“ମୁଁ ବି ମିତା” ନାମକ ଏକ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମର ଉଦଘାଟନ

12 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୀଳନି କକ୍ଷରେ “ମୁଁ ବି ମିତା” ନାମକ ଏକ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମର ଉଦଘାଟନ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମ ରାଜ୍ୟ ସରକାର ଓ ନିର୍ବାଚନ କମିଶନଙ୍କ ମିଳିତ ଅନୁକୁଲ୍ୟରେ ଚାଲୁଥିବା ବେଳେ ସ୍ଥାନିୟ ଜିଲ୍ଲାପାଳ ବିମଳେନ୍ଦୁ ରଏ ଏହାକୁ ଉଦଘାଟନ କରିବା ସହତ ଜିଲ୍ଲାର ସମସ୍ତ ଯୋଗ୍ୟ ଭୋଟରଙ୍କୁ ସଚେତନ କରିବା ସହିତ ୧୮ବର୍ଷ ପୁରଣ କରୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଭୋଟର ତାଲିକାରେ ସାମିଲ କରିବାକୁ ଆହ୍ୱାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାସଙ୍କ ସହିତ ଜିଲ୍ଲାର ସମସ୍ତ ବ୍ଲକର ସରକାରୀ ଅଧିକାରୀ ଓ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗଦେଇଥିଲେ । ଏହା ସହିତ ସୋନପୁର ସହରର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ଯୋଗ ଦେଇଥିଲେ ।

Related Post

ତହସିଲ ସମ୍ମୁଖରୁ ଜବରଦଖଲ ଉଚ୍ଛେଦ କଲା ତହସିଲ ପ୍ରଶାସନ

Posted by - February 8, 2020 364
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)କିଛି ଦିନର ନୀରବତା ପରେ ପୁଣି ଆକ୍ସନ ମୋଡ଼କୁ ଫେରିଲା ଧର୍ମଶାଳା ତହସିଲ ପ୍ରଶାସନ। ତହସିଲ ସମ୍ମୁଖରୁ ଆଜି ଜବରଦଖଲକାରୀଙ୍କୁ ଉଛେଦ କରାଯାଇଛି। ଦୀର୍ଘ…

ହରଭଙ୍ଗା ବ୍ଲକ ର 5ଟି ରେ ସାମିଲଥିବା ୧୧ଟି ହାଇସ୍କୁଲ କୁ ଗୋଟିଏ ଦିନରେ ପରିଦର୍ଶନ କଲେ ଜିଲ୍ଲାପାଳ

Posted by - November 11, 2021 0
ହରଭଙ୍ଗା :(ଚିତ୍ତରଂଜନସିଂ)ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ନିମନ୍ତେ ବୌଦ୍ଧ ଜିଲ୍ଲା ପ୍ରଶାସନ ତରଫରୁ ହରଭଙ୍ଗା ବ୍ଲକ ରେ ଦ୍ୱିତୀୟ ପର୍ଯ୍ୟାୟ ରେ ୧୧ ଟି ହାଇସ୍କୁଲ କୁ…

ସ୍ୱାମୀ ବିବେକାନନ୍ଦଙ୍କ ୧୫୯ ତମ ଜୟନ୍ତି ପାଳନ କଲା ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦ

Posted by - January 14, 2022 0
ବରଗଡ/ଅତାବିରା:ସ୍ୱାମୀ ବିବେକାନନ୍ଦଙ୍କ ଆଜି ପବିତ୍ର ଜନ୍ମଜୟନ୍ତି ଦିବସ ଅବସରରେ ଅଖିଲ ଭାରତିୟ ବିଦ୍ୟାର୍ଥି ପରିଷଦ ବରଗଡ ନଗର ଶାଖା ତରଫରୁ ସ୍ଥାନିୟ ଗୋବିନ୍ଦ ପାଲି ଛକଠାରେ ସ୍ୱାମିଜୀଙ୍କ…

ଏସ ପି ଚରଣ ସିଂ ମୀନାଙ୍କ ବିଂଝାରପୁରର ବିଭିନ୍ନ ଅଂଚଳ ସମୀକ୍ଷା

Posted by - July 18, 2020 0
ବିଂଝାରପୁର:(ଗୁଲସାହାନୱାଜ ଅଲି ଖାଁ)ଘରୁ ବାହାରୁଛନ୍ତି କି ତେବେ ସାବଧାନ୍ ! ଆଜିଠୁ ଲକ୍‌ ଡାଉନ୍‌ ଲାଗି ପୁଣି କଡ଼ାକଡ଼ି ଚେକିଂ ଆରମ୍ଭ, ନିୟମ ନମାନିଲେ ଜରିମାନା ଆଦାୟ…