ଗାଁ ଦାଣ୍ଡରେ ପଡିଛି ଯୁବକଙ୍କ ମୃତଦେହ,ହତ୍ୟା ସନ୍ଦେହ

29 0

ବୌଦ୍ଧ :(ଚିତ୍ତରଞ୍ଜନ ସିଂ )ଦାଣ୍ଡରେ ପଡିଛି ଯୁବକଙ୍କ ମୃତଦେହ । ମୃତ୍ୟୁର କାରଣ ଅସ୍ପଷ୍ଟ । ସୂଚନା ଅନୁଯାୟୀ ବୌଦ୍ଧ ଥାନା ତାକୁଡ଼ ଗ୍ରାମର ରାସ୍ତା ଉପରେ ଏକ ମୃତଦେହ ପଡିଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ । ତେବେ ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ସନ୍ଦେହ କରାଯାଉଛି । ସକାଳୁ ଖବର ପ୍ରଚାରିତ ହେବା ପରେ ମୃତଦେହ ଦେଖିବା ପାଇଁ ଆଖପାଖ ଅଂଚଳରୁ ଲୋକେ ଭିଡ଼ ଜମିଥିଲା!

ପରିବାର ଲୋକେ ପହଂଚି ଉକ୍ତ ମୃତଦେହ ଚିହ୍ନଟ କରିଛନ୍ତି । ମୃତକ ହେଲେ ପୁରୁଣାକଟକ ଥାନା ଛେଳିଲେଣ୍ଡି ଗ୍ରାମର ରମେଶ ବାରିକ ବୋଲି ଜଣାପଡିଛି। ଅନ୍ୟପକ୍ଷରେ ସ୍ଥାନୀୟ ଲୋକେ ପୋଲିସ କୁ ଖବର ଦେଇଥିବା ବେଳେ ଘଟଣା ସ୍ଥଳରେ ପାଲିସ ପହଂଚି ନଥିବା ଜଣାପଡିଛି।ପୋଲିସ ତଦନ୍ତ ପରେ ଏହା ହତ୍ୟା ନାଁ ଆତ୍ମ ହତ୍ୟା ସଠିକ ଜଣାପଡିବ!

Related Post

ନୂତନ ବ୍ଲକ ଅଧ୍ୟକ୍ଷ ଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ

Posted by - April 16, 2022 0
ମାଥିଲି: (ଅବଦୁଲ ଗନି) ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ନୂତନ ଅଧ୍ୟକ୍ଷ ମହେଶ କୁମାର ବାକା ଏସ. ଏସ. ଡି. ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିବା…

ଧର୍ମଗଡ଼ ଶିଶୁ ମନ୍ଦିର ଛାତ୍ରୀ ଙ୍କ ସଫଳତା ଭବିଷ୍ୟତ ରେ ହେଵି ହେବି-ରକ୍ସି ନାଏକ

Posted by - May 18, 2023 0
ଧର୍ମଗଡ଼ :(ହେମନ୍ତ କୁମାର ମାଝୀ)ଶିକ୍ଷକ ରବିଶଙ୍କର ନାଏକ ଓ ତାଙ୍କ ଧର୍ମପତ୍ନୀ ପ୍ରମିଳା ନାଏକ ଙ୍କ ଝିଅ ରକ୍ସି ନାଏକ ମୋଟ ୬୦୦ ମାର୍କ ରୁ ୫୪୦…

ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Posted by - May 18, 2023 0
ଯାଜପୁର :ଯାଜପୁର ଜିଲାପରିଷଦ ସମ୍ମିଳନୀ କକ୍ଷରେ ଓଡିଶା ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ ରାଜସ୍ୱ…

ଜିଲ୍ଲା ସ୍ତରୀୟ କମିଟି ୮୩୦ ଜଣ ଭୂମିହୀନଙ୍କୁ ଜମି ପଟା ମଞ୍ଜୁରୀ ଦେଲେ

Posted by - June 26, 2020 11
ଯାଜପୁର ଅଫିସ :, ତା ୨୬ା୬ : ଜଙ୍ଗଲ ଅଧିକାର ଆଇନ ବା ପଂରେଷ୍ଟ ରାଇଟ୍ ଆକ୍ଟ-୨୦୦୬ ମାଧ୍ୟମରେ ସୁକିନ୍ଦା ଓ ଦାନଗଦୀ ତହସିଲ ଅନ୍ତର୍ଗତ ୮୩୦…

ମମିତାଙ୍କ ଆତ୍ମାର ସଦଗତି କାମନା ପାଇଁ କ୍ୟାଣେଲ ଶୋଭାଯାତ୍ରା

Posted by - October 24, 2021 0
ବୌଦ୍ଧ:( ଚିତ୍ତରଂଜନସିଂ)ମମିତା ମେହେର ହତ୍ୟାକାରୀଙ୍କୁ ଗିରଫ କରି ଫାଶୀଦଣ୍ଡ ଦେବା ଦାବିରେ ନାରୀ ସ୍ୱାଭିମାନ ମଞ୍ଚ ବୌଦ୍ଧ ଜିଲ୍ଲାର ଶତାଧିକ ମହିଳା ଏବଂ ପୁରୁଷ ମାନେ ପୁରୁଣାକଟକ…