Facebook Notice for EU!
You need to login to view and post FB Comments!
Breaking News
Related Post
ଗଞ୍ଜାମ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୋପାଳପୁରରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଉନ୍ନତିକୃତ ନୂଆ ବର୍ଥର ଉଦ୍ଘାଟନ କରିଛନ୍ତି । ଏହାପରେ ଶେରଗଡ଼ରେ ୧୭୨ କୋଟି ଟଙ୍କାର ହରଭଙ୍ଗୀ ଜଳସେଚନ ପ୍ରକଳ୍ପର ଉନ୍ନତିକରଣ ଓ ସଂପ୍ରସାରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
Facebook Notice for EU! You need to login to view and post FB Comments!
ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ରହିଛି ବର୍ଷା ସମ୍ଭାବନା; ୨୪ ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି
Facebook Notice for EU! You need to login to view and post FB Comments!
କଳାହାଣ୍ଡି ଜିଲ୍ଲା କେଗାଂ IIC ଡମୁ ପରିଜା ନିଲମ୍ବିତ।କାର୍ଯ୍ୟରେ ଅବହେଳା ନେଇ ତାଙ୍କୁ ଉତ୍ତରାଞ୍ଚଳ DIG ନିଲମ୍ବିତ କରିଥିବା ସୂଚନା ଦେଲେ କଳାହାଣ୍ଡି SP ଶ୍ରବଣ ବିବେକ Mamita ର ପରିବାର ତରଫରୁ ଉତ୍ତରାଞ୍ଚଳ DIG ଓ ବଲାଙ୍ଗିର SP ଙ୍କ ନିକଟରେ ପ୍ରଥମ FIR ଗ୍ରହଣ ନ କରିବା ନେଇ ଅଭିଯୋଗ ହୋଇଥିଲା।
Facebook Notice for EU! You need to login to view and post FB Comments!
ପୁରୀ: ଚଳିତ ବର୍ଷ ଚନ୍ଦନଯାତ୍ରାରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ। ଛତିଶାନିଯୋଗ ବୈଠକରେ ନିଷ୍ପତ୍ତି। ଚନ୍ଦନ ଯାତ୍ରା ନୀତି ଶୃଙ୍ଖଳାର ସହ କରିବା ଉପରେ ଆଲୋଚନା। ଶ୍ରୀମନ୍ଦିର ସମ୍ମୁଖରେ ବିକ୍ଷୋଭ ଉପରେ ରୋକ୍
Facebook Notice for EU! You need to login to view and post FB Comments!
ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ଖୋଜିବାକୁ ଖର୍ଚ୍ଚ ହୋଇଛି ୨୨ ଲକ୍ଷ ୨୭ ହଜାର ୯୧୮ ଟଙ୍କା । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପଚାରିଥିବା ପ୍ରଶ୍ନରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ ଏଭଳି ତଥ୍ୟ ରଖିଛନ୍ତି
Facebook Notice for EU! You need to login to view and post FB Comments!
ବଡ ଖବର
- ରାଜ୍ୟ କ୍ୟାବିନେଟ୍ରେ ୩୨ ଟି ପ୍ରସ୍ତାବକୁ ମଞ୍ଜୁରୀ,ପାନୀୟ ଜଳ ପ୍ରକଳ୍ପ ସହ ଶିକ୍ଷା ବିଷୟରେ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସୂଚନା
- ଦୈନିକ ଖର୍ଚ୍ଚ ପାଇଁ ଲୋକଙ୍କୁ ଋଣ ନେବାକୁ ପଡିପାରେ : ପ୍ରିୟଙ୍କା ଗାନ୍ଧୀ
- ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ନେଇ ଏଏସ୍ଆଇ ଅଧୀକ୍ଷକ କହିଲେ- ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ପୂରାତନ କୀର୍ତ୍ତିରାଜି ଭରି ରହିଛି। ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ଜଣାଇଛି। ଯେବେ ବି ଆମେ ଏଠି ଖନନ କରିବା କୀର୍ତ୍ତିରାଜି ମିଳିବ ହିଁ ମିଳିବ। ରାଜ୍ୟ ଅଧିକାରୀଙ୍କ ସହ କଥା ହେଲା ବେଳେ ଅନେକ ଥର କହିଛି
- କବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଖଜାପଲ୍ଲୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ବିଷୋୟୀ (୫୬)ଙ୍କୁ ବିଚ୍ ରାସ୍ତାରେ କାର୍ରୁ ଟାଣିଆଣି ଖଣ୍ଡାରେ ହାଣି ନିର୍ମମ ଭାବେ ହତ୍ୟା
- ବେଦାନ୍ତର ସ୍ଵତନ୍ତ୍ର ଗ୍ରାମସଭାକୁ ଲୋକଙ୍କ ବିରୋଧ ଖାଲି ହାତରେ ଫେରିଲେ କମ୍ପାନୀ କର୍ତ୍ତୃପକ୍ଷ
- ପ୍ରଣୀ ସମ୍ପଦ ବିଭାଗ ତରଫରୁ ପାଲା ମାଧ୍ୟମରେ ଜନ ସଚେତନତା
- କୃଷକ ଉତ୍ପାଦକ ସଂଗଠନ ତ୍ରୟମାସିକ ସମୀକ୍ଷା ବୈଠକ
- ନନ୍ଦନକାନନ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀଙ୍କ ଦାୟିତ୍ୱ ଗ୍ରହଣ
- ଘୋଷ ଯାତ୍ରା ମହୋତ୍ସବ ପ୍ରସ୍ତୁତି ବୈଠକ
- ଗୋ ମାତା ପ୍ରେମୀ ଜୋତିପ୍ରକାଶଙ୍କ ଅଭନବ ଉପାୟରେ ଗୋମାତାଙ୍କ ସୁରକ୍ଷା