ଆମପାଣି ଓ କୋକସରା ହାଇସ୍କୁଲ ରେ ଗୁରୁ ଦିବସ ପାଳନ

64 0

ଧର୍ମଗଡ଼:(ହେମନ୍ତ କୁମାର ମାଝି)କୋକସରା ବ୍ଲକ ଆମପାଣି ବୁଢ଼ାରଜା ସରକାରୀ ଉଚ୍ଚ ବିଦ୍ୟାଳୟ ଓ କୋକସରା ଜବାହାର ଉଚ୍ଚ ବିଦ୍ୟାଳୟ ଠାରେ ମଙ୍ଗଳବାର ଗୁରୁ ଦିବସ ପାଳନ କରାଯାଇଛି। ବୁଢ଼ାରଜା ହାଇସ୍କୁଲରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାଗ୍ୟବାନ ବାଗ ଙ୍କ ଅଧ୍ୟକ୍ଷତାରେ ରେ ଡ.ସର୍ଵପଲ୍ଲି ରାଧାକୃଷ୍ଣନ ଙ୍କ ଫୋଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଛାତ୍ରଛାତ୍ରୀ ମାନେ ଗୁରୁ ବନ୍ଦନା ଗାନ କରିଥିଲେ।

ଡ.ସର୍ଵପଲ୍ଲି ରାଧାକୃଷ୍ଣନ ଙ୍କ ଜୀବନ କୁ ଆଦର୍ଶ ଭାବେ ଗ୍ରହଣ କରି ଜୀବନ ର ମୂଲ୍ୟବୋଧ କୁ ଗ୍ରହଣ କରିବାକୁ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଛାତ୍ରଛାତ୍ରୀ ଙ୍କୁ ମାର୍ଗ ଦର୍ଶନ ଦେଇଥିଲେ। ଏହି ଅବସର ରେ ଶିକ୍ଷୟିତ୍ରୀ ସୁଶ୍ରୀ ମନ୍ଦାକିନି ନାଏକ, ଶିକ୍ଷକ ବିଶ୍ୱମ୍ବର ଧ. ମାଝୀ,ପ୍ରଶାନ୍ତ କୁମାର ପଣ୍ଡା, ସୁରଜ ତାଣ୍ଡି, ଲିଜୟାନନ୍ଦ।ସାହୁ,ଦୟା ସିଂ ନାଏକ, ସରୋଜ କୁମାର ପଡ଼ିହାରି ଉପସ୍ଥିତ ରହିଥିବା ବେଳେ ସ୍କୁଲ କ୍ୟାବିନେଟ।ମୁଖ୍ୟମନ୍ତ୍ରୀ ସୁଶ୍ରୀ ସଂଗୀତା ସୁନାନୀ ମଞ୍ଚ ପରିଚାଲନା କରିଥିଲେ । ଖେଳ ଶିକ୍ଷକ ଲୋକନାଥ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।ସେହିପରି।କୋକସରା ଜବାହାର ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଗୁରୁ ଦିବସ ପାଳନ ଅବସରରେ ଡ.ସର୍ଵପଲ୍ଲି ରାଧାକୃଷ୍ଣନ ଙ୍କ ମାର୍ଗ ରେ ଅନୁପ୍ରାଣିତ ହୋଇ ଜୀବନ ଗଠନ କରିବାକୁ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଛାତ୍ରଛାତ୍ରୀ ଙ୍କୁ ଉପଦେଶ ଦେଇଥିଲେ।

Related Post

ମାହେଶ୍ୱରୀ ଗୋଶାଳାରେ କୁମାର ପୂର୍ଣ୍ଣିମା ଉତ୍ସବ ଓ ଗୋସୁରକ୍ଷା ଉପରେ କର୍ମଶାଳା ଆୟୋଜିତ

Posted by - October 22, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ରିଖ ଦିନ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ପଂଚାୟତ ର ଦନ୍ତା ପାଲି ମାହେଶ୍ୱରୀ ଗୋଶାଳା ପରିସରରେ କୁମାର ପୁର୍ଣିମା ଉତ୍ସବ ଓ ଗୋସୁରକ୍ଷା ଉପରେ…

ଉତ୍କଳ ଦିବସ ସମାରୋହ ପାଳନ ପାଇଁ ପ୍ରସ୍ତୁତି ବୈଠକ

Posted by - March 13, 2022 0
ବାଲେଶ୍ଵର:ଉତ୍କଳ ସମ୍ମିଳନୀ ବାଲିଆପାଳ ଶାଖା ପକ୍ଷରୁ ଆସନ୍ତା ଏପ୍ରିଲ ୧ ଉତ୍କଳ ଦିବସ ସମାରୋହ ପାଳନ ପାଇଁ ବାଲିଆପାଳ ଶାରିରୀକ ଶିକ୍ଷା ମହାବିଦ୍ୟାଳୟ ପରିସରରେ ପ୍ରସ୍ତୁତି ବୈଠକ…

ଟିଟିଲାଗଡ଼ ଧବଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସରପଞ୍ଚ ସଙ୍ଘର ଜରୁରି କାଳୀନ ବୈଠକ

Posted by - July 22, 2023 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ସରପଞ୍ଚ ସଙ୍ଘର ଏକ ଜରୁରୀ ବୈଠକ ସରପଞ୍ଚ ସଙ୍ଘ ସଭାପତି ଶ୍ରୀ ବୀରବର ସାହୁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଧବଳେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ…

ନାବାର୍ଡ ର ୪୦ତମ ପ୍ରତିଷ୍ଠା ଦିବସ ପାଳନ,ମହିଳା ଚାଷୀ ସମ୍ଭର୍ଧିତ

Posted by - July 20, 2021 0
ବୌଦ୍ଧ-(ଚିତ୍ତରଞ୍ଜନ ସିଂ)ନାବାର୍ଡ ତରଫରୁ ୪୦ ତମ ପ୍ରତିଷ୍ଠା ଦିବସ ପାଳନ ଏବଂ କୃଷି ଓ ଗ୍ରାମାଞ୍ଚଳର ବିକାଶ କ୍ଷେତ୍ରରେ ଦେଶ ପାଇଁ ୪୦ ବର୍ଷର ସେବାକୁ ସ୍ମରଣ…

ଯାଜପୁର ପୌରପାଳିକା ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ 

Posted by - November 27, 2022 0
ଯାଜପୁର: ଯାଜପୁର ଗୌତମ ବୁଦ୍ଧ ସଂସ୍କୃତି ଭଵନ ପରିସରରେ ପୌରପାଳିକା ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ପୂର୍ବତନ ପୌରାଧକ୍ଷ ଭବପ୍ରସାଦ ଦାସ ଯୋଗଦେଇ ଉଦଘାଟନ କରିଥିଲେ ଅନ୍ୟତମ ଅତିଥି ଭାବେ ଯାଜପୁର ପୌରାଧକ୍ଷ ରା଼ଞ୍ଜୁଲତା ହୋତା,ଉପାଧ୍ୟକ୍ଷ ସନ୍ତୋଷ ମଳିକ,କାର‌୍ୟ୍ୟ ନିର୍ବାହୀ ଅଧିକାରୀ ସୂର‌୍ୟ୍ୟମଣି ପାଟଯୋଶୀ ପ୍ରମୁଖ ଯୋଗ ଦେଇ ରାଜ୍ୟରେ ପ୍ରଥମ ଥର ପାଇଁ ପୋୖରପାଳିକାରେ ବିରଜା ଶ୍ରୀ ବାଣିଜ୍ୟ ମେଳା ଆୟୋଜନ ହୋଇଥିବାରୁ ଯାଜପୁର ଵିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଧନ୍ୟବାଦ ଜଣାଇଥିଲେ କ୍ଷ ଏହି ଅବସରରେ ପୋୖରପାଳିକାର ସମସ୍ତ କାଉଁସିଲର ମାନେ ଯୋଗଦେଇ ପୌରପାଳିକାର  ସମସ୍ତ କର୍ମକର୍ତା ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ।