାପାଖି ଚାରିଟା ସମୟରେ ଅଶ୍ୱନୀ କମପ୍ରେସର୍ ପାଖରେ କାମ କରୁଥିବା ବେଳେ ଘଟିଥିଲା ଦୁର୍ଘଟଣା l ପୋଲିସ ଉପସ୍ଥିତିରେ ଘଟଣାସ୍ଥଳରେ ପରିବାର ଲୋକ ପହଁଚି ଶବ ଚିହ୍ନଟ କରିଥିଲେ l

ଡୁଙ୍ଗୁରିପାଲି ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି l ପ୍ରାଥମିକ ତଦନ୍ତ ରୁ ବିଦ୍ୟୁତ ଶସ୍ପର୍ଶ ରେ ଆସି ମୃତୁ ବରଣ କରିଥିବା ପୋଲିସ ଆନୁମାନ କରୁଛି l ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ୍ ଆସିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ପୋଲିସ ସୂଚନା ଦେଇଛି l

 

Related Post

ଇନ୍ଦ୍ରାବତୀ ଜଳଭଣ୍ଡାର ରୁ ମେଗା ଲିଫ୍ଟ କେନାଲ୍ ଜରିଆରେ ଖରିଫ୍ ଚାଷ ପାଇଁ ଜଳସେଚନର ଶୁଭାରମ୍ଭ

Posted by - July 12, 2022 0
କଳାହାଣ୍ଡି :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ମୁଖିଗୁଡ଼ା ସ୍ଥିତ ଇନ୍ଦ୍ରାବତୀ ଜଳ ଭଣ୍ଡାର ରୁ ମେଗା ଲିଫ୍ଟ କେନାଲ ଜରିଆରେ ଜୁଲାଇ…

୨ ଲକ୍ଷ ୮୦ ହଜାର ମୂଲ୍ୟର ୯୬ ହଜାର କେଣ୍ଡା ଧାନ ନଡ଼ା ପୋଡ଼ିଦେଲେ ଦୁର୍ବୃତ୍ତ

Posted by - March 3, 2022 0
ପାଟଣାଗଡ଼:(ତାପସ ରଞ୍ଜନ ବେହେରା ) ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ଥାନା ଅନ୍ତର୍ଗତ କନଗାଁ ର ସଞ୍ଜୀବ ବେହେରା ଙ୍କ କେନ୍ଦୁଲିଫ ରେ ଫଡ଼ି ଘର ଛାତ ନିର୍ମାଣ…

ଜିଲାସ୍ତରୀୟ ବିଶ୍ୱ ରେଡ଼କ୍ରସ ଦିବସ ପାଳିତ ।

Posted by - May 15, 2019 554
ଯାଜପୁର:( ଆନନ୍ଦ ଚନ୍ଦ୍ର ସାହୁ)ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଜିଲାରେଡ଼କ୍ରସ୍ ଶାଖା ପକ୍ଷରୁ ବିଶ୍ୱରେଡ଼କ୍ରସ ଦିବସ ପାଳିତ ହୋଇଯାଇଛି । ଏହି ସମାରୋହକୁ ଜିଲାପାଳ…

ପ୍ରଦ୍ୟୁଷଣ ଆଳରେ କମ୍ପାନୀକୁ ବ୍ଲାକମେଲିଂ କରାଯାଉଥିବା ଆଭିଯୋଗ

Posted by - June 19, 2020 401
ଯାଜପୁର ଟାଉନ:(ଆନନ୍ଦ ଚନ୍ଦ୍ର ସାହୁ )ପ୍ରଦ୍ୟୁଷଣ ଆଳରେ କମ୍ପାନୀକୁ ବ୍ଲାକମେଲିଂ କରାଯାଉଥିବା ଆଭିଯୋଗ । ଏଭଳି ଅଭିଯୋଗ ଆଣିଛନ୍ତି ଭିଶା ଷ୍ଟିଲ କାରଖାନାରେ କାମ କରୁଥିବା କର୍ମଚାରୀମାନେ…

ଜୟପାଟଣା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୩୬ ତମ ବାର୍ଷିକ କ୍ରୀଡ଼ା ମହୋତ୍ସବ ମହାସମାରୋହର ସହ ଉଦଯାପିତ

Posted by - November 13, 2022 0
ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଜୟପାଟଣା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ୩୬ ତମ ବାର୍ଷିକ କ୍ରୀଡା…