ଓଡ଼ିଶା ସାମ୍ୱାଦିକ ସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତ

42 0

ବୌଦ୍ଧ :(ଚିତ୍ତ ରଞ୍ଜନ ସିଂ)ବୌଦ୍ଧ ଟାଉନ୍ ହଲ୍ ଠାରେ ଓଡ଼ିଶା କର୍ମଜୀବୀ ସାମ୍ୱାଦିକ ସଂଘ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଉକ୍ତ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଏନ ଏ ସି ଅଧକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ସମ୍ମାନୀତ ଅତିଥି ଭାବେ ବୌଦ୍ଧ ପଞ୍ଚାୟତ ସମିତି ଅଧକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ , ଅନ୍ୟତମ ଅତିଥି ଭାବେ ଆଶୁତୋଷ ରଥ, ରାଜେଶ୍ ତ୍ରୀପାଠୀ, ବିଜୟ ଆଚାର୍ଯ୍ୟ, ସଞ୍ଜୟ ପଣ୍ଡା, ମନୋରଞ୍ଜନ ଦାଶ, ଦେବରାଜ ନାୟକ, ଚନ୍ଦ୍ର ଶେଖର ପାଢ଼ୀ ପ୍ରମୁଖ ଯୋଗଦାନ୍ ଦେଇଥିଲେ।

ଉକ୍ତ କାର୍ଯ୍ଯ କ୍ରମରେ ମୂଖ୍ୟ ବକ୍ତା ଓ ମୂଖ୍ୟ ଅତିଥି ମାନେ ସମାଜ ରେ ସାମ୍ବାଦିକ ର ଭୂମିକା ଓ କର୍ତ୍ତବ୍ୟ ଏବଂ ସାମ୍ୱାଦିକ ମାନଙ୍କ ବିଭିନ୍ନ ସମସ୍ୟା ଓ ତାର ସମାଧାନ ଉପରେ ବକ୍ତବ୍ୟ ରଖିଥିଲେ। ଶେଷରେ ଜିଲ୍ଲା ର କୋଣ ଅନୁକୋଣ ରୁ ଆସିଥିବା ସାମ୍ୱାଦିକ, ସମାଜସେବୀ, ସାହିତ୍ୟିକ, କବି ମାନଙ୍କୁ ମାନ ପତ୍ର ଦେଇ ସମ୍ମାନୀତ କରାଯାଇଥିଲା। ହରଭଙ୍ଗା ବ୍ଲକ୍ ରୁ ସାମ୍ବାଦିକତା କ୍ଷେତ୍ରରେ ଚିତ୍ତ ରଞ୍ଜନ ସିଂ, ସୁଶାନ୍ତ କୁମାର ବେହେରା ଓ କୁମୁଦ ଚନ୍ଦ୍ର ସାହୁ ଙ୍କୁ ସମ୍ମାନୀତ କରାଯାଇଥିବା ବେଳେ ସମାଜସେବା ପାଇଁ ବିଭୁଦତ ବୋଷ ଙ୍କୁ ସମ୍ମାନୀତ କରାଯାଇଥିଲା।

Related Post

ବାନେର କୃଷି ସେବା ସମବାୟ ସମିତି ପକ୍ଷରୁ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ

Posted by - March 30, 2023 0
ଭବାନୀପାଟଣା:(ଅର୍ଜୁନ ପଟ୍ଟନାୟକ )କଳାହାଣ୍ଡି ଜିଲ୍ଲା ବାନେର ପ୍ରାଥମିକ କୃଷି ସେବା ସମବାୟ ସମିତି ଆନୁକୁଲ୍ୟରେ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ବାନେର ସେବା ସମବାୟ…

ତୁର୍ଲା ଗ୍ରାମରେ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉଦଘାଟନ

Posted by - April 16, 2022 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ଲକ୍ଷେ ଘର ଗଣ୍ଡା ସମାଜ ତରଫରୁ ଯଗୁଆ ଗ୍ରାମପଞ୍ଚାୟତର ତୁରଲା ଗ୍ରାମ ଛକରେ ସମ୍ବିଧାନ ପ୍ରଣେତା ଡ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀର ଉଦଘାଟନ ସମାରୋହ…

ଭାରସାମ୍ୟ ହରାଇ ଓଲଟି ପଡ଼ିଲା କୁକୁଡ଼ା ବୋଝେଇ ପିକ୍ଅପ୍ ଭ୍ୟାନ୍,ବୋହି ନେଲେ ଶହ ଶହ ବୈଲର କୁକୁଡ଼ା

Posted by - July 23, 2023 0
ଭୁବନେଶ୍ବର /ନୂଆପଡ଼ା:/୨୩/୦୭/୨୩(ନରେନ୍ଦ୍ର ନେଗୀ): ଛତିଶଗଡ଼ ରୁ କଳାହାଣ୍ଡି ଅଭିମୁଖେ ଯାଉଥିବା ବୈଳର ବୋଝେଇ ପିକଅପ୍ ଭ୍ୟାନ (ସିଜି ୦୪ ଏମଆର୍ ୨୦୨୩) ନୂଆପଡା ଜିଲ୍ଲା କୋମନା ଥାନା…

ବିଞ୍ଝାରପୁରରେ କୋବିଡ଼ ଯୋଧ୍ୟା ମାନଙ୍କ ପାଇଁ ନିରବ ପ୍ରାର୍ଥନା

Posted by - August 5, 2020 0
ବିଞ୍ଝାରପୁର :(ଗୁଲସାହାନୱାଜ ଅଲି ଖାଁ)ବିଞ୍ଝାରପୁର ରେ କୋବିଡ଼ ଯୋଧ୍ୟା ମାନଙ୍କ ପାଇଁ ନିରବ ପ୍ରାର୍ଥନା କରାଯାଇଛି। ବିଞ୍ଝାରପୁର ଥାନା ପରିସର ରେ ଅନୁଷ୍ଠିତ ଏହି ନିରବ ପ୍ରାର୍ଥନା…

ବିଂଝାରପୁରରେ ମେଗା ପାନୀୟଜଳ ପ୍ରକଳ୍ପ ର ଭିତ୍ତିପ୍ରସ୍ତର ସ୍ଥାପନ

Posted by - November 1, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ କଏଣା -ରଘୁନାଥପୁର ପଂଚାୟତରେ ମେଗା ପାନୀୟଜଳ ପ୍ରକଳ୍ପ ର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।…