Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ଅଭ୍ଯାସ ଟେକ୍ନ ସ୍କୁଲ ପରିସରରେ ରାଖୀ ବନ୍ଧନ ପାଳନ ଅନୁଷ୍ଠିତ

21 0

ବିଷମକଟକ:(ରମାକାନ୍ତ ପଡ଼ାଲ)ରାୟଗଡ଼ା ଜିଲ୍ଲା ପଦ୍ମ ପୁର ସ୍କୁଲ ରେ ରଖ୍ୟା ବନ୍ଧନ କାଯ୍ୟକର୍ମ ଅନୁଷ୍ଠିତ ହୋଇଛି । ଆଜି ହେଉଛି ପବିତ୍ର ରାଖୀ ପୁର୍ନୀମା ବା ଗହ୍ମା ପୁର୍ଣିମା ରେ ଭଉଣୀ ଭାଇ ହାତରେ ରଖି ଵାନ୍ଧୀ ଥାଏ ଓ ନିଜର ସୂରକ୍ଷା ମନାସି ଥାଏ ,ଏଥି ପାଇଁ ଆଜି ଘରେ ଘରେ ଓ ସ୍କୁଲ୍ ମାନଙ୍କ ରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯାଇଛି

ଅଭ୍ୟାସ ଟେକ୍ନୋ ସ୍କୁଲ ର ଛାତ୍ର ଛାତ୍ରୀ ମାନେ ଏକାଠି ହୋଇ ପ୍ରଦୀପ ପ୍ରଜ୍ୟୋଳନ କରି ଥିଲେ ,ସମସ୍ତ ଭଉଣୀ ମାନେ ଭାଇ ମାନଂକୁ ରକ୍ଷୀ ବାନ୍ଧି ଥୀଲେ ।ଏହି ପବିତ୍ର ଅବସର ରେ ସମ୍ପଦକ ଏଲ -ତୁକରାମ୍ ଓ ଗାୟତ୍ରୀ ମିଶ୍ର ଉପସ୍ଥିତ ରହିଥିଲେ ,!ଏଠି ଭାଇ ଭଉଣୀ ଙ୍କ ପବିତ୍ର
ରକ୍ଷା ବନ୍ଧନ ଦେଖିବା କୁ ମିଳିଲା

Related Post

୨୨ ତମ କାର୍ଗୀଲ ବିଜୟ ଦିବସ ପାଳିତ

Posted by - July 26, 2021 0
ବୌଦ୍ଧ:(ଚିତ୍ତରଂଜନ ସିଂ)୨୨ ତମ କାର୍ଗୀଲ ବିଜୟ ଉପଲକ୍ଷେ ଆଜି ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ ଅନ୍ତର୍ଗତ ପଲସାଗୋରା ପନଚାୟତ ହରିପୁର ଠାରେ ଗରୀବ ସାଥି ଫାଉଣ୍ଡେସନ ପକ୍ଷରୁ…

ମାଣ୍ଡିଆ ରଥର ଶୁଭାରମ୍ଭ

Posted by - August 15, 2023 0
ବୌଦ୍ଧ:( ଚିତ୍ତରଞ୍ଜନ ସିଂହ )ଓଡ଼ିଶା ମିଲେଟ୍ ମିଶନ ତରଫରୁ ମାଣ୍ଡିଆ ରଥ ଶୁଭାରମ୍ଭ ହେଲା । ଲୋକ କଳା ବିକାଶ କେନ୍ଦ୍ର ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଏହା…

ବୃକ୍ଷ ରୋପଣ ମାଧ୍ୟମରେ ଆତ୍ମନିର୍ଭରଶୀଳ ଯୋଜନା ପ୍ରସ୍ତୁତ କର: ଜିଲ୍ଲାପାଳ

Posted by - July 14, 2020 0
ଯାଜପୁର ଅଫିସ :ବ୍ୟାପକ ବୃକ୍ଷ ରୋପଣ ସହ ଏହା ମାଧ୍ୟମରେ ଯେପରି ଜୀବିକା ଊପାର୍ଜନ ଓ ଆର୍ଥିକ ଅଭିବୃଦ୍ଧି ଘଟିପାରିବ ସେଥିପ୍ରତି ମଧ୍ୟ ମନୋନିବେଶ କରିବାକୁ ଜିଲ୍ଳ୍‌ାପାଳ…

ବିପୁଳ ପରିମାଣର ମହୁଲ ପୋଚ୍ ଜବତ

Posted by - May 30, 2023 0
ବଲାଙ୍ଗୀର:(ବ୍ୟୁରୋ ରିପୋର୍ଟ ନରେନ୍ଦ୍ର ନେଗୀ )କୁଟାସିଂହା ଗ୍ରାମରୁ କିଛିଦୂର ଏକ ନିଛାଟିଆ ଘରୁ ବିପୁଳ ପରିମାଣର ମହୁଲ ପୋଚ ଜବତ l ଆଜି ବଲାଙ୍ଗୀର ଜିଲ୍ଲା ଆଗଲପୁର…

ଯାଜପୁର ରେ ଦ୍ଵାଦଶ ଜାତୀୟ ଭୋଟର ଦିବସ ପାଳିତ

Posted by - January 25, 2022 0
ଯାଜପୁର :(ଆନନ୍ଦ  ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଦ୍ଵାଦଶ ଜାତୀୟ ଭୋଟର ଦିବସ ପାଳିତ ହୋଇଯାଇଛି। ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ…