Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ଅଗ୍ନି କାଣ୍ଡ ରେ ଦୁଇ ବଖରା ଘର ଜଳି ଭସ୍ମୀଭୂତ

27 0

ହରଭଙ୍ଗା :(ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ବାଣିଭୂଷଣପୁର ପଞ୍ଚାୟତ୍ ର ଠିଡିକାଜୋର୍ ହାଟପଦା ସାହି ରେ ଅଗ୍ନି କାଣ୍ଡ ଘଟି କୁବେର ମଲିକ ଙ୍କ ଦୁଇ ବଖରା ଘର ସଂପୂ୍ଣ୍ଣ ନଷ୍ଟ ହୋଇଯାଇଛି। ସୂଚନା ମତେ କୁବେର ଙ୍କ ଘରେ ତାଙ୍କ ବୁଢ଼ୀ ମାଆ ରୋଷେଇ କରୁଥିବା ସମୟରେ ହଠାତ୍ ଚୁଲିରୁ ନିଆ ବାହାରି ଚାଳ କୁ ଧରିଦେଇଥିଲା। ଓ ଚାଳ ଘରଟି ହୁତୁହୁତୁ ହୋଇ ଜଳିବାକୁ ଲାଗିଲା।

ସାଇ ପଡ଼ିଶା ଲୋକ ନିଆଁ କୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ଯ ନିଆଁ ର ପ୍ରକୋପ ଏତେ ଜୋର ଥିଲା ଯେ ଆୟତ୍ତ କରିପାରି ନଥିଲେ। ତା ପରେ ସାଙ୍ଗେ ସାଙ୍ଗେ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ। ସେତେବେଳକୁ ନିଆଁ ରେ କୁବେର ମଲିକ ଙ୍କ ଦୁଇବଖରା ଘର ଓ ଭିତର ଥିବା ସମସ୍ତ ଧାନ ଚାଉଳ, ଆସବାବ ପତ୍ର ପୋଡ଼ି ପାଉଁଶ ହୋଇଯାଇଥିଲା। କୁବେର ଜଣେ ଦିନ ମଜୁରୀଆ ଗରିବ ଲୋକ ହୋଇଥିବା ରୁ ତାଙ୍କୁ ସରକାରୀ ସହାୟତା ଯୋଗେଇ ଦେବା ପାଇଁ ସାଧାରଣ ରେ ଦାବି ହେଉଛି।

Related Post

ସଠିକ ସଙ୍ଗରୋଧ ପାଇଁ ପ୍ରତ୍ୟେକ ଉତରଦାୟି ଭାବେ କାର୍ଯ୍ୟକରନ୍ତୁ : ଜିଲ୍ଲାପାଳ

Posted by - May 24, 2020 315
ଯାଜପୁର ଅଫିସ:ଯାଜପୁର ଜିଲ୍ଲାରେ କରୋନା ପଜିଟିଭରୁ ସୁସ୍ଥ ହୋଇଥିବା ବ୍ୟକ୍ତିମାନଙ୍କୁ ଇତି ମଧ୍ୟରେ ସେମାନଙ୍କ ଘରକୁ ପ୍ରେରଣ କରାଯାଇଥିବା ବେଳେ ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁଥିବା…

ହରଭଙ୍ଗା ବ୍ଲକ୍ ସ୍ତରୀୟ ସଂସାଧନ କର୍ମୀଙ୍କ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଉଦଜ୍ଜାପିତ

Posted by - September 14, 2023 0
ହରଭଙ୍ଗା: ୧୩/୦୯ (ଚିତ୍ତରଞ୍ଜନ ସିଂହ ) ହରଭଙ୍ଗା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଜିଲ୍ଲା ସୂଚନା ଓ…

ସାପ କାମୁଡାରେ ମହିଳା ମୃତ

Posted by - June 17, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋତୋମୁଣ୍ଡା ପଞ୍ଚାୟତ ପିପିଲଝାପର ଗ୍ରାମରେ ଅଘଟଣ । ଘରେ ଶୋଇଥିବା ବେଳେ ଜଣେ ମହିଳାଙ୍କୁ…

ସରକାରଙ୍କ ସହାୟତା ରାଶି ବାଣ୍ଟିଲେ ନବରଙ୍ଗପୁର ବିଧାୟକ

Posted by - January 11, 2022 0
ନବରଂପୁର :(ବେଣୁଗୋପାଳ ରାଓ )ସରକାର ରାସନ କାର୍ଡଧାରୀଙ୍କୁ କୋଭିଡ ସହାୟତା ବାବଦରେ ହଜାରେ ଟଙ୍କା ଲେଖାଏଁ ପ୍ରଦାନ କରିବା ବ୍ୟବସ୍ଥା କରିଛନ୍ତି l ଏହି କ୍ରମରେ  ନବରଙ୍ଗପୁର…