Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ବଡ଼ ଭାଇକୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ କୋଦାଳରେ ହାଣିଲା ସାନଭାଇ

52 0

ବୌଦ୍ଧ: ( ଚିତ୍ତରଞ୍ଜନ ସିଂହ )ବଡ଼ ଭାଇକୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ କୋଦାଳରେ ହାଣିଲା ସାନଭାଇ । ଘଟଣା ସ୍ଥଳରେ ବଡ଼ ଭାଇର ମୃତ । ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଜମଘାଟିର ଦୁଇ ଭାଇ ଚକ୍ର ପ୍ରଧାନ ଓ ମକର ପ୍ରଧାନ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ଏଥିରେ ସାନ ଭାଇ ମକର ପ୍ରଧାନ ଉତ୍କ୍ଷିପ୍ତ ହୋଇ ହାତରେ ଧରିଥିବା କୋଦଳରେ ବଡ଼ ଭାଇ ଉପରକୁ ଆକ୍ରମଣ କରିଥିଲା ।

ବଡ଼ ଭାଇ ଚକ୍ର ପ୍ରାଣ ବିକଳରେ ଗାଁ ଦାଣ୍ଡରେ ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ ବି ଏଥିରେ ବିଫଳ ହୋଇଥିଲା । ହତ୍ୟାକାରୀ ସାନ ଭାଇ ମକର ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟାକରିଥିଲା । ଖବର ପାଇ ବାଉଁଶୁଣି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ କାବୁ କରିବା ସହ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି ।

Related Post

ମହିଳାଙ୍କୁ ଗଣବଳାତ୍କାର ଅଭିଯୋଗ ଦୁଇ ଗିରଫ

Posted by - December 14, 2019 0
ଘଟଗାଁ,ତା ୧୩ ଡିସେମ୍ବର  କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଧୋବାପିଟଣା ଗ୍ରାମରେ ଜଣେ ବିବାହିତ ମହିଳାଙ୍କୁ ଗଣବଳାତ୍କାର କାରଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ହତ୍ୟା ପରେ ଗାଁ ମୁଣ୍ଡ ରାସ୍ତାରେ ମୃତଦେହ ପିଙ୍ଗି ଫେରାର ଦୁର୍ବୁର୍ତ୍ତ।

Posted by - October 9, 2019 0
ମୟୁରଭଞ:09/10/2019 ଗାଁ ରାସ୍ତା ଉପରେ ପଡିଥିବା ଅବସ୍ଥାରେ ଉଦ୍ଧାର ହୋଇଛି ଯୁବକର ମୃତଦେହ।ଯୁବକକୁ ହତ୍ୟା ପରେ ଗାଁ ମୁଣ୍ଡ ରାସ୍ତା ଉପରେ ପିଙ୍ଗି ଦେଇ  ଦୁର୍ବୁର୍ତ୍ତମାନେ ଫେରାର…

ଖପ୍ରାଖୋଲ ପୋଲିସ ର ଚଢାଉ,ବାହାର ରାଜ୍ୟ କୁ ଚାଲାଣ ବେଳେ ପାଞ୍ଚ ଦାଦନ ଶ୍ରମିକ ଉଦ୍ଧାର,ଦଲାଲ ଗିରଫ

Posted by - November 1, 2022 0
ଖପ୍ରାଖୋଲ ୧/୧୧(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ଥାନା ପୋଲିସ ଚଢ଼ାଉ କରି ବାଞ୍ଜିପାଳି ଛକ ନିକଟରେ ହାଇଦ୍ରାବାଦ କୁ ଚାଲାଣ ହେଉଥିବା ୫ ଜଣ ଦାଦନ ଶ୍ରମିକ…

କନ୍ଧେନଝୁଲା ଗାଁରେ ମହିଳା କୁ ହତ୍ୟା ଅଭିଯୋଗ ଘଟଣା, ମୃତା ଯୁବତୀ ର ଶ୍ୱଶୁର କୁ ଗିରପ କଲା ପୋଲିସ

Posted by - December 8, 2021 0
ପାଟଣାଗଡ:ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ଥାନା ବେଲପଡା ବ୍ଲକ କନ୍ଧେନଝୁଲା ଗାଁର ବିବାହିତ ଯୁବତୀ ଚନ୍ଦ୍ରକାନ୍ତି ରାଏ (୨୬) କୁ ଶ୍ୱଶୁର ଘର ଲୋକ ତଣ୍ଟି ଚିପି ହତ୍ୟା…

ଚୋରା ମଦ ବେପାରୀ ଗିରଫ

Posted by - July 16, 2020 92
ବିଂଝାରପୁର:(ଗୁଲସାହାନୱାଜ ଅଲି ଖାଁ)ବିଂଝାରପୁର ଥାନା ଅନ୍ତର୍ଗତ ଜରି ଗ୍ରାମ ଜମିଦାରସାହିରେ ପୁଲିସ ଚଢ଼ଉ କରି ୧୭ ବୋତଲ ଚୋରା ମଦ ଜବତ କରିବା ସହ ମଦ ବେପାରି…