Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ବୁଲୁରା ରେ ଉପ ସ୍ୱସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଉଦଘାଟନ

30 0

ବୌଦ୍ଧ:(ଚିତ୍ତ ରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଂକୁଳେଇ ପଞ୍ଚାୟତର କାର୍ଯ୍ୟକ୍ଷମ ହେଉନଥିବା ବୁଲୁରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବୁଲୁରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଉପ କେନ୍ଦ୍ର ର ଶୁକ୍ରବାର ଦିନ ଶୁଭ ଉଦଘାଟନ ହୋଇଯାଇଛି l ଏହି ଅବସର ରେ ଜଙ୍ଗଲ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉକ୍ତ ଉପ କେନ୍ଦ୍ର ର ଶୁଭ ଉଦଘାଟନ କରିଛନ୍ତି l

ସଂମାନିତ ଅତିଥି ଭାବେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଜୟ କୃଷ୍ଣ ମିଶ୍ର,ଯୋଗ ଦେଇଥିବା ବେଳେ ସ୍ଥାନୀୟ ସମିତି ସଭ୍ୟା ରଶ୍ମିତା ମହାକୁଡ଼, ସରପଞ୍ଚ ସୁଶ୍ରୀତା ଛନ୍ଦ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ଏସ ସ୍ୱାଇଁ, ହରଭଙ୍ଗା ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ଏସ ମେହେର ଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ଅନନ୍ୟ କର୍ମଚାରୀ ଓ ଅଞ୍ଚଳ ଜନସାଧାରଣ ଉପସ୍ଥିତ ଥିଲେ l

ପ୍ରକାଶ ଥାଉକି ଅଞ୍ଚଳ ର ଜନସାଧାରଣ ଙ୍କ ପ୍ରଥମିକ ସ୍ୱସ୍ଥ୍ୟ ସମସ୍ୟା ଦୂର ପାଇଁ ଗୋଷ୍ଠୀ ସ୍ୱସ୍ଥ୍ୟ ଅଧିକାରୀ କାର୍ଯ୍ୟାଳୟ ପକ୍ଷରୁ ଗତ ୨୧ /୮ /୨୩  ପତ୍ର ସଂଖ୍ୟା ୫୦୪  ରେ ଉକ୍ତ ସ୍ଥାନ ରେ ୭ ଦିନ ମଧ୍ୟରେ ଏକ ଅସ୍ଥାୟୀ ସ୍ୱସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଖୋଲିବା ପାଇଁ ହରଭଙ୍ଗା ସିଏଚଓ ଙ୍କୁ ନିର୍ଦେଶ ହୋଇଥିଲା l ଏପରିକି ଅଞ୍ଚଳ ର ଜନସାଧରଣ ଙ୍କ ସୁବିଧା ପାଇଁ ବୁଲୁରା ଠାରେ ଏକ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଖୋଲିବା ପାଇଁ ସ୍ଥନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ଅମାତ ଙ୍କୁ ପୂର୍ବରୁ ଅନେକ ଥର ଗୁହାରି ମଧ୍ୟ କରିଥିଲେ l ଏହାର ଶୁଭ ଉଦଘାଟନ ପରେ ବୁଲୁରା, ପାଣି ଘରା, ରାଉତପଡା, ମଲ୍ଲିକ ପଡା, ଭେଜିଗୋଡା, ସଂକୁଳେଇ, ଆଦି ପଞ୍ଚାୟତ ର ଲୋକ ସ୍ୱାସ୍ଥ୍ୟ ସେବା ଉପରେ ନିର୍ଭର କରିବେ ବୋଲି ଆଶା କରାଯାଉଛି l

Related Post

ନନ୍ଦନକାନନ ରେ ବାଘ ‘ରୋଶନ’ର ମୃତ୍ୟୁ

Posted by - February 21, 2019 477
ନନ୍ଦନକାନନ କତ୍ତୃପକ୍ଷଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ରାମ ଏବଂ ଶ୍ରୀୟାଙ୍କ ଠାରୁ ୨୦୦୨ରେ ରୋଶନ ଜନ୍ମ ହୋଇଥିଲା। ଏହି ବାଘ ଟ୍ରିପାନୋସେମିଆସିସ ରୋଗରେ ପୀଡ଼ିତ ଥିଲା।ବାଘକୁ…

ପୁରୁଣାକଟକ ବ୍ୟବସାୟୀ ସଙ୍ଘ ର ନୂତନ କର୍ମକର୍ତ୍ତା ଚୟନ

Posted by - January 25, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ବ୍ୟବସାୟୀ ସଙ୍ଘ ର ବାର୍ଷିକ ସାଧାରଣ ବୈଠକ ସ୍ଥାନୀୟ ହାଇସ୍କୁଲ ପଡିଆ ରେ ଅନୁଷ୍ଠିତ ହୋଇଥିଲା!ଏଥିରେ ସଙ୍ଘ…

ମାନବିକତା ଦେଖାଇଲେ ଅଧିକାରୀ

Posted by - June 5, 2022 0
ସୋନପୁର :(ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ଆଞ୍ଚଲିକ ପରିବହନ ଅଧିକାରୀ ରବିନ ପଟ୍ଟନାୟକ ଦେଖାଇଲେ ମାନବିକତା । ଆଞ୍ଚଳିକ ପରିବହନ ଅଧିକାରୀ ଡୁଙ୍ଗୁରିପାଲି ବ୍ଲକ ସରକାରୀ…

ଯାଜପୁର ଜିଲାରେ ଧାନ ବ୍ୟବସାୟୀଙ୍କ ଠାରୁ ଜୋର ଜବରଦସ୍ତ ଟଙ୍କା ଆଦାୟ ଅଭିଯୋଗ

Posted by - February 8, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲାରେ ଧାନ ବ୍ୟବସାୟୀଙ୍କ ଠାରୁ ଜୋର ଜବରଦସ୍ତ ଟଙ୍କା ଆଦାୟ ଅଭିଯୋଗ । ଜିଲାର ନିୟନ୍ତ୍ରିତ ବଜାର କମିଟି ବା ଆରଏମସି ରାସ୍ତାରେ…

ନିଶାସେବନକାରି ବ୍ୟକ୍ତିଙ୍କ ପାଇଁ ଆଜି ସମାଜ ଓ ବହୁତ୍ ପରିବାର ଅଶାନ୍ତି/ଦୁଃଖରେ – ଦାୟି କିଏ ?

Posted by - September 19, 2022 0
ଟିଟିଲାଗଡ : (ସଞ୍ଜୟ କୁମାର ନାୟକ) ସମାଜରେ ବଞ୍ଚିବାକୁ ହେଲେ ମଣିଷକୁ ଗୋଟିଏ ସୁଖୀ ପରିବାର, ରୋଜଗାର ଏବଂ ଶାନ୍ତି ଦରକାର। ଏହି ଖୁସି ପାଇବାକୁ ହେଲେ…