ଶ୍ରୀହରି ଟ୍ରଷ୍ଟ ରେ ଗୁରୁ ଦିବସ

31 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ଶ୍ରୀହରି ଟ୍ରଷ୍ଟ ଆନୁକୂଲ୍ୟରେ ଗୁରୁ ଦିବସ ଆନୁକୂଲ୍ୟରେ ଗୁରୁ ବନ୍ଦନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି କାର୍ଯ୍ୟକ୍ରମ ରେ ବିଭିନ୍ନ ବିଦ୍ୟାଳୟ ର ୧୧୨ ଜଣ ଶିକ୍ଷକ ତଥା ଅବସର ପ୍ରାପ୍ତ ଶିକ୍ଷକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି

ପରିଚାଳନା କମିଟି ସଭାପତି ଜୟ ପ୍ରକାଶ ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ଭୁବନେଶ୍ୱର ଫିଉଜନ ୪୦ ର ଅଧ୍ୟକ୍ଷ ଡ଼ ଶୁଶାନ୍ତ ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଭୁବନେଶ୍ୱର ଆମ୍ବେଦକର ଇଣ୍ଟରନେସନାଲ ର ଅଧ୍ୟକ୍ଷ କାଳି ଚରଣ ସିଂ, ଶିକ୍ଷାବିଦ ହରିବନ୍ଧୁ ପାଣିଗ୍ରାହୀ, ଏଇଏସ ମହାବିଦ୍ୟାଳୟ ର ସଭାପତି ଶୈଳେନ୍ଦ୍ର ସାହୁ, ଶ୍ରୀହରି ଟ୍ରଷ୍ଟ ର ପରିଚାଳନା ନିର୍ଦ୍ଧେଶକ ଡ଼ ରାଜେଶ ମେହେର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ l ଅଧ୍ୟକ୍ଷା ଜିନା ରାଣୀ ମେହେର ସଭା ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରୀ ତପସ୍ୱିନୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ l

 

Related Post

ବୋହୂ କୁ ଯୈାତୁକ ପାଇଁ ନିର୍ଯ୍ୟାତନା ଥାନା ରେ ମାମଲା

Posted by - December 10, 2021 0
ମାଲକାନଗିରି:(ଅବଦୁଲ ଗନି) କାଲିମେଳା ବ୍ଲକ୍ ଅନ୍ତର୍ଗତ କୋଇମେଟଳା ପଞ୍ଚାୟତ ର ଏମ.ପି.ଭି ୭୫ ରେ ବିବାହିତ ବଧୁ ରଞ୍ଜିତା ହାଲଦାର ଯୌତୁକ ପାଇଁ ଆଠ ବର୍ଷ କାଳ…

ମା’ଙ୍କୀଡିଆ ମାଁ ଙ୍କ ୨୭ ତମ ବାର୍ଷିକ ଉତ୍ସବ ପାଳିତ

Posted by - April 30, 2022 0
ନବରଙ୍ଗପୁର: (ବେଣୁ ଗୋପାଳ ରାଓ ) ନବରଙ୍ଗୁପୁର ଜିଲ୍ଲା ମେଦେରି ସାହିଠାରେ ମଙ୍କିଡ଼ିଆ ମା ଙ୍କ ୨୭ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ଉତ୍ସବଟି…

ବାଳଗୋପାଳ ସେବା ନିକେତନ ଓ ଆୟୁଧ ଯୁବ ଶାଖା ପକ୍ଷରୁ କିଆପଦର ଠାରେ ସ୍ୱାସ୍ଥ୍ୟ, ଅର୍ଣ୍ଣ ବସ୍ତ୍ର ଦାନ ଶିବିର ଅନୁଷ୍ଠିତ

Posted by - March 1, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ବରିଷ୍ଠ ନାଗରିକ, ଜନ୍ମଦାତା – ଜନ୍ମ ଦାତ୍ରୀ ପିତା ମାତା ଙ୍କ ପ୍ରତି ଯୁବ ପିଢୀ ସନ୍ତାନ ସନ୍ତତିଙ୍କ ସମ୍ମାନ…

ଟିଟିଲାଗଡ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ସରସ୍ଵତୀ ପୂଜା ଓ ବିଦ୍ୟାରମ୍ଭ ସଂସ୍କାର ଅନୁଷ୍ଠିତ

Posted by - January 26, 2023 0
ଟିଟିଲାଗଡ:( ସଞ୍ଜୟ କୁମାର ନାୟକ)ଗୁରୁବାର ଏହି ଶୁଭଲଗ୍ନକୁ ବିଶ୍ଵ ପ୍ରତିକ୍ଷୀତ ମାଘଶୁକ୍ଳ ପଞ୍ଚମୀ ସରସ୍ବତୀ ପୂଜା ଓ ଭାରତର ରାଷ୍ଟ୍ରୀୟ ପର୍ବ ସାଧାରଣତନ୍ତ୍ର ଦିବସ ଦୈବ ସଂଯୋଗ…