Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

କବି ଗଙ୍ଗାଧର ମେହେର ଙ୍କ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳିତ

29 0

ବୌଦ୍ଧ:(ଚିତ୍ତ ରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଭାଗବତ ମନ୍ଦିର ପ୍ରାଙ୍ଗଣ ରେ ମଧ୍ୟ ଗତକାଲି ବରିଷ୍ଟ ନାଗରିକ ତଥା ମେହେର ସମାଜର ସଭାପତି ଶ୍ରୀ ଯୁକ୍ତ ପଙ୍କଜ ମେହେର ଙ୍କ ନେତୃତ୍ୱ ରେ ଗଙ୍ଗାଧର ମେହେରଙ୍କ ବାର୍ଷିକ ଶ୍ରାଦ୍ଧ ଉତ୍ସବ ପାଲିତ ହୋଇଯାଇଛି। ଉକ୍ତ ଉତ୍ସବ ରେ ଆଖ ପାଖ ଅଞ୍ଚଳର ପ୍ରାୟ ଦୁଇଶହ ରୁ ଉର୍ଦ୍ଧ ଲୋକ ଯୋଗଦାନ କରିଥଲେ।

ଉକ୍ତ ଉତ୍ସବରେ ରାଜ୍ୟ ବୟନିକା ସଭାପତି ପ୍ରକାଶ ମେହେର ଙ୍କ ସମେତ ମେହେର ସମାଜ ର ନରେନ୍ଦ୍ର ମେହେର, ଚନ୍ଦ୍ର ଶେଖର ମେହେର, ମୃତ୍ୟୁଞ୍ଜୟ ମେହେର, ପ୍ରଭାତ ମେହେର, ନାରାୟଣ ମେହେର, କୈଳାସ ଚନ୍ଦ୍ର ମେହେର ଓ ମକର୍ଧୋଜ ମେହେର ଙ୍କ ସହିତ ଆଖ ପାଖ ର ବିଭିନ୍ନ ବର୍ଗର ତଥା ବିଭିନ୍ନ ସମ୍ପ୍ରଦାୟ ର ବହୁତ ଲୋକ ଯୋଗଦାନ କରିଥଲେ। ଉକ୍ତ ଉତ୍ସବରେ ନୀତି ନିୟମ ଅନୁସାରେ ସବୁ କାର୍ଯ୍ଯ ସମ୍ପାଦାନ କରାଯାଇଥିଲା ଏବଂ ସମସ୍ତେ ମିଶି ଗଙ୍ଗାଧର ମେହେର ଙ୍କ ସ୍ମୃତିଚାରଣ କରିଥଲେ।

Related Post

ଏସ୍ ପି ଡଃ ଶ୍ରବଣା ବିବେକ ଏମ୍ ଙ୍କୁ ସାମ୍ବାଦିକ ଫୋରମ୍ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା

Posted by - May 5, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଏସ୍ ପି ଡଃ ଶ୍ରବଣା ବିବେକ ଏମ୍ ଙ୍କୁ କଳାହାଣ୍ଡି ସାମ୍ବାଦିକ ଫୋରମ୍ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା…

ଧର୍ମଗଡ଼ ଉପଖଣ୍ଡ ବ୍ରାହ୍ମଣ ସମାଜ ଦ୍ୱାରା ସାମୁହିକ ବ୍ରତୋପୟନ

Posted by - July 14, 2023 0
ଧର୍ମଗଡ଼:(ହେମନ୍ତ କୁମାର ମାଝୀ)ଧର୍ମଗଡ଼ ବ୍ରାହ୍ମଣ ସମାଜ ତରଫରୁ ୧୩ ଜଣ ବଟୁ ଙ୍କ ଯଜ୍ଞପବିତ ଧାରଣ ଓ ସଂସ୍କାର କାର୍ଯ୍ୟକ୍ରମ ସ୍ଥାନୀୟ ହୋଟେଲ ରୋୟାଲ ପେଲେସ ରେ…

ମୋ ଘର ଯୋଜନା କାର୍ଯ୍ୟକାରୀ ନେଇ ବ୍ୟାଙ୍କ ଅଧିକାରୀ ଓ ରାଜସ୍ୱ ବିଭାଗ କ୍ଷେତ୍ର ଅଧିକାରୀଙ୍କ ବୈଠକ

Posted by - June 5, 2023 0
ବୌଦ୍ଧ:୦୩ା୬ :(ଚିତ୍ତରଞ୍ଜନ ସିଂହ) ରାଜ୍ୟ କ୍ୟାବିନେଟ୍ ରେ ଅନୁମୋଦନ ଲାଭ କରିଥିବା ମୋ ଘର ଯୋଜନାକୁ ଜିଲାସ୍ତରରେ କାର‌୍ୟ୍ୟକାରୀ କରାଇବା ପାଇଁ ଜିଲାସ୍ତରୀୟ ବ୍ୟାଙ୍କ ଅଧିକାରୀ ଏବଂ…

ଜିଲ୍ଲା ଟେଣ୍ଟ ହାଉସ ମାଲିକ ସଂଘ ଓ ଲାଇଟ ସାଉଣ୍ଡ ମାଲିକ ସଂଘ ପକ୍ଷରୁ ବିକ୍ଷୋଭ

Posted by - August 12, 2021 0
ନବରଙ୍ଗପୁର:( ବେଣୁ ଗୋପାଳ ରାଓ) ନବରଙ୍ଗପୁର ଜିଲ୍ଲା ଟେଣ୍ଟ ହାଉସ ମାଲିକ ସଂଘ ଓ ଲାଇଟ ସାଉଣ୍ଡ ମାଲିକ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ…

ଯୋଗାଳୟ ପରିଦର୍ଶନ କଲେ ବଲାଙ୍ଗିର ସାଂସଦ

Posted by - July 2, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ଶ୍ରୀ ଗୋପାଳଜୀ ତଡିତ ମନ୍ତ୍ର ଯୋଗାଳୟ ଅନୁଷ୍ଠାନ କୁ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂ ଦେଓ ପରିଦର୍ଶନ…