ଧର୍ମଗଡ଼ କୁ ଜିଲ୍ଲା ମାନ୍ୟତା ପ୍ରଦାନ ଦାବୀ ନେଇ ଦଶ ଦିନ ରେ ସମର୍ଥନ ରେ ବାହାରିଲେ କୋଶଳ ମାଳି ସମାଜ

270 0

ଧର୍ମଗଡ଼ 🙁 ହେମନ୍ତ କୁମାର ମାଝୀ)ଧର୍ମଗତ କୁ ଜିଲ୍ଲା ମାନ୍ୟତା ପ୍ରଦାନ ଦାବୀ ନେଇ ଗଣଧାରଣା ଦଶମ ଦିନରେ ଆଜି କୋଶଳ ମାଳି ସମାଜ ସଂଘ ପକ୍ଷରୁ ସମର୍ଥନ କରାଯାଇଛି। ଜିଲ୍ଲା ଦାବି ରେ ଏହି ଗଣଧାରଣା ପଟେଲ ସମାଜ ପକ୍ଷରୁ ମସ୍ତ ରାମ ପଟେଲ ଘନଶ୍ୟାମ ପଟେଲ ଚିନ୍ତା ମଣି ପଟେଲ ପବିତ୍ର ପଟେଲ ଗୁଣନିଧି ପଟେଲ ଶରତ କୁମାର ପଟେଲ ପ୍ରମୁଖ ସଦସ୍ୟ ଉପସ୍ଥିତ ରହି ଜିଲ୍ଲା ଗଠନ ଦାବି କୁ ଯୋରଦାର କରିବା ପାଇଁ ମତ ପ୍ରକାଶ ପ୍ରଦାନ କରିଥିଲେ।

କ୍ରିୟାନୁଷ୍ଠାନ କମିଟି ର ସଂଯୋଜକ ବରିଷ୍ଠ ଆଇନଜୀବି ତୁଷାର ରଞ୍ଜନ ପାଟଯୋଷୀ ସଭା ପରିଚାଳନା କରିଥିବା ବେଳେ କ୍ରିୟାନୁଷ୍ଠାନ କମିଟି ର ସଦସ୍ୟ ଦିଗାମ୍ବର ଦୁରୀଆ ସନ୍ତୋଷ ପାଢ଼ୀ ଲକ୍ଷ୍ମୀ କାନ୍ତ ବାଗ ଡାକେଶ୍ଵର ଲହଜଲ ରତନ ନାଏକ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ ଧର୍ମଗଡ଼ କୁ ଜିଲ୍ଲା ଜିଲ୍ଲା ମାନ୍ୟତା ପ୍ରଦାନ ଦାବୀ ରେ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚାଳିଥିବା ଗଣଧାରଣା ଆଜି ଦଶମ ଦିନ ରେ ପହଞ୍ଚଛି। ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ ୨୮ ତାରିଖ ଠାରୁ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆରମ୍ଭ ହେଇଥିବା ଗଣଧାରଣା ରେ ପ୍ରତ୍ୟେକ ଦିନ ବିଭିନ୍ନ ସଂଗଠନ ର କାର୍ଯ୍ୟ କର୍ତ୍ତା ଧାରଣା ରେ ଯୋଗ ଦେଇ ଧର୍ମଗତ ଜିଲ୍ଲା ଗଠନ ଦାବି କୁ ସମର୍ଥନ ଯାଉଛନ୍ତି।

Related Post

ସୁବର୍ଣ୍ଣ ଲୋକ ମହୋତ୍ସବ ୨୦୨୩ ଉଦଘାଟିତ

Posted by - January 16, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜ଼ିଲ୍ଲା ଉନ୍ନୟନ ପ୍ରଦର୍ଶନୀ, ପଲ୍ଲିଶ୍ରୀ ମେଳା ଓ ନୃତ୍ୟ ଗୀତର ମହାପାର୍ବଣ ସୁବର୍ଣ୍ଣ ଲୋକ ମହୋତ୍ସବ ୨୦୨୩ ଉଦଘାଟିତ ହୋଇ ଯାଇଛି l…

ବିଜେଡି ନେତାମାନଙ୍କୁ ମିଳିଛି ନୂଆ ନିଯୁକ୍ତି,ବିଭିନ୍ନ ପଦବୀରେ ନିଯୁକ୍ତି 

Posted by - August 16, 2019 0
ଭୁବନେଶ୍ବର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଦଳୀୟ ନେତା ଙ୍କୁ ଥଇଥାନ କରିଛନ୍ତି।ଜାଣନ୍ତୁ କିଏ କେଉଁ ପଦବୀରେ ନିଯୁକ୍ତି ପାଇଛନ୍ତି। ପୁଷ୍ପେନ୍ଦ୍ର ସିଂହ ଦେଓ: ସଦସ୍ୟ, ପଶ୍ଚିମ ଓଡ଼ିଶା…

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତି ଗତ ସଚିବ ତଥା ୫ଟି ସଚିବ ଭି କେ ପାଣ୍ଡିୟନଙ୍କ ଧର୍ମଗଡ ଗସ୍ତ,ମାଁ ଭଣ୍ଡାର ଘରଣୀ ମନ୍ଦିର ଉନ୍ନତି କରଣ ପାଇଁ ଏକ କୋଟି ନଅ ଲକ୍ଷ ଟଙ୍କା ର ଅନୁଦାନ

Posted by - May 21, 2023 0
ଧର୍ମଗଡ଼:୨୦/୫(ହେମନ୍ତ କୁମାର ମାଝୀ)ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଦୁଇ ଦିନିଆ କଳାହାଣ୍ଡି ଗସ୍ତ ରେ ଆସିଥିବା ବେଳେ ଆଜି ଧର୍ମଗତ ରେ ପହଞ୍ଚିଥିଲେ…

ନନ୍ଦିପୁର ଗାଁ ରେ ମନରେଗା କାମ ରେ ବ୍ୟାପକ ଅନିୟମିତତା ଅଭିଯୋଗ। 

Posted by - May 13, 2023 0
ଯାଜପୁର:ଯାଜପୁର ଜିଲା ଦଶରଥପୁର ବ୍ଲକ ଗ୍ରାମନନ୍ଦିପୁର ପଞ୍ଚାୟତରେ ମନରେଗା କାମ ରେ ବ୍ୟାପକ ଅନିୟମିତତା ଅଭିଯୋଗ। ବିଭିନ୍ନ ପ୍ରକଳ୍ପ ରେ ମେସିନ ମାଧ୍ୟମରେ କାମ କରାଯାଉଥିବାରୁ ଶ୍ରମିକ…

ଅମୃତ ଧାରା ନାମରେ ନିଶୁଳ୍କ ଅମ୍ଳଜାନ ଆଶ୍ରୟସ୍ଥଳୀ ଆରମ୍ଭ

Posted by - June 4, 2021 0
ଭୁବନେଶ୍ୱର:କରୋନା ମହାମାରୀ ସମୟରେ ଲୋକଙ୍କର ଅମ୍ଳଜାନ ଆବଶ୍ୟକତା ବୃଦ୍ଧି ପାଇଛି । ରାଜ୍ୟରେ ଅନେକ କରୋନା ଆକ୍ରନ୍ତ ଅମ୍ଳଜାନ ଆବଶ୍ୟକତା କରୁଛନ୍ତି । ତେବେ ଅନ୍ୟ ରାଜ୍ୟ…