ବଜ୍ରା ଘାତ ରେ ଗୁରୁତର ମହିଳା ଙ୍କ ମୃତ୍ୟୁ

17 0

ବୌଦ୍ଧ: ୨/୯ (ଚିତ୍ତ ରଞ୍ଜନ ସିଂ)ବୌଦ୍ଧ ବ୍ଲକ୍ ରାଉତବାହାଲ ଗ୍ରାମରେ ଆଜି ଅପରାନ୍ହ ଘ.୧ .୩୦  ମିନିଟ ସମୟରେ ଧାନ ବିଲରେ କାମ କରୁଥିବା ଜଣେ ମହିଳା ବଜ୍ରାଘାତରେ ଗୁରୁତର ଆହତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଗ୍ରାମର ଶ୍ରୀମତୀ ପାନେସ୍ବରୀ ପୋଢ ବିଲରେ କାମ କରୁଥିବା ବେଳେ ତାଙ୍କ ଉପରେ ବଜ୍ରାଘାତ ହୋଇଥିଲା | ଫଳରେ ସେ ଗୁରୁତର ଆହତ ହୋଇଥିଲେ l

ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ଆଣିବାକୁ 108 ଆମ୍ବୁଲାନ୍ସ୍ କୁ ଫୋନ୍ କରାଯାଇଥିଲା ମାତ୍ର ବୌଦ୍ଧ ଜିଲ୍ଲାରେ ସେ ସମୟରେ କୌଣସି ଆମ୍ବୁଲାନ୍ସ୍ ଉପଲବ୍ଧ ନଥିବାରୁ ନିରାଶ ହୋଇ ଏକ ଭଡ଼ା ଅଟୋ ଯୋଗେ ପାନେସ୍ବରୀଙ୍କୁ ବୌଦ୍ଧ ଡାକ୍ତରଖାନା ଅଣା ଯାଇଥିଲା l ସେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି l

Related Post

ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ସାଧାରଣ ବୈଠକ

Posted by - June 6, 2022 0
ମୁନିଗୁଡା:(ରାମାକାନ୍ତ ପୋଡାଲ) ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଶିବପଦର ପଞ୍ଚାୟତ ହାଟଦହିଖାଲ ଗ୍ରାମ ଶିବ ମନ୍ଦିର ପରିସରରେ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଏକ ସାଧାରଣ ବୈଠକ…

ନନ୍ଦନକାନନକୁ ଆସିବେ ନୂଆ ଅତିଥି

Posted by - July 28, 2021 0
ଉତ୍ତରଭୁବନେଶ୍ୱର:( ସନ୍ତୋଷ ରାଉତ) ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବୁଲି ବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଖୁସୀ ର ଖବର । ଖୁବ୍ ଶୀଘ୍ର ପ୍ରାଣୀ ଉଦ୍ୟାନକୁ ଆସିବେ…

କେସିଙ୍ଗା ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜନଶୁଣାଣି ଶିବିର ଅନୁଷ୍ଠିତ

Posted by - January 25, 2023 0
ଭବାନୀପାଟଣା:(ଅର୍ଜୁନ ପଟ୍ଟନାୟକଙ୍କ ସହ ନରେନ୍ଦ୍ର ନେଗୀ)କେସିଙ୍ଗା ବ୍ଲକ ସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଙ୍କ ଅଧକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ…

ବୌଦ୍ଧ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ନେଇ ଟେବୁଲ ଟପ କର୍ମଶାଳା

Posted by - June 19, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ନେଇ ଆଜି ଏକ ଟେବୁଲ ଟପ କର୍ମଶାଳା ଆୟୋଜିତ ହୋଇଛି l ଜିଲ୍ଲା ବିପର୍ଯ୍ୟୟ ପରିଚାଳନା…

ପୁଣି ଅଲୋଡା ହେଲା ଶିଶୁକନ୍ୟା

Posted by - December 16, 2019 8
ମୟୁରଭଞ୍ଜ:ପୁଣି ଅଲୋଡା ହେଲା ଶିଶୁକନ୍ୟା । ଏପରି ଏକ ଅମାନବୀୟ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ। ଆଜି ଅପରାହ୍ନରେ…