ଧର୍ମଗଡ଼:(ହେମନ୍ତ କୁମାର ମାଝୀ)ଧର୍ମଗତ ଜିଲ୍ଳା ଗଠନ ଦାବୀ ରେ ଆଜି ଏହି ଧାରଣାରେ ଧର୍ମଗଡ ଓକିଲ ସଂଘ ର ସଭାପତି ପ୍ରସନ୍ନ ଅଗସ୍ତି, ସଂପାଦକ ବିଶ୍ଵନାଥ ମୁଣ୍ଡ, ଉପସଭାପତି ବିନୋଦ ନାୟକ, ସହ ସଂପାଦକ ଜୟଦ୍ରଥ ମହାନନ୍ଦ, କୋଷାଧ୍ୟକ୍ଷ ବସନ୍ତ ଠାକୁର,ବରିଷ୍ଠ ସଦସ୍ୟ ସନ୍ତୋଷ ପାତ୍ର, ଜବାହାରଲାଲ ବାଗ, କୃପାସିନ୍ଧୁ ପଣ୍ଡା, ସନ୍ତୋଷ ମେହେର, ସୁବାସ ଚନ୍ଦ୍ର ପାଣିଗ୍ରାହୀ, ମିହିର ରଞ୍ଜନ ପଟ୍ଟଯୋଷି, ରାଜେନ୍ଦ୍ର ମୁନି, ଅଜିତ ସାହୁ, ଆଶ୍ୱିନ ପଣ୍ଡା, ସମୀର ମୁଣ୍ଡ, ଅଶୋକ ପୁରୋହିତ, ଦିଗାମ୍ବର ଦୁରିଆ ପ୍ରମୁଖ ସଦସ୍ୟ ଉପସ୍ଥିତ ରହି ଜିଲ୍ଲା ଗଠନ ଦାବୀ କୁ ଜୋରଦାର କରିବା ପାଇଁ ମତ ପ୍ରଦାନ କରିଥିଲେ। କ୍ରିୟାନୁଷ୍ଠାନ କମିଟି ର ସଂଯୋଜକ ବରିଷ୍ଠ ଓକିଲ ତୁଷାର ରଞ୍ଜନ ପଟ୍ଟଯୋଶୀ ସଭା ପରିଚାଳନା କରିଥଲେ।
