ମନ୍ତ୍ରୀ ଙ୍କ ଦ୍ୱରା ଫଡିଘର ଭିତ୍ତି ପ୍ରସ୍ତର ସ୍ଥାପନ

56 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଦୁଇଟି ସ୍ଥାନ ରେ ମଙ୍ଗଳବାର ଦିନ ଜଙ୍ଗଲ ପରିବେଶ ଓ ପାନୀୟଜଲ ମନ୍ତ୍ରୀ ପ୍ରଦୀପ ଅମାତ ଙ୍କ କରକମଳ ରେ ଦୁଇଟି ସ୍ଥାନ ରେ ନୂତନ ଫଡ଼ି ଘର ପାଇଁ ଭିତ୍ତି ପ୍ରସ୍ତର ଶୁଭ ଉଦଘାଟନ ହୋଇଯାଇଛି l ବ୍ଲକର ଚାରିଛକ ରେଞ୍ଜ ରାଣୀଗଞ୍ଜ ଓ ହରଭଙ୍ଗା ରେଞ୍ଜ ଅରଖପଦର କୁଟୀଝର ଠାରେ ମନ୍ତ୍ରୀ ପହଁଚି ନୂତନ ଫଡ଼ି ଘର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ଶୁଭଦେଇଥିବା ଜଣାପଡିଛି l

ଏହି ଶୁଭ ଉଦଘାଟନ ଅବସର ରେ ବୌଦ୍ଧ କେନ୍ଦୁ ପତ୍ର ବନ ଖଣ୍ଡ ଅଧିକାରୀ ସୁଦର୍ଶନ ବାଦୀ, ହରଭଙ୍ଗା କେନ୍ଦୁପତ୍ର ଭାରପ୍ରାପ୍ତ ବାନାଚଳ ଅଧିକାରୀ ରାଜେଶ ସାହୁ, ସମେତ ଚାରିଛକ ରେଞ୍ଜ ଅଧିକାରୀ ଯୁଧିଷ୍ଠିର ବେହେରାଓ କୁଟି ଝାର ଗ୍ରାମର ଗଉଁତିଆ ଦାଶରଥି ଭୁକ୍ତା ଓସଞ୍ଜୀବ ଦେହୁରୀ, ଗୋପାଳ ଭୁକ୍ତା ଙ୍କ ସହିତ ଅରପଦର ଓ କୁଟଝାର୍ ଗ୍ରାମର ମହିଳା ପୁରୁଷ ଓ ଅନନ୍ୟ କର୍ମଚାରୀ ଉପସ୍ଥିତ ଥିଲେ l

Related Post

ପାଟକୁରାରେ ଜୋର ଧରିଛି ନିର୍ବାଚନୀ ପ୍ରଚାର

Posted by - July 11, 2019 217
କେନ୍ଦ୍ରାପଡ଼ା: ପାଟକୁରାରେ ଜୋର ଧରିଛି ନିର୍ବାଚନୀ ପ୍ରଚାର। ଉଭୟ ବିଜେପି ଓ ବିଜେଡି ପକ୍ଷରୁ ଚାଲିଛି ମାରାଥନ ପ୍ରଚାର। ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ପ୍ରଚାର…

ହରିଶଙ୍କର ରେ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ,୨୦୨୪ ପାଇଁ ପ୍ରସ୍ତୁତି

Posted by - December 20, 2022 0
ଖପ୍ରାଖୋଲ: ୧୮/୧୨( ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ହରିଶଙ୍କର ଠାରେ ବିଜୁ ଜନତା ଦଳ ର ପଟଣାଗଡ଼ ନିର୍ବାଚନ ମଣ୍ଡଳୀ ସ୍ତରୀୟ କର୍ମୀ…

ଆମ ଓଡ଼ିଶା ,ନବୀନ ଓଡ଼ିଶା” ଯୋଜନା ପ୍ରଚାର ରେ ସଦର ବିଧାୟକ ଆଶାୟୀ ପ୍ରାର୍ଥୀ ଯୁବନେତା ମଣ୍ଟୁ ନାଏକ

Posted by - August 11, 2023 0
କେସିଙ୍ଗା :(ପ୍ରୀତେଶ ପଟେଲ୍) ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଦାଦପୁର ପଞ୍ଚାୟତ ଠାରେ ସ୍ଥାନୀୟ ଅଧିବାସୀ ଏବଂ ଯୁବକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି…

୩ ଟି ଜୋନ ରେ ବିଜେଡି ର ପ୍ରଚାର,ପ୍ରଚାର ରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ଓ ବୌଦ୍ଧ ବିଧାୟକ ପ୍ରଦୀପ ଅମାତ

Posted by - February 13, 2022 0
ବୌଦ୍ଧ ;( ଚିତରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର 3 ଟି ଜୋ ନ  ରେ ଶନିବାର ଦିନ କନ୍ଧମାଳ ସାଂସଦ ଡଃ ଅଚ୍ୟୁତ…