Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ମନମୁଣ୍ଡା ଠାରେ ସ୍ଥାପନ ହେବ କବି ଗଙ୍ଗାଧର ଙ୍କ ପ୍ରତିମୂର୍ତ୍ତି

31 0

ବୌଦ୍ଧ:(ଚିତ୍ତ ରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ମନମୁଣ୍ଡା ଠାରେ କବି ଗଙ୍ଗାଧର ମେହେର ଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ରାଜ୍ୟ ବୟନିକା ସଭାପତି ପ୍ରକାଶ ଚନ୍ଦ୍ର ମେହେର ଭୁବନେଶ୍ୱର ଠାରେ ରାଜ୍ୟସଭା ସାଂସଦ ମୁନା ଖାଁନ ଙ୍କୁ ସାକ୍ଷାତ କରି ଏକ ଦାବୀ ପ୍ରଦାନ କରିଛନ୍ତି।

ପ୍ରକାଶ ଥାଉକି ଏହି ଦାବୀ ପତ୍ର ରେ ଶ୍ରୀ ମେହେର ୧୦ ଲକ୍ଷ ଅଟକଳ ମୂଲ୍ୟ ରେ କବି ଗଙ୍ଗାଧର ମେହେର ଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ଏକ ପ୍ରସ୍ତାବ ଦେଇଥିଲେ. ପ୍ରସ୍ତାବ କୁ ଗ୍ରହଣ କରି ସାଂସଦ ପାଣ୍ଠିରୁ ଶ୍ରୀ ମୁନା ଖାଁନ ୧୦ ଲକ୍ଷ ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇଛନ୍ତି।

ଫଳରେ ମନମୁଣ୍ଡା ଠାରେ ପ୍ରତିମୂର୍ତ୍ତି ସ୍ଥାପନ ହେଲେ ଅଂଚଳ ବାସୀ ଆନନ୍ଦ ପ୍ରକାଶ କରିଛନ୍ତି ଏବଂ ଅଂଚଳ ବାସୀ ସାଂସଦ ଶ୍ରୀ ମୁନା ଖାଁନ ଓ ବୟାନିକା ସଭାପତି ଶ୍ରୀ ମେହେର ଙ୍କୁ ଅଂଚଳ ବାସୀ ଧନ୍ୟବାଦ ଦେଉଛନ୍ତି।

Related Post

ପେଟ୍ରୋଲ୍ ଢାଳି ନିଶାସକ୍ତ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

Posted by - November 9, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲିକ)ଘରୋଇ କଳହର କରୁଣ ପରିଣତି !ନିଶାସକ୍ତ ସ୍ବାମୀଙ୍କୁ ନିଶାଖାଇବାରୁ ସ୍ତ୍ରୀ ବାରଣ କରିବାରୁ ସ୍ବାମୀ ନିଶାରେ ଥିବା ଅବସ୍ଥାରେ ଦେହରେ ପେଟ୍ରୋଲ ଢାଳି ହୋଇ ଆତ୍ମହତ୍ୟା…

କେସିଙ୍ଗା ତହଁସିର ଯୋଜନା ଡେମରେ ବାଜପେୟୀଙ୍କ ଜୟନ୍ତୀ ଓ ବନବିହାର କାର୍ଯ୍ୟକ୍ରମ

Posted by - December 27, 2022 0
କେଶିଙ୍ଗ:(ପିତେଶ ପଟେଲ )କରୋନା କାଳର ଦୁଃଖ ସମୟ ବିତିଗଲା ପରେ କାଳି କେସିଙ୍ଗା ବିଜେପି ଦଳ ତରଫରୁ କେସିଙ୍ଗା ବ୍ଲକ ଅନ୍ତର୍ଗତ କନ୍ତେଶିର ଗ୍ରାମ ପଞ୍ଚାୟତ ର…

ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ

Posted by - November 14, 2021 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ବିଶ୍ଵ ଶାନ୍ତିର ବାର୍ତ୍ତା ଦେବା ପାଇଁ ପ୍ରତି ବର୍ଷ ଲାୟନ୍ସ କ୍ଲବ ପକ୍ଷରୁ ପିସ ପୋଷ୍ଟର ପ୍ରତିଯୋଗିତା କରା ଯାଇଥାଏ। ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼…

ଛତ୍ରପଡ଼ା ରେ ରାଜସ୍ୱ ମନ୍ତ୍ରୀ ଙ୍କୁ ଏକ ନାଗରିକ ମଞ୍ଚ ରେ ଭବ୍ୟ ସମ୍ବର୍ଦ୍ଧନା 

Posted by - June 25, 2022 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ରାଜ୍ୟ ମନ୍ତ୍ରୀ ମଣ୍ଡଳ ରେ ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଙ୍କୁ ମୁଖ୍ୟମନ୍ତ୍ରୀ ସାମିଲ କରିଥିବା ରୁ ଧନ୍ୟବାଦ ଜଣାଇଛନ୍ତି ବିଂଝାରପୁର ବାସୀ।…