Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

କଣ୍ଟାବାଞ୍ଜି ଅଞ୍ଚଳରେ ବୃଦ୍ଧାକୁ ଗଣଦୁଷ୍କର୍ମ ଅଭିଯୋଗ ! ୩ ଅଟକ

25 0

କଣ୍ଟାବାଞ୍ଜି ବ୍ୟୁରୋ:୨୪/୦୮:( ନରେନ୍ଦ୍ର ନେଗୀ)କଣ୍ଟାବାଞ୍ଜି ଥାନା ଡ଼ୁମେରଚୁଆଁ ଅଞ୍ଚଳରେ ୬୦ବର୍ଷୀୟ ବୃଦ୍ଧା ରୂପେ ତାଣ୍ଡି ଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏ ନେଇ ବୃଦ୍ଧାଙ୍କ ପୁଅ କଣ୍ଟାବାଞ୍ଜି ଥାନା ରେ ଦେଇଥିବା ଅଭିଯୋଗ ଅନୁସାରେ ଗତକାଲି ରାତିରେ ୪ଜଣ ଯୁବକ ଉକ୍ତ ବୃଦ୍ଧା କୁ ଦୁଷ୍କର୍ମ କରିଥିବା ସହ ମାଡ଼ ମାରିଛନ୍ତି ।

ତେବେ ରାତି ଶୋଇବା ସମୟ ରେ ଏହି ଘଟଣା ଘଟି ଥିବା ବେଳେ ଗାଁ ର ହିଁ ଯୁବକ ଏଥିରେ ସାମିଲ ଥିବା ଜଣାପଡିଛି ।ବର୍ତମାନ ବୃଦ୍ଧା ଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେ କଣ୍ଟାବାଞ୍ଜି ଡାକ୍ତରଖାନା ରେ ଚିକିସିତ ହେଉଛନ୍ତି l ତେବେ ଏହି ମାମଲା ରେ କଣ୍ଟାବାଞ୍ଜି ପୋଲିସ ଦୁଷ୍କର୍ମ ଅଭିଯୋଗରେ କଣ୍ଟାବାଞ୍ଜି ଥାନା ରେ ୩ ଯୁବକକୁ ଅଟକ ରଖି ତଦନ୍ତ କରୁଛି । ସେପଟେ ପରିବାର ବର୍ଗ ଏହି ଯୁବକ ମାନଙ୍କୁ ଫାଶୀ ଦିଆଯାଉ ବୋଲି ମଧ୍ୟ ଦାବି କରୁଛନ୍ତି ।

Related Post

ଦେଶୀ ବନ୍ଧୁକ ସହ ଆସାମୀ ଗିରଫ

Posted by - September 1, 2023 0
ବୌଦ୍ଧ:( ଚିତ୍ତରଞ୍ଜନ ସିଂହ ) ବୌଦ୍ଧ ବନଖଣ୍ଡ ଅଧିକାରୀ ( ଡିଏଫ ଓ )ଦେବପ୍ରିୟ କମ୍ପ ଙ୍କ ନିର୍ଦ୍ଦେଶ କ୍ରମେ ଶ୍ରାବଣ ପୁର୍ଣିମା କୁ ଲକ୍ଷ୍ୟ କରି…

ଏଟିମ ଲୁଟ ଉଦ୍ୟମ ବିଫଳ ନବରଙ୍ଗପୁର ପୋଲିସ ହାତରେ ଧରାପଡିଲେ ୪ ଅନ୍ତରାଜ୍ୟ ଏଟିମ ଲୁଟେରା

Posted by - September 29, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ପ୍ରାଥମିକ ତଦନ୍ତ ଓ ଗିରଫ ଏଟିମ ଲୁଟେରାଙ୍କ ଜବତ କରାଯାଇଥିବା କାରର ନଂ ରୁ ଏହି ସମସ୍ତେ ଉତ୍ତର ପ୍ରଦେଶର ବୋଲି ଅନୁମାନ କରାଯାଉଛି।…

ବାଘଛାଲ ଜବତ-୨ଗିରଫ

Posted by - December 10, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ବାମରା ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ କୁଚିଣ୍ଡା ବନ୍ୟପ୍ରାଣୀ ବନାଞ୍ଚଳର ଗୁଣ୍ଡୁରୁଚୁଆଁ ପଞ୍ଚାୟତ ଘୋଡାବାନ୍ଧୁଣୀ ଗ୍ରାମରେ କଲରାପତରା (Leopard) ବାଘଛାଲ ୫ ଲକ୍ଷ ଟଙ୍କାରେ ବିକ୍ରି ପାଇଁ…

ଧର୍ମଗଡ ପୋଷ୍ଟ ଅଫିସରେ ତାଲା କାଟି ଡ଼କାୟତି ଉଦ୍ୟମ,ପୁଲିସ ର ତ୍ଵରିତ କାର୍ଯ୍ୟନୁଷ୍ଠାନ ରୁ ଧରାହେଲେ ୩ ସନ୍ଦିଗ୍ଧ

Posted by - June 20, 2022 0
ଧର୍ମଗଡ:୧୯/୬(ହେମନ୍ତ କୁମାର ମାଝୀ)ଧର୍ମଗଡ ଉପ ଡାକଘର ରେ ଗତ କାଲି ମଧ୍ୟ ରାତି ରେ ଦୁର୍ବୃତ୍ତ ମାନେ ଗ୍ରିଲ ଗେଟ ତାଲିକାଟି ପଶି ଥିବା ବେଳେ ଗୃହ…

ଧାରୁଆ ଅସ୍ତ୍ର ଦେଖେଇ ଲୁଟିନେଲେ ଟଙ୍କା ଓ ସୁନା ଅଳଙ୍କାର 

Posted by - May 27, 2023 0
ଯାଜପୁର :ଧାରୁଆ ଅସ୍ତ୍ର ଦେଖେଇ ଲୁଟିନେଲେ  ଟଙ୍କା ଓ ସୁନା ଅଳଙ୍କାର l ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ସୟଦପୁର ପଂଚାୟତ ମେହବୁବୁ ମହଲ୍ଲା ଗ୍ରାମରେ ବଢି…