ଜାତୀୟ ୧୯ ବର୍ଷରୁ କମ ଚେସ୍ ପ୍ରତିଯୋଗିତା ରେ ଭାଗନେବେ କଣ୍ଟାବାଞ୍ଜିର ସୁରଜ

27 0

କଣ୍ଟାବାଞ୍ଜି: (ନରେନ୍ଦ୍ର ନେଗୀ)ଆସନ୍ତା ସେପ୍ଟେମ୍ବର ୨୦ ତାରିଖ ରୁ ୨୮ ତାରିଖ ପର୍ଯ୍ୟନ୍ତ ଗୁଜୁରାତର ଅହମଦାବାଦ ଠାରେ ହେବାକୁ ଥିବା ଜାତୀୟ ୧୯ ବର୍ଷରୁ କମ ଚେସ ପ୍ରତିଯୋଗୀତାରେ ଭାଗ ନେବା ପାଇଁ କଣ୍ଟାବାଞ୍ଜି ରୁ ସୁରଜ ମହନ୍ତ ମନୋନୀତ ହୋଇଥିବା ସୂଚନା ମିଳିଛି । ବିଗତ କିଛି ବର୍ଷ ହେଲା କଣ୍ଟାବାଞ୍ଜିର ଯୁବ ପିଢ଼ି ଚେସ ଖେଳ ପ୍ରତି ଅଧିକ ଆକୃଷ୍ଟ ହେଉଥିବା ଦେଖିବାକୁ ମିଳିଛି।

ଅନେକ ସମୟରେ କଣ୍ଟାବାଞ୍ଜି ରେ ଜାତୀୟ ସ୍ତରର ଚେସ ଖେଳ ମଧ୍ୟ ଆୟୋଜନ କରାଯାଇଛି । ଏହା ଫଳରେ ଏହି ଅଞ୍ଚଳରେ ଦିନକୁ ଦିନ ଅନେକ ପ୍ରତିଭାବାନ ଚେସ ଖେଳାଳୀ ସ୍ରୁଷ୍ଟି ହେବା ସହ ରାଜ୍ୟ ଏବଂ ଜାତୀୟ ସ୍ତରକୁ ମନୋନୀତ ହେବା ଦେଖିବାକୁ ମିଳିଛି ।ସୁରଜ ଙ୍କ ଏହି ସଫଳତା ପାଇଁ କଣ୍ଟାବାଞ୍ଜି ସହରରେ ଖୁସିର ଲହରି ଖେଳି ଜାଇଛି l

Related Post

ବିଜୁ ପଟ୍ଟନାୟକ ଇନ୍ ଡୋର୍ ଷ୍ଟାଡିୟମ୍ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ; ବେଳଗୁଣ୍ଠ। ରେ ଖୁସି ର ଲହରୀ

Posted by - August 13, 2021 0
ବେଲଗୁଣ୍ଠା:12/08, (ସୁଶାନ୍ତ କୁମାର ବେହେରା)ଅଞ୍ଚଳରେ କ୍ରୀଡ଼ାର ବିକାଶ ପାଇଁ ବେଲଗୁଣ୍ଠା ସହରରେ ବିଜୁପଟ୍ଟନାୟକ ଇନ୍ ଡୋର୍ ଷ୍ଟାଡିୟମ୍ ପାଇଁ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସୁପ୍ରିମୋ…

ହରଭଙ୍ଗା ଉଚ୍ଚ ବିଦ୍ୟାଳୟ ରେ ଦୁଇଦିନିଆଁ ବାର୍ଷିକ କ୍ରୀଡା ଉତ୍ସବ

Posted by - December 22, 2022 0
ବୌଦ୍ଧ: (ଚିତ୍ତରଞ୍ଜନ ସିଂ )ହରଭଙ୍ଗା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ୨ ଦିନ ଧରି ୫୫ତମ ବାର୍ଷିକ କ୍ରୀଡା ର ଉଦଯାପନୀ ଉତ୍ସବ ହୋଇଯାଇଛି!ଉଦ୍ଘାଟନୀ ଉତ୍ସବ…

ଆନ୍ତ ମହାବିଦ୍ୟାଲୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଝାଡେଶ୍ୱରି କଲେଜ ବିଜୟୀ

Posted by - December 4, 2021 0
ବରଗଡ/ଅତାବିରା:ସମ୍ବଲପୁର ବିଶ୍ୱବିଦ୍ୟାଲୟ ଆନୁକୁଲ୍ୟରେ ଗତ ଚାରିଦିନ ଧରି ବରଗଡ ଜିଲ୍ଲା ଲରମ୍ଭା କଲେଜ ଠାରେ ଚାଲିଥିବା ଆନ୍ତ ମହାବିଦ୍ୟାଲୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ସମାପନ ହୋଇଯାଇଛି ।ଏହାକୁ…

ରାଜ୍ୟସ୍ତରୀୟ ମହିଳା ଭଲିବଲ ଟୁର୍ଣ୍ଣାମେଣ୍ଟ ନେଇ ବୌଦ୍ଧରେ ପ୍ରସ୍ତୁତି ଜୋରଦାର

Posted by - November 10, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ରାଜ୍ୟସ୍ତରୀୟ ୬୯ତମ ସିନିୟିର ମହିଳା ଦଳ ଭଲିବଲ ଟୁର୍ଣ୍ଣାମେଣ୍ଟ ଆସନ୍ତା ୧୧ ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ବୌଦ୍ଧର ଷ୍ଟାଡିୟମ ପଡିଆଠାରେ…

ଜାତୀୟ ସ୍ନୁକର ଖେଳିବେ ୩ ଓଡ଼ିଆ

Posted by - January 30, 2019 0
ଭୁବନେଶ୍ବର: ଇନ୍ଦୋରରେ ଚାଲିଥିବା ଜାତୀୟ ସ୍ନୁକର ପ୍ରତିଯୋଗିତାରେ ଓଡ଼ିଶାର ୩ ଶୀର୍ଷ ‌ଖେଳାଳି ଆକାଶ ମହାପାତ୍ର, ସୁବ୍ରତ କୁମାର ଦାସ ଏବଂ ଡକ୍ଟର ରାକେଶ ରୋଶନ ପ୍ରଧାନ…