ବିଭିନ୍ନ ଦାବି ନେଇ ଏଲଡିଏ ର କଣ୍ଟାବାଞ୍ଜି ଥାନା ଘେରାଉ

26 0

କଣ୍ଟାବାଞ୍ଜି :(ନରେନ୍ଦ୍ର ନେଗୀ)ଏଲଡିଏ ସଂଘ ତରଫରୁ ଏଲଡିଏ ପ୍ରତିଷ୍ଠାତା ଲବ ସୁନା ଙ୍କ ନେତୃତ୍ଵ ରେ କଣ୍ଟାବାଞ୍ଜି ଥାନା ଘେରାଉ କରାଯାଇଛି । ମୁଖ୍ୟ ତିନୋଟି ଦାବି ନେଇ ଆଜି ଏଲଡିଏ କଣ୍ଟାବାଞ୍ଜି ଥାନା ଘେରାଉ କରିଛି । ମୌସୁମୀ କୁମ୍ଭାର ନିଖୋଜ ଘଟଣା ର କ୍ରାଇମ୍ ବ୍ରାଞ୍ଚ ତଦନ୍ତ । ସାମ୍ବାଦିକ ମୁଣ୍ଡ ସୂପରି ଘଟଣା ର ନିରପେକ୍ଷ ତଦନ୍ତ। ଲଳିତ ଜେନ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ୍ ତଦନ୍ତ ନେଇ ଆଜି କଣ୍ଟାବାଞ୍ଜି ଥାନା ଘେରାଉ କରିଛି ଏଲଡିଏ ।

କଣ୍ଟାବାଞ୍ଜି ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖରୁ ସହର ଭିତର ଦେଇ ଏଲ ଡି ଏ ର କର୍ମକର୍ତ୍ତା ମାନେ ଏକ ରେଲୀ ବାହାର କରି ଥାନା ସମ୍ମୁଖରେ ପହଞ୍ଚି ଧାରଣା ଦେଇଥିଲେ ଏହା ସହ ତହସିଲଦାର ଏବଂ ଏସ୍ ଡିପିଓଙ୍କ ଉପସ୍ଥିତି ରେ ଦାବି ପତ୍ର ଦେଇଥିଲେ । ଏହି ଘେରାଉ ସମୟରେ ସୁରଥ ବେହେରା, ଦିନେଶ ତାଣ୍ଡି, ରାଜେନ୍ଦ୍ର ଦୀପ, ଓମ୍ କୁମ୍ଭାର, ଧିରଜ କୁମ୍ଭାର, ପ୍ରେମିସ ବାଗ, ପିଙ୍କି ଖର୍ସେଲ ଙ୍କ ସହ ଶତାଧିକ ସମର୍ଥକ ଉପସ୍ଥିତ ଥିଲେ।

Related Post

ଜାତୀୟ କନ୍ୟା ସନ୍ତାନ ଦିବସ

Posted by - January 25, 2023 0
ଯାଜପୁର :ଯାଜପୁର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ ହୋଇଯାଇଛି । ଏଥିରେ ଯାଜପୁର ଅତିରିକ୍ତ ଜିଲାପାଳ ଦୁଖବନ୍ଧୁନାୟକମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନାରି ମାନେ ସମାଜର ସଂପତି ସେମାନଙ୍କ ସୁରକ୍ଷା କରିବା ପ୍ରତ୍ୟେକ ନାଗରିକ ମାନଙ୍କର ମୁଖ୍ୟ କର୍ତବ୍ୟ ହେବା ଆବଶ୍ୟକ ବୋଲି ମତ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଜିଲାପାଳ ତିଳୋତମା ପୃଷ୍ଟି, ଜିଲା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର, ଡ଼ ରୁଦ୍ର ପ୍ରସାଦ ପୃଷ୍ଟି ପ୍ରମୁଖ ଯୋଗ ଦେଇ ନାରି ସୁରକ୍ଷା ସଂପର୍କରେ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ବୋଲି ମତ ଦେଇଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତୀତ୍ୱ ଅର୍ଜନ କରିଥିବା ସପଂଳ ମହିଳା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।    

ନବରଙ୍ଗପୁର ମହିଳା ମହାବିଦ୍ୟାଳୟ ର ଅଧ୍ୟାପିକା M. ରୋହିଣୀ ରାଣୀଙ୍କ ରାଜନୀତି ବିଜ୍ଞାନରେ Ph. D ଲାଭ

Posted by - February 8, 2022 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)Dr.M. ରୋହିଣୀ ରାଣୀ, ରାଜନୀତି ବିଜ୍ଞାନ ରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରୁ Ph. D ଉପାଧି ଲାଭ କରିଛନ୍ତି l se Dr. Roshni…

ସ୍ଵଛ ଭାରତ ଅଭିଯାନ ଓ ଗ୍ରାମ ସଫେଇ କାର୍ଯ୍ୟକ୍ରମ

Posted by - April 8, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ହରଭଙ୍ଗା ନୋଡାଲ ଉଚ୍ଚ ବିଦ୍ୟାଳୟର ଜୁନିଅର ରେଡକ୍ରସ , ସ୍କାଉଟ ତଥା ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ସ୍ଵଛଭାରତ ଅଭିଯାନ ଓ ଗ୍ରାମ ସଫେଇ କାର୍ଯ୍ୟକ୍ରମ…

ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ହେଲେ କେଶବ ନାରାୟଣ ଜୈନ

Posted by - March 25, 2022 0
ବଙ୍ଗୋମୁଣ୍ଡା: ତା୨୩/୩(ଅଭିମନ୍ୟୁ ବହିଦାର) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତିର ଆଜି ବୁଧବାର ଥିଲା ଉପାଧ୍ୟକ୍ଷ ନିର୍ବାଚନ ରେ କଂଗ୍ରେସ ସମରର୍ଥିତ ପ୍ରାଥି କେଶବ ନାରାୟଣ ଜୈନ…