Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ଜିଲ୍ଲା ସ୍ତରୀୟ ଆନ୍ତ ବିଦ୍ୟାଳୟ ନାଟକ, ପ୍ରବନ୍ଧ, ବକୃତା, ଚିତ୍ରାଙ୍କନ ପ୍ରତିଯୋଗିତା କାର୍ଯ୍ୟକ୍ରମ

75 0

ରାୟଗଡା: ୩/୯( ରମାକାନ୍ତ ପଡ଼ାଲ )ରବିବାର ଦିନ ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡା ଦ୍ବାରା ସ୍ଥାନୀୟ ଜି.ସି.ଡି(ଜିଲ୍ଳା) ହାଇ ସ୍କୁଲ ରେ ପ୍ରାତଃ ୯.୩୦ ଘଟିକା ଠାରୁ ଜିଲ୍ଲା ସ୍ତରୀୟ ଆନ୍ତ ବିଦ୍ୟାଳୟ ନାଟକ, ପ୍ରବନ୍ଧ, ବକୃତା, ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏଥିରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଧ୍ୟକ୍ଷ ଶ୍ରୀ ସତ୍ୟନାରାୟଣ ସଡଙ୍ଗୀ ସଭାପତିତ୍ବ କରିଥିଲେ ଏବଂ ଏହା ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା ଙ୍କ ତତ୍ବାବଧାନ ରେ ଅନୁଷ୍ଠିତ ହୋଇଥିଲା l

ମଞ୍ଚାସିନ ଅତିଥି ଭାବରେ ରାୟଗଡା ଜିଲ୍ଲାର ପରିବାର ଅଦାଲତର ବିଚାରପତି ଶ୍ରୀ ଅମୂତ ରଞ୍ଜନ ନନ୍ଦ, ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଶ୍ରୀମତି ରୀନା ଚୌଧୁରୀ, ମୂଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମତି ମିନାକ୍ଷ ପ୍ରିୟଦର୍ଶିନି, ମହିଳା କୋଟ ର ବିଚାରପତି ଶ୍ରୀମତି ସୋନାଲ ସର୍ମା, ରେଜିଷ୍ଟର ଦେବିଜ୍ୟୋତି ମହାପାତ୍ର, ସବ୍ ଜଜ୍ ଶ୍ରୀ ସୋମ୍ୟରୂପ ସାହୁ, ଅନୁ ବିଚାରବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମତି ବର୍ଷା ଦାସ, ନ୍ୟାୟଧିକାରୀ ଶ୍ରୀ ଚନ୍ଦନ କୁମାର ଦେହୁରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀ, ରାୟଗଡା, ଜି.ସି.ଡି(ଜିଲ୍ଳା) ହାଇ ସ୍କୁଲ ର ପ୍ରାଧାନ ଶିକ୍ଷକ ଉପସ୍ଥିତ ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଓକିଲ ଶ୍ରୀ ସୀତାରାମ ପଣ୍ଡା, ଶିକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ l

ଏତଦବ୍ୟତୀତ ଜିଲ୍ଳା ଆଇନ ସେବା ପ୍ରାଧିକରଣର ସମସ୍ତ କର୍ମଚାରୀ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ l ଉକ୍ତ ପ୍ରତିଯୋଗୀତା ରେ ୧୧ ଟି ବିଦ୍ୟାଳୟ ଅଂଶ ଗ୍ରହଣ କରିଥିଲେ ବିଚାରକ ମାନଙ୍କ ମଧ୍ୟରେ ବିଶିଷ୍ଟ ନାଟ୍ୟକାର ଶ୍ରୀ ପ୍ରଭାକର ମିଶ୍ର, ପିତାମହଲ ଆଶ୍ରମ ସ୍କୁଲର ଶିକ୍ଷକ ଶ୍ରୀ ଦୂତିଚନ୍ଦ୍ର ସାହୁ, ବି.କେ ମହାନ୍ତି ଓ ଅନ୍ୟ ଶିକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ୤ l ପ୍ରବନ୍ଧ,ବକୃତା ଓ ଚିତ୍ରାଙ୍କନ ପ୍ରତିଯୋଗୀତା ରେ ସରସତି ଶିଶୁ ବିଦ୍ୟାମନ୍ଦିର, ରାୟଗଡା, ସେକ୍ରେଟ ହାଟ ସ୍କୁଲ, ରାୟଗଡା ଓ ସରକାରୀ ବାଳିକା ବିଦ୍ୟାଳୟ ରାୟଗଡା ପ୍ରଥମ ସ୍ଥାନ ଅଧିକର କରି ‌Zonal Level ପ୍ରତିଯୋଗୀତା ରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି l ସେହିପରି ନାଟକ ପ୍ରତିଯୋଗିତାରେ ଇମ୍ପା କେମ୍ପସ ଉଚ୍ଚ ବିଦ୍ୟାଳୟ, ଥେରୁବାଲି ପ୍ରଥମ ସ୍ଥାନ ଅଧିକାର କରି ‌Zonal Level ପ୍ରତିଯୋଗୀତା ରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି l

Related Post

ସାମ୍ବାଦିକଙ୍କ ଗାଡିରେ ପାଣି ମିଶ୍ରିତ ପେଟ୍ରୋଲ ବିବାଦରେ ୩୦ ହଜାର କ୍ଷତିପୂରଣ ଜିଲ୍ଲାରୁ ରାଷ୍ଟ୍ରୀୟ ଖାଉଟି ବିବାଦ ସମାଧାନ ଆୟୋଗ ଯାଏଁ ଆଇନଗତ ଲଢେଇ

Posted by - May 13, 2023 0
ବୌଦ୍ଧ:୧୩/୫(ଚିତ୍ତରଞ୍ଜନ ସିଂହ)ବୌଦ୍ଧର ବରିଷ୍ଠ ସାମ୍ବାଦିକ ଯୁଗଳ କିଶୋର ସାମଲଙ୍କ କାର୍‌ରେ ପେଟ୍ରୋଲ ସହିତ ପାଣି ଭର୍ତ୍ତିକରିବା ଘଟଣାର ଚୁଡାନ୍ତ ଫଇସଲା ହୋଇଛି । ବୌଦ୍ଧ ଜିଲ୍ଲା ଖାଉଟି…

ତମାଖୁ ବିକ୍ରି ଦୋକାନରେ ଚଢ଼ାଉ

Posted by - February 4, 2023 0
ହରଭଙ୍ଗା:୦୩/୦୨( ଚିତ୍ତରଞ୍ଜନ ସିଂ)ହରଭଙ୍ଗା ବ୍ଲକ ହରଭଙ୍ଗା, ଛତ୍ରଙ୍ଗ ଓ କରଂଜକଟା ବଜାରରେ ବେଆଇନ ଭାବେ ତମାଖୁ ଜାତୀୟ ସାମଗ୍ରୀ ବିକ୍ରି କରୁଥିବା ୧୫ ଦୋକାନରେ ଶୁକ୍ରବାର ଅବକାରୀ…

ଟିଟିଲାଗଡ ପୌରପରିଷଦ ତରଫରୁ ମିଶନଶକ୍ତି ଗୃହ ଏବଂ ପାର୍କ ଉଦଘାଟନ

Posted by - April 12, 2022 0
ଟିଟିଲାଗଡ(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ପୌରପରିଷଦ ତରଫରୁ ସ୍ଥାନୀୟ ଟିଟିଡୁଙ୍ଗୁରି ଖେଳ ପଡିଆ ଭିତରେ ଏବଂ ନୀଳଚକ୍ର ନଗର ଯିବା ରାସ୍ତା କଡ଼ରେ ଦୁଇଟି ମିଶନ ଶକ୍ତି ଗୃହର…

ବେଲଗୁଣ୍ଠା ବିଜୁପଟ୍ଟନାୟକ ପ୍ରତିମୂର୍ତ୍ତୀକୁ ପୋଷ୍ୟଭାବେ ଗ୍ରହଣ କଲେ ବ୍ରହ୍ମପୁର ବିଏନ୍ ଏନସିସି

Posted by - August 13, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ବିଭିନ୍ନ ସ୍ଥାନରେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତୀ ଗୁଡି଼କ ଅବହେଳିତ ହୋଇ ପଡ଼ି ରହିବା ସହିତ ନଷ୍ଟ ମଧ୍ୟ ହୋଇଯାଉଛି I ଏହାକୁ…

ଯାଜପୁର ରୋଡ଼ ପ୍ରେସ କ୍ଲବ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ

Posted by - March 20, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) ସାରା ବିଶ୍ୱରେ କରୋନା ଭରାଇସ ନିଜ କାୟା ବିସ୍ତାର କରୁଛି । ଏହାର ପ୍ରଭାରେ ବିଶ୍ୱରେ ମୃତ୍ୟୁ ସଂଖ୍ୟା ୮୦୦୦ ଟପିଥିବା…