Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ଦେଶୀ ବନ୍ଧୁକ ସହ ଆସାମୀ ଗିରଫ

37 0

ବୌଦ୍ଧ:( ଚିତ୍ତରଞ୍ଜନ ସିଂହ ) ବୌଦ୍ଧ ବନଖଣ୍ଡ ଅଧିକାରୀ ( ଡିଏଫ ଓ )ଦେବପ୍ରିୟ କମ୍ପ ଙ୍କ ନିର୍ଦ୍ଦେଶ କ୍ରମେ ଶ୍ରାବଣ ପୁର୍ଣିମା କୁ ଲକ୍ଷ୍ୟ କରି ଜଙ୍ଗଲ ରେ ଜନ୍ତୁ ଶିକାର ହେବାର ଅନୁମାନ କରିଥିଲେ ଓ ଗତ କାଲି ରାତିରେ ବୌଦ୍ଧ ବନଖଣ୍ଡ ର ସମସ୍ତ ରେଞ୍ଜ ର ସମସ୍ତ ବିଟ ଏରିଆ ରେ କଡା କଡ଼ି ଭାବେ ରାତି ପେଟ୍ଲିଙ୍ଗ କରୁଥିବା ସମୟରେ ଡମରଗଡ଼ ସଂରକ୍ଷିତ ଜଙ୍ଗଲ ରେ ବାରହା ଶିକାର କରିବା ପାଇଁ ଇଲେକ୍ଟ୍ରି ତାର ବିଛେଇ ଏକ ଦେଶୀ ହାତ ତିଆରି ବନ୍ଧୁକ ଧରି ଜଙ୍ଗଲ ଭିତରେ ଛପିବସି ରହି ଥିବା ସମୟରେ ଦେଶୀ ବନ୍ଧୁକ ସହ ଆସାମୀ ଗୁପ୍ତେଶ୍ୱର ସେଠି (୪୬ )ପିତା ଜଗନ୍ନାଥ ଗ୍ରାମ ମାନେଶ୍ୱର କୁ ଧରିଲା ବନ ବିଭାଗ l

ଏହି ଚଢ଼ାଉ ରେ AcF ଆଶିଷ କହଁର ,ବନରକ୍ଷୀ ପ୍ରକାଶ ପ୍ରଧାନ ଓ ମୋବାଇଲ ଟିମ, ଫୋରେଷ୍ଟ ସ୍କ୍ୱାଡ଼ ସାମିଲ ଥିଲେ l ସେହି ଭଳି କଣ୍ଟାମାଲ ରେଞ୍ଜ ରେ ମଧ୍ୟ୍ୟ 11kg କୁଟୁରା ମାଂସ ଓ ଛାଲ, ଦୁଇ ଦେଶୀ ହାତ ତିଆରି ବନ୍ଧୁକ ଗୋଟିଏ ପିସ୍ତଲ କୁ ଲାଖ ପର୍ବତ ଜଙ୍ଗଲ ରୁ ଜବତ କଲା ବନ ବିଭାଗ l ଏହି ଚଢ଼ାଉରେ ACF କ୍ଷୀରାଦ୍ଧି ପ୍ରଧାନ ଏବଂ କଣ୍ଟାମାଳ ରେଞ୍ଜ ର ସମସ୍ତ ଫୋରେଷ୍ଟ ର, ଫୋରେଷ୍ଟ ଗାର୍ଡ, ସ୍କ୍ୱାଡ଼ ସାମିଲ ଥିଲେ l

Related Post

ଦୁଦୁରାଅନ୍ତା ଗ୍ରାମରେ ବଧୂ ହତ୍ୟା ଅଭିଯୋଗ

Posted by - May 28, 2020 2
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଦୁଦୁରାଅନ୍ତା ଗ୍ରାମରେ ବଧୂ ହତ୍ୟା ଅଭିଯୋଗ । ମୃତକ ଦଶରଥପୁର ବ୍ଲକ ନୂଆପାଟଣା ଗ୍ରାମର ସଙ୍ଗୀତା ଦାସ…

ବଡଭାଇର ଟାଙ୍ଗିଆ ଚୋଟରେ ସାନଭାଇ ମୃତ.

Posted by - April 10, 2020 246
ଅନୁଗୋଳ:(ମହେଶ ଭୋମରାଜ)ଅନୁଗୋଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ସାନକେରଜାଙ୍ଗ ଗାଁରେ ହତ୍ୟାକାଣ୍ଡ । ପାରିବାରିକ କଳହରୁ ବଡଭାଇର ଟାଙ୍ଗିଆ ଚୋଟରେ ସାନଭାଇର ମୃତ୍ୟୁ ହୋଇଥିବା ଜଣା ପଡିଛି…

ରେଲୱେ ଷ୍ଟେସନ ପାଖରେ ଯୁବକ ଙ୍କୁ ଛୁରା ମାଡ଼ ,ତିନି ଜନ ଥାନାରେ ଅଟକ

Posted by - September 7, 2023 0
କେସିଙ୍ଗା:(ପ୍ରିତେଶ ପଟେଲ୍) କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ରେଳବାଇ ଷ୍ଟେସନ ନିକଟରେ ଗତ କାଲି ରାତିରେ ବଗାଡ଼ ଗ୍ରାମର କେଶବ ନାୟକ ଙ୍କୁ ତିନି ଜଣ ଯୁବକ…

ପରକ୍ରିୟାପ୍ରିତି ପାଇଁ ସ୍ତ୍ରୀ ହତ୍ୟା କଲା ସ୍ୱାମୀକୁ

Posted by - January 7, 2020 0
ଗଜପତି:ଗଜପତି ଜିଲ୍ଲା ଅଡବାଥାନା ନିକଟରୁ ଜାନୁଆରୀ ୧ତାରିଖରେ ବ୍ୟାଡିସିଟ୍ ଘୋଡାଯାଇଥିବା ଏକ ଶବ ପଡିଥିବା ସ୍ଥାନୀୟ ଲୋକ ଦେଖି ଅଡବାଥାନାକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ…

ଡକାୟତି ଯୋଜନା ଉଦ୍ୟମକୁ ପଣ୍ଡ କଲେ କୁଆଖିଆ ପୋଲିସ

Posted by - December 6, 2019 164
ଯାଜପୁର: (ଆନନ୍ଦ ଚନ୍ଦ୍ର ସାହୁ)ଏକ ଡକାୟତି ଯୋଜନା ଉଦ୍ୟମକୁ ପଣ୍ଡ କରିଛି କୁଆଖିଆ ପୋଲିସ। ଘଟଣାରେ ୪ଜଣ ଡକାୟତଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ୩ଟି…