Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ହରଭଙ୍ଗା ଥାନାରେ ନୂତନ ଥାନା ଅଧିକାରୀଙ୍କ କାର୍ଯ୍ୟରେ ଯୋଗଦାନ

40 0

ହରଭଙ୍ଗା :୨୫/୦୮ (ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଥିବା ହରଭଙ୍ଗା ଥାନାର ନୂତନ ଥାନା ଅଧିକାରୀ ଭାବେ ନଳିନୀକାନ୍ତ ଦାସ ଯୋଗ ଦେଇଥିବା ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି ।

ପୂର୍ବରୁ ହରଭଙ୍ଗା ଥାନାରେ ଥାନା ଅଧିକାରୀ ଭାବେ ରାଉତରାୟ ଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡି ଜେଲ ଯାଇଛନ୍ତି ସେହି ଦିନଠୁ ଅଧିକାରୀ ପଦ ଖାଲି ପଡିଥିଲା ।

ପୂର୍ବରୁ ଶ୍ରୀ ଦାସ କଣ୍ଟମାଲ ଥାନା ଅଧିକାରୀ ଭାବେ କାର୍ଯ୍ୟ ତୁଲାଇ ଥିଲେ ।ହରଭଙ୍ଗା ଥାନା ର ଥାନ ଅଧିକାରୀ ଭାବେ ଯୋଗ ଦେଇ ଆଗାମୀ ଦିନରେ ଆଇନ ଶୃଙ୍ଖଳା ପରିସ୍ଥିତି ସୁଦୃଢ କରିବା ପାଇଁ କହିଛନ୍ତି ।

Related Post

ନବରଙ୍ଗପୁର ଉପ ଜିଲ୍ଲାପାଳ ଙ୍କୁ ଜିଲ୍ଲା ର ବିଭିନ୍ନ ଧାନ ମଣ୍ଡି ଅବ୍ୟବସ୍ଥା ନେଇ ଦାବିପତ୍ର

Posted by - December 27, 2022 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ନବରଙ୍ଗପୁର ଜିଲ୍ଲା ବିଜେପି ପାର୍ଟି ତରଫରୁ ନବରଙ୍ଗପୁର ଉପ ଜିଲ୍ଲାପାଳ ଙ୍କୁ ଜିଲ୍ଲା ର ବିଭିନ୍ନ ଧାନ ମଣ୍ଡି ଅବ୍ୟବସ୍ଥା ନେଇ ଏକ ଦାବିପତ୍ର…

ଗୋସୁରକ୍ଷ୍ୟା ଓ ଗୋଆଧାରିତ ଜୀବିକା ଉପରେ ତାଲିମ ଶିବିର ଅନୁଷ୍ଠିତ

Posted by - July 5, 2022 0
ବୌଦ୍ଧ :(ଚିତ୍ତ ରଂଜନ ସିଂ) ବୌଦ୍ଧ ଜିଲ୍ଲା ମଥୁରା ପଂଚାୟତ ସଭା ଗୃହରେ ଗୋସୁରକ୍ଷା ଓ ପଞ୍ଚଗବ୍ୟ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ନିମନ୍ତେ ଏକ ତାଲିମ ଶିବିର…

କୃଷକ ସାଥି ସଂଘର ସମାବେଶ, ନୂତନ କର୍ମକର୍ତ୍ତା ମନୋନୀତ

Posted by - April 12, 2022 0
ବାଲେଶ୍ଵର:ବାଲେଶ୍ଵର ଜିଲ୍ଲା, ବସ୍ତା କୃଷକ ସାଥି ସଂଘର ବାର୍ଷିକ ସମାବେଶ ସୋମବାର ଅନୁଷ୍ଠିତ ହୋଇଯାଇଛି l ବାହାର୍ଦ୍ଦା ସ୍ଥିତ ବ୍ଲକ ଫାର୍ମ ହାଉସ ପରିସରରେ ଆୟୋଜିତ ସମାବେଶରେ…

ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ଆମ୍ବେଦକର ଙ୍କ ୧୩୨ ତମ ଜୟନ୍ତୀ ପାଳିତ

Posted by - April 14, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ସଂଗଠନ ର ପ୍ରତିଷ୍ଠାତା ତଥା ଜିଲ୍ଲା ସାଧାରଣ ସଂପାଦକ ସୁଧାଂଶୁ ଡାଙ୍ଗ ଙ୍କ…

ଦୀର୍ଘ ୩ ବର୍ଷ ଧରି ପିଜି ପରୀକ୍ଷାରୁ ବଞ୍ଚିତ ଛାତ୍ର ଛାତ୍ରୀ ପୁଣିଥରେ ଭେଟିଲେ ଜିଲ୍ଲାପାଳଙ୍କୁ 

Posted by - July 29, 2021 0
ଯାଜପୁରଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଦଶରଥପୁର ବ୍ଲକ ଅଧିନସ୍ଥ ଚିତାଳ ମହାବିଦ୍ୟାଳୟର ପି ଜି ଛାତ୍ରଛାତ୍ରୀ ୨୦୧୭–୧୮ ରେ ନୂଆକରି ପିଜି ଖୋଲିଥିବା ଚିତାଳ ମହାବିଦ୍ୟାଳୟରେ ଫିଜିକ୍ସ ଏବଂ ଓଡ଼ିଆରେ ନାମ ଲେଖାଇଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ପ୍ରତିବର୍ଷ ୩୨ଜଣ ଲେଖାଏଁ ନାମ ଲେଖାଇ ଥିଲେ ମଧ୍ୟ ଆଜି ଯାଏ ପରୀକ୍ଷା ଦେବାରୁ ବଂଚିତ ହେଉଛନ୍ତି ଛାତ୍ର ଛାତ୍ରୀ । ମୋଟା ଅଙ୍କର ପଇସା ନେଇ ଆଡ୍ମିସନ ଦେଇଥିବା କଲେଜ କିନ୍ତୁ ଏବେ ବିଶ୍ୱ ବିଦ୍ୟାଳୟର ଦୋଷଦେଇ ପିଲା ମାନଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି । ପୁର୍ବରୁ ଛାତ୍ର ଛାତ୍ରୀ ମାନେ ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଭେଟିବା ପରେ ଉପଜିଲ୍ଲାପାଳଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲାIମାତ୍ର କୌଣସି ସୁଫଳ ନମିଳିବାରୁ ପୁନର୍ବାର ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ନ୍ୟାୟ ଭିକ୍ଷା କରିଥିଲେ  ଜିଲ୍ଲାପାଳ ସେମାନଙ୍କୁ ତିନି ସପ୍ତାହ ମଧ୍ୟରେ ତଦନ୍ତ କରି ନ୍ୟାୟ ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।