ଦିଗପହଣ୍ଡିରେ ହେବ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଶେଷକୃତ୍ୟ // ଏବେ ଭୁବନେଶ୍ବର ନୟାପଲ୍ଲୀ ସ୍ଥିତ ବାସଭବନରେ ଶେଷ ଦର୍ଶନ କରୁଛନ୍ତି ସାଧାରଣ ଜନତା // ବାସଭବନ ପରେ ବିଧାନସଭା ଓ ବିଜେଡି କାର୍ଯ୍ୟାଳୟକୁ ନିଆଯିବ ପାର୍ଥିବ ଶରୀର // ଶଙ୍ଖ ଭବନରେ ମୁଖ୍ୟମନ୍ତ୍ରୀ କିଛି ସମୟ ପରେ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଶେଷ ଦର୍ଶନ କରିବେ // ଦିଗପହଣ୍ଡିର ବର୍ତ୍ତମାନ ବିଧାୟକ ତଥା ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଗତକାଲି ୭୫ ବର୍ଷ ବୟସରେ ପରଲୋକ ଘଟିଛି // ସୂର୍ଯ୍ୟନାରାୟଣ ପାତ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ //

18 0

Related Post

ପରଲୋକରେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ

Posted by - October 4, 2020 0
ଭୁବନେଶ୍ୱର:ରାଜନୀତି ର ମହାରଥୀ , ବିଜେଡି ନେତା , ପିପିଲି ବିଧାୟକ ତଥା ପୂର୍ବତନମନ୍ତ୍ରୀ ପ୍ରଦୀପ ମହାରଥୀ ଙ୍କ ପରଲୋକ । ଏକ ଘରୋଇ ହସ୍ପିଟାଲରେ ବିଳମ୍ବିତ…