ଗାଈ ଗୋରୁ ଙ୍କ ଦେହରେ ଅଜଣା ରୋଗ, ନୀରବଦ୍ରଷ୍ଟା ପ୍ରଶାସନ

38 0

ହରଭଙ୍ଗା: (ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଅଞ୍ଚଳ ର ଗାଈ ଗୋରୁ ଙ୍କ ଦେହରେ ଦେଖିବାକୁ ମିଳୁଛି ଏକ ଅଜଣା ରୋଗ। ବନ୍ୟା ପରେ ପ୍ରଶାସନ ତରଫରୁ କୌଣସି ପ୍ରତିଷେଧକ ଟୀକା ର ବ୍ୟବସ୍ଥା ହୋଇନଥିବା ବେଳେ ଜୀବଜନ୍ତୁଙ୍କ ଦେହରେ ଦେଖିବାକୁ ମିଳୁଛି କିଛି ଅଜଣା ରୋଗ।

ବନ୍ୟା ପରର ମଇଳା ପାଣି ହିଁ ରୋଗର ମୁଖ୍ୟ କାରଣ ହୋଇଥାଇ ପାରେ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଥିବା ବେଳେ ପ୍ରଶାସନ କୌଣସି ତତ୍ପରତା ଦେଖାଉନଥିବା କଥା ମଧ୍ଯ ସାଧାରଣ ରେ ଆଲୋଚନା ହେଉଛି।

ବ୍ଲକ୍ ର ହରଭଙ୍ଗା ପଞ୍ଚାଯତ ର ଅନେକ ଗାଁ ର ଗାଈଗୋରୁ ମାନଙ୍କ ଦେହରେ ଏହି ଅଜଣା ରୋଗ ଦେଖିବାକୁ ମିଳିଛି। ଏପଟେ ହରଭଙ୍ଗା ପ୍ରାଣୀ ଚିକିତ୍ସା କେନ୍ଦ୍ର ଅଛି ସତ ହେଲେ ଏକ ପ୍ରକାର ଭୂତ କୋଠୀ ପଲଟିଯାଇଛି। ତେଣୁ ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବା ପାଇଁ ସାଧାରଣ ରେ ଦାବୀ ହେଇଛି।

Related Post

କରୋନା ସଙ୍କଟ ସମୟରେ ଓଡିଶା ପାଇଁ ବାତ୍ୟା ଭୟ,

Posted by - May 14, 2020 455
ଭୁବନେଶ୍ବର :ବଙ୍ଗୋପସାଗରରେ ଏକ ଟ୍ରପିକାଲ୍  ସ୍ୟକ୍ଲୋନ ନିମ୍ନ ବିକାଶରେ ମନ୍ଥର ଗତି କରୁଥିବାବେଳେ ଆଗାମୀ ଦିନରେ ଏହା ଆହୁରି ବଳବାନ ହେବ ବୋଲି ଆଶା କରାଯାଉଛି।ଗତ ସପ୍ତାହରୁ…

ଆଜିଠୁ ପ୍ରବାସୀ ଓଡିଆଙ୍କ ପାଇଁ ଆରମ୍ଭ ହେବ ଘରବାହୁଡା ରେଜିଷ୍ଟ୍ରେସନ

Posted by - April 24, 2020 248
ଭୁବନେଶ୍ୱର:ଆସନ୍ତା ମେ ୩ରେ ଲକଡାଉନ୍ ସରିବ। ମଝିରେ ମାତ୍ର ୧୦ ଦିନ ବାକି ରହିଛି। ଲକ୍‌ଡାଉନ୍‌ରେ ବିଭିନ୍ନ ରାଜ୍ୟରେ ଫସିଥିବା ପ୍ରାୟ ୫ଲକ୍ଷ ଓଡ଼ିଆ ଫେରିବେ। ଏଠାରେ ପହଞ୍ଚତ୍ବା…

ବିଜେଡ଼ିର ସଭ୍ୟ ସଂଗ୍ରହ ଅଭିଯାନ ବିଧିବଦ୍ଧ ଭାବେ ଗଣେଶ ପୂଜାରୁ ଆରମ୍ଭ,ଆଧାର ଲିଙ୍କ୍‌କୁ ନେଇ ବିବାଦ

Posted by - September 3, 2019 45
ଭୁବନେଶ୍ୱର : ଗଣେଶ ପୂଜାରେ ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ କଲା ବିଜେଡି । ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ପ୍ରଥମ ସଦସ୍ୟ ଭାବେ ନାଁ ପଞ୍ଜିକରଣ…