ଏକ ଦିବସୀୟ ଧୁନକେଲି ଓ ଦଣ୍ଡ ନୃତ୍ୟ ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ

16 0

ବୌଦ୍ଧ :(ଚିତ୍ତ ରଞ୍ଜନ ସିଂ)ହରଭଙ୍ଗା ବ୍ଲକ୍ ବୀରନରସିଂହପୁର ଠାରେ ଆଜି ଏକ ଦିବସୀୟ ଧୁନକେଲୀ ଏବଂ ଦଣ୍ଡ ନୃତ୍ୟ ସମ୍ପର୍କୀତ ଆଲୋଚନାଚକ୍ର ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇ ଯାଇଛି l ପ୍ରାଣୀ କଲ୍ୟାଣ ମଞ୍ଚ ପକ୍ଷରୁ ଆୟୋଜିତ ଉକ୍ତ ଆଲୋଚନା ଚକ୍ରରେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ତଥା 7 ନଂ ଜିଲ୍ଲା ପରିଷଦ ସଦସ୍ୟ ବିଶ୍ୱଜିତ ମିଶ୍ର ଯୋଗ ଦେଇଥିଲେ |

ସେହିପରି ସମ୍ମାନୀତ ଅତିଥି ଭାବରେ ବିଶିଷ୍ଟ କଳାକାର ତଥା ସଂଗୀତ ନାଟକ ଏକାଦେମୀ ସଦସ୍ୟ ଓଡ଼ିଶା ଶାଶ୍ୱତ କୁମାର ତ୍ରିପାଠୀ, ବସନ୍ତ କୁମାର ସାହୁ ଯୋଗ ଦେଇଥିଲେ | ଆଲୋଚକ ଭାବରେ ସଂସ୍କୃତି ଗବେଷକ ସତ୍ୟଜିତ କୁମାର ପଣ୍ଡା, ସତ୍ୟ ନାରାୟଣ ପାଣି, ଦେବାଙ୍ଗନ୍ ମେହେର, ଦିବ୍ୟ ରଞ୍ଜନ ତ୍ରିପାଠୀ, ଚାପଧାରୀ ଭୋଇ ପ୍ରମୁଖ ଯୋଗ ଦେଇଥିଲେ | ରମେଶ ପ୍ରସାଦ ମେହେରଙ୍କ ସଂଯୋଜନାରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ପ୍ରାଣୀ କଲ୍ୟାଣ ମଞ୍ଚର ଅରୁଣ କୁମାର ମେଣ୍ଡିଲି ଓ ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ | ଧୁନିକେଲୀ ବାଦ୍ୟ କଳାକାର ମାନଂକ ଦ୍ବାରା ବାଦ୍ୟ ପରିବେଷଣ କରା ଯାଇଥିଲା l

Related Post

ଭୁବନେଶ୍ୱର ରଘୁନାଥପୁର ଗ୍ରାମ ପଞ୍ଚାୟତର ଦୋଳ ମହୋତ୍ସବ

Posted by - March 7, 2023 0
ଭୁବନେଶ୍ଵର :୦୭/୦୩(ପାଯଲ ରାଉତ୍)ଗତ ଦୁଇ ଦିନ ହେବ ଭୁବନେଶ୍ଵର ନିକଟବର୍ତ୍ତୀ ରଘୁନାଥପୁର ଗ୍ରାମରେ ଦୋଳ ଯାତ୍ରା ମହୋତ୍ସବ ଅନୁଷ୍ଠିତ ହୋଇଅଛି। ଗତ କାଲି ଏହି ମହୋତ୍ସବ ରେ…

ଦ୍ୱିତୀୟ ରାଜ୍ୟ ସ୍ତରୀୟ ମାଁ ଭୈରବୀ ମହୋତ୍ସବର ପଞ୍ଚମ ସନ୍ଧ୍ୟା

Posted by - November 26, 2022 0
ବୌଦ୍ଧ: (ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ପୁରୁଣାକଟକ ମିନି ଷ୍ଟାଡିୟମ ଠାରେ ଚାଲିଥିବା ଦ୍ୱିତୀୟ ମାଁ ଭୈରବୀ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ର ଶନିବାର ଦିନ ପଞ୍ଚମ…

ଦ୍ୱିତୀୟ ମାଁ ଭୈରବୀ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ର ଦ୍ୱିତୀୟ ସନ୍ଧ୍ୟା

Posted by - November 23, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ପୁରୁଣାକଟକ ମିନି ଷ୍ଟାଡିୟମ ଠାରେ ଚାଲିଥିବା ଦ୍ୱିତୀୟ ମାଁ ଭୈରବୀ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ର ଦ୍ୱିତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି…

ଜାତୀୟ ଫିଲ୍ମ ସଂଗ୍ରହାଳୟରେ ଓଡ଼ିଆ ଫିଲ୍ମକୁ ଅଧିକ ସ୍ଥାନ ମିଳିବ

Posted by - February 7, 2019 0
ଜାତୀୟ ଫିଲ୍ମ ସଂଗ୍ରହାଳୟରେ ଓଡ଼ିଆ ଫିଲ୍ମକୁ ସ୍ଥାନ ନ ମିଳିବା ପରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଖବର ପ୍ରକାଶ ପାଇବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ଯାଜପୁର ରେ ନୂତନ ବର୍ଷ କୁ ସ୍ୱାଗତ ଉପଲକ୍ଷେ ଅକ୍ଷୟ ମହାନ୍ତି ମ୍ୟୁଜିକାଲ ନାଇଟ

Posted by - January 2, 2023 0
ଯାଜପୁର :ଯାଜପୁର ମାଟି ର ଐତିହ୍ୟ, ସଂସ୍କୃତି ପରମ୍ପରା ର ଆତ୍ମପ୍ରକାଶ ନୃତ୍ୟ,ସଙ୍ଗୀତ, କଳା ଓ ସାହିତ୍ୟ କୁ ଉଜୀବିତ କରି ରଖିବା ପାଇଁ ନୂତନ ବର୍ଷ…