Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ଭାରତୀୟ ଜନତା ପାର୍ଟି ପକ୍ଷରୁ ଦୁର୍ନୀତି ,ଭ୍ରଷ୍ଟାଚାର, ବିରୋଧରେ ଆନ୍ଦୋଳନ ବିକ୍ଷୋଭ ଧାରଣା ଓ ଦାବିପତ୍ର ପ୍ରଦାନ

16 0

ବୌଦ୍ଧ:( ଚିତ୍ତରଞ୍ଜନ ସିଂହ )ଆଜି ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ଆୟୋଜିତ ନଗର ମଣ୍ଡଳ ସ୍ତରୀୟ ଏକ ବିରାଟ ଶୋଭାଯାତ୍ରା ରେ ସହର ପରିକ୍ରମା କରିବା ସହିତ ବିଜ୍ଞାପିତ ଅଞ୍ଚଳ ପରିଷଦ ବୌଦ୍ଧ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ଧାରଣା, ଦାବିପତ୍ର ୧୦ ଗୋଟି ମୌଳିକ ଦାବି କୁ ନେଇ ବିଜ୍ଞାପିତ ଅଞ୍ଚଳ ପରିଷଦ ର ନିର୍ବାହୀ ଅଧିକାରୀ ଙ୍କ ମାଧ୍ୟମରେ ମହାମହିମ ରାଜ୍ୟପାଳ ଙ୍କ ଉଦେଶ୍ୱରେ ଜିଲ୍ଲା ବିଜେପି ସଭାପତିଙ୍କ ଶ୍ରୀ ବିପ୍ର ଚରଣ ମହାନ୍ତି ପ୍ରଦାନ କରିଥିଲେ ।

ଆଜିର ଏହି କାର୍ଯ୍ୟକ୍ରମ ରେ ମଣ୍ଡଳ ସଭାପତି ଶ୍ରୀ ବ୍ୟୋମକେଶ ମହାପାତ୍ର ଙ୍କ ସଭାପତିତ୍ୱରେ ସମସ୍ତ କାର୍ଯ୍ୟ କ୍ରମ ଅନୁଷ୍ଟିତ ହୋଇଥିଲା
ବିଶେଷ କରି ବିଗତ ଦିନରେ ଏହି ବିଜ୍ଞାପିତ ଅଞ୍ଚଳ ପରିଷଦ ବୌଦ୍ଧ ରେ ବ୍ୟାପକ ଅନିୟମିତତା, ଦୁର୍ନୀତି, ଭ୍ରଷ୍ଟାଚାର ଅଭିଯୋଗ କରି
ଉପସ୍ଥିତ ନେତୃବୃ୍ଦ ତାଙ୍କ ଅଭଭାଷଣରେ ଗୋଟି ଗୋଟି କରି ୧୦ ଗୋଟି ବିନ୍ଦୁ ଉପରେ ଆଧାରିତ ଅଭିଭାଷଣ ପ୍ରଦାନ କରିଥିଲେ। ବିଶେଷ କରି ପ୍ରଧାନ ମନ୍ତ୍ରୀ ଆବାସ ସହରୀ ଗୃହ ପ୍ରଦାନ,SHG ର ମୁକ୍ତା ଯୋଜନା , ପୋଖରୀ ଖନନ ,ସ୍ୱଚ୍ଛ ଭାରତ ଡ୍ରେନ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଜାଗା ମିଶନ ,ଆଳତି ଘାଟ ,ଜରିଖଣ୍ଡୀ , ପରିମଳ ପାଇଁ ଅଯଥା ଖର୍ଚ୍ଚ , ଉଠା ଦୋକାନୀ ମାନଙ୍କୁ ଭେଣ୍ଡିଂ ଜୋନ ରେ ସବୁ ବ୍ୟାପକ ଅନିୟମିତତା, ଦୁର୍ନୀତି ଭ୍ରଷ୍ଟାଚାର ଅଭିଯୋଗ ସବୁ କୁ ଭିଜିଲାନ୍ସ ତଦନ୍ତ ପାଇଁ ଦୃଢ଼ ଦାବି ଉପ ସ୍ଥାପନ କରି ଥିଲେ ।

ଆଜିର ଏହି ସମସ୍ତ କାର୍ଯ୍ୟକ୍ରମ ରେ ବିଜେପି ନେତୃବୃନ୍ଦ ସର୍ବ ଶ୍ରୀ ସଚିଦା ନନ୍ଦ ଦଲାଲ, ଶିଶିର ଘୋଷ,ଯୁଗଳ କିଶୋର ସାମଲ, ସୁଶାନ୍ତ କୁମାର ପ୍ରଧାନ, ପ୍ରେମାନନ୍ଦ ମିଶ୍ର ,ଶ୍ୟାମ ସୁନ୍ଦର ପୁରୋହିତ ତାପସ କୁମାର ପଟ୍ଟନାୟକ ,ଅଟଳ ପ୍ରଧାନ, ମୀନାରାଣୀ ମିଶ୍ର , ନମିତା ରାଣୀ ଦାସ ,ପୂର୍ଣ୍ଣ ଚନ୍ଦ୍ର ଗାଈ ଗୌରୀ ଆ , ରାଜୀବ ଦେହୁରୀ , ସୌମିତ୍ରି ନାୟକ , ଅଲେଖ ଭୋଇ ,ସୂର୍ଯୟନାରାୟଣ ମହାପାତ୍ର, ମନୋରଞ୍ଜନ ଦାସ , କାର୍ତ୍ତିକ ପଣ୍ଡା , ରାଜ କୁମାର ମେହେର ,କୈଳାସ ପାଣ୍ଡେ , ବୃନ୍ଦାବନ ଦନ୍ତା , ଯୁଗଳ ସାହୁ ,ବିଶି କେଶନ ପ୍ରଧାନ, ମାଗୁଣି ଗାଈ ଗୌରୀ ଆ, ତପନ କୁମାର ଡ।ଙ୍ଗ , ନିରଞ୍ଜନ ଦାନୀ, ନବୀନ ହୋତା , ଶମ୍ଭୁ ପ୍ରଧାନ, ବିନୋଦ ମହାକୁଡ , ବିକ୍ରମ ପ୍ରଧାନ ,ନିରୁପମା ସାହୁ , ସରସ୍ଵତୀ ରାଉତ , ସୁବର୍ଣା ଝଙ୍କାରଗୋବିନ୍ଦ ନାୟକ, ସୁମିତ୍ରା ସାହୁ ,ବିନୋଦ ମେହେର , ସସ୍ମିତା ମେହେର ,ନିହାର ରଞ୍ଜନ ମହାନନ୍ଦିଆ,ସରୋଜ କୁମାର ପ୍ରଧାନ ଜ୍ୟୋତିର ମୟ ପ୍ରଧାନ ,ଦାହିର ଚାନ୍ଦ, ଅନନ୍ତ ମେହେର, ବିଭୂତି ମେହେର , ସୁବାସ ଦେହୁରୀ ପ୍ରଭୁତି ବହୁ ବରିଷ୍ଠ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ l

Related Post

ବିଜୁ ଛାତ୍ର ଜନତା ଦଳର ମାଥିଲି ବ୍ଲକ ସ୍ତରୀୟ କର୍ମକର୍ତ୍ତା ବୈଠକ

Posted by - August 9, 2021 0
ମାଥିଲି:(ଅବଦୁଲ ଗନି)ମାଲକାନଗିରି ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ତରଫରୁ ମାଥିଲି ବ୍ଲକ ସ୍ତରୀୟ କର୍ମକର୍ତ୍ତା ବୈଠକ ଅପରାହ୍ନ ତିନିଟା ସମୟରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସ୍ୱର୍ଗତ…

ନିର୍ବାଚନ ପ୍ରଚାର ଓ ଭୋଟ ଭିକ୍ଷା କଲେ କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ବିଶ୍ୱଶ୍ୱେର ଟୁଡୁ

Posted by - February 12, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ବିଜେପି ପ୍ରାର୍ଥୀ ଙ୍କ ସମର୍ଥନ ରେ ନିର୍ବାଚନ ପ୍ରଚାର ପାଇଁ ଦିନିକିଆ ସମ୍ବଲପୁର ଗସ୍ତରେ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ…

ଛାତ୍ର କଂଗ୍ରେସର ଛାତ୍ର ଅଧିକାର ସମାବେଶ “କଂପନ” ଅନୁଷ୍ଠିତ

Posted by - February 11, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁରରେ ଛାତ୍ର କଂଗ୍ରେସର ଛାତ୍ର ଅଧିକାର ସମାବେଶ “କଂପନ” ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ଛାତ୍ର ମାନଙ୍କ ପାଇଁ କୌଣସି ସୁବିଧା ସୁଯୋଗ ନ…

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ମଣିପୁର ଠାରେ ୮ନଂ ଜୋନର ବିଜେଡି ସାଙ୍ଗଠନିକ ବୈଠକ

Posted by - November 29, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ମଣିପୁର ଠାରେ ୮ନଂ ଜୋନ ର ବିଜେଡି ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି!ଏହି ବୈଠକ ରେ ମୁଖ୍ୟଅତିଥି…

ବିଜେପି ଯୁବ ଜନତା ପକ୍ଷରୁ ଗାନ୍ଧୀ ଛକରେ ପ୍ରତିବାଦ

Posted by - July 16, 2022 0
ଯାଜପୁର :ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦି ମୁର୍ମୁଙ୍କ ପ୍ରତି କଂଗ୍ରେସ ମୁଖପାତ୍ର ଅଜୟ କୁମାର ଦେଇଥିବା ମନ୍ତବ୍ୟ ପ୍ରତିବାଦରେ ବିଜେପି ଯୁବ ଜନତା ପକ୍ଷରୁ ଗାନ୍ଧୀ ଛକରେ ପ୍ରତିବାଦ କରାଯାଇଛି ।ଅଜୟ କୁମାର ଯେଉଁଭଳି ଦୌପଦି ମୁର୍ମୁଙ୍କ ପ୍ରତି ମନ୍ତବ୍ୟ ଦେଇଛନ୍ତି ସେଥିପାଇଁ କଂଗ୍ରେସ ନେତା ତୁରନ୍ତ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବୀ କରିଥିଲେ Iଏହାର ପ୍ରତିବାଦ କରି ଯୁବ ମୋର୍ଚ୍ଚାର ନେତା ମାନେ ଏକତ୍ରିତ ହୋଇ କଂଗ୍ରେସ ନେତାଙ୍କ କୁଶ ପୁତଳିକା ଦାହ କରିଥିଲେ ।