Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ହରଭଙ୍ଗା ଆଞ୍ଚଳିକ କଲେଜ ରେ ବିଦାୟ କାଳୀନ ସମ୍ବର୍ଦ୍ଧନା

31 0

ହରଭଙ୍ଗା :(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ହରଭଙ୍ଗା ଆଞ୍ଚଳିକ ପଞ୍ଚାୟତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରିୟ ନାଥ ଶର୍ମାଙ୍କ ଅବସର ଗ୍ରହଣ ଅବସରରେ ଆଜି ମହାବିଦ୍ୟାଳୟ ରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅଧ୍ୟlପକ ହିମାଂଶୁ ଶେଖର ରାଉତଙ୍କ ସଭାପତି ତ୍ୱ ରେ ଅନୁଷ୍ଠିତ ହୋଇଛି ।

ଏହି ଅଵସର ରେ ଅଧ୍ୟlପକ ସୁଦାମ ପୃଷ୍ଟି ସ୍ଵାଗତ ଭାଷଣ ଦେବା ସହିତ ୩୧  ବର୍ଷ ର ବିବରଣୀ ପଠନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ମନୋଜ ପ୍ରହରାଜ,ଲଲିତ ମହାପାତ୍ର ଅବସର ଅଧ୍ୟକ୍ଷଙ୍କ କାର୍ଯ୍ୟ ଦକ୍ଷତା ଉପରେ ଆଲୋକପାତ କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଖେଳ ଶିକ୍ଷକ କୁଶଧ୍ୱଜ ମହାକୁଡ଼,ଲାଇବ୍ରେରୀ ଆନ ସୁଲିଲ ମହକୁଡ଼ ଙ୍କ ସମେତ ମାନସ,ପ୍ରଫୁଲ୍ଲ,ଅଜିତ,ଅଶୋକ,ଦିଲ୍ଲୀପ ଏବଂ ଛାତ୍ର ଛାତ୍ରୀ ଇତ୍ୟାଦିଯୋଗଦାନ କରିଏକ ଅଶ୍ରୁଳ ପୂର୍ଣ୍ଣ ପରିବେଶ ମଧ୍ୟରେ ଶ୍ରୀଯୁକ୍ତ ଶର୍ମାଙ୍କୁ ବିଦାୟ ଜଣାଇଥିବା ଦେଖିବାକୁ ମିଳିଛି!

Related Post

ଡପଲର ରାଡାରରୁ ଜଣାପଡିଲା ବାତ୍ୟାର ଆଖି,ଏହାର ଆକାର ଜାଣନ୍ତୁ

Posted by - May 25, 2021 0
ବାତ୍ୟାର କେନ୍ଦ୍ର ସ୍ଥଳରେ ହିଁ ଆଖି ରହିଥାଏ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅତି ଭୀଷଣ ରୂପ ଧାରଣ କରି ଓଡିଶା ମୁହାଁ ହେଉଛି ।…

ଘୋର ଅବ୍ୟବସ୍ଥା ଭିତରେ କାଶୀପୁର ପଞ୍ଚାୟତ ସମିତି ବୈଠକ ଶେଷ

Posted by - April 27, 2022 0
ରାୟଗଡ଼ା :(ଅଞ୍ଜନ କୁମାର ନାଏକ) ଘୋର ଅବ୍ୟବସ୍ଥା ଭିତରେ ରାୟଗଡା ଜିଲ୍ଲା କାଶୀପୁର ପଞ୍ଚାୟତ ସମିତି ବୈଠକ ସମାପ୍ତ ହୋଇଛି, କିଛି ସରପଞ୍ଚ ଓ ସମିତି ମଧ୍ୟ…

ସୌର ଚାଳିତ ଶୀତଳ ଭଣ୍ଡାର ଉଦ୍ଘାଟନ

Posted by - October 14, 2022 0
ମୁନିଗୁଡ଼ା : (ରମାକାନ୍ତ ପଡ଼ାଲ) ରାୟଗଡ଼। ଜିଲ୍ଲାପାଳ ଶ୍ରୀମତୀ ସ୍ଵଧାଦେବ ସିଂ ଙ୍କ କରକମଳରେ କଲ୍ୟାନସିଂହପୁର୍ ବ୍ଲକ ର ଶିକରପାଇ ଠାରେ ସୌର ଚାଳିତ ଶୀତଳ ଭଣ୍ଡାର…

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟ ର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠିତ

Posted by - May 28, 2022 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)  ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଥିବା ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ଗଠନ ହୋଇଛି । ଆଜିର ଏହି କମିଟିର ସଭାପତି…