କୋଟିପତି କିରାଣୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

4763 390

ଯାଜପୁର: ଯାଜପୁର ଡେପୁଟି ଡାଇରେକ୍ଟର ଅଫ ମାଇନ୍ସଙ୍କ କାର୍ଯ୍ୟାଳୟରେ କିରାଣୀ ଥିବା ଚିନ୍ମୟ ବେହୁରାଙ୍କ ଘରେ ଓ ଅଫିସରେ ଆଜି ଭିଜିଲାନସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବର୍ହିଭୂତ ସମ୍ପତ୍ତି ଆହରଣ କରିବା ଅଭିଯୋଗରେ ଭିଜିଲାନ୍ସର ୫ଟି ଟିମ୍‌ ଏକକାଳୀନ ବିଭିନ୍ନ ସ୍ଥାନରେ ଚଢ଼ାଉ ଚଳାଇଛି। କୋଟିପତି କିରାଣୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ନେଇ ଏବେ ସମଗ୍ର ଯାଜପୁର ଜିଲ୍ଲାରେ ଚର୍ଚ୍ଚା ହେଉଛି।

ମିଳିଥିବା ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା କାଳିଆପାଣି ଖଣି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ କିରାଣୀ ଥିବା ଚିନୟ ବେହୁରାଙ୍କ ନାମରେ ପୂର୍ବରୁ ବହୁ ଦୁର୍ନୀତି ଅଭିଯୋଗ ଥିଲା। ଏପରିକି ଅସତ ଉପାୟ ଅବଲମ୍ବନ କରି ଶ୍ରୀ ବେହୁରା ନିଜ ଆୟଠାରୁ ଯଥେଷ୍ଟ ଅଧିକ ସମ୍ପତ୍ତି ଠୁଳ କରିଥିବା ନେଇ ଭିଜିଲାନସ ନିକଟରେ ଅଭିଯୋଗ ହୋଇଥିିଲା। ଏହି ଅଭିଯୋଗ ଆଧାରରେ ଆଜି ସକାଳୁ ଭିଜିଲାନ୍‌ସର ୫ଟି ଟିମ୍‌ ଶ୍ରୀ ବେହରାଙ୍କ କାଳିଆପାଣିସ୍ଥିତ ଅଫିସ, ସୁକିନ୍ଦାସ୍ଥିତ ଘର, ଶ୍ୱଶୁର ଘର, ପୈତୃକ ଘର ସହିତ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଆରମ୍ଭ କରାଯାଇଛି।

Related Post

ଶୁଶ୍ରୁତ ଚିକିତ୍ସାଳୟର ବାର୍ଷିକ ଉତ୍ସବ

Posted by - December 2, 2021 0
ଭୁବନେଶ୍ୱର: ୧ା୧୨ : ଫରେଷ୍ଟ ପାର୍କସ୍ଥିତ ଶୁଶ୍ରୁତ ଚିକିତ୍ସାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅତିଥି ଭାବେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ଶ୍ରୀଜଗନ୍ନାଥ ମନ୍ଦିରର…

ଖପ୍ରାଖୋଲ ରେ ମେଗା ସ୍ୱାସ୍ଥ୍ୟ ଶିବିର ପାଇଁ ପ୍ରସ୍ତୁତି ବୈଠକ

Posted by - April 16, 2022 0
ଖପ୍ରାଖୋଲ: (ତାପସ ରଞ୍ଜନ ବେହେରା) ସ୍ଥାନୀୟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ସଭା ଗୃହ ଠାରେ ମେଡିକାଲ ଅଫିସର ଡାକ୍ତର ସୁରଜ କୁମାର ଦୀପ ଙ୍କ ଅଧ୍ୟକ୍ଷତାରେ ଆଗାମୀ…

ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ର ବିଭିନ୍ନ ସ୍ଥାନରେ ୭୬ ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳନ

Posted by - August 18, 2022 0
ମୁନିଗୁଡା :(ରମାକାନ୍ତ ପଡାଲ) ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ର ବିଭିନ୍ନ ସ୍ଥାନରେ ୭୬ ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳନ କରାଗଲା l ଆମ୍ଳାଭଟ୍ଟା ପଞ୍ଚାୟତ…

ହୃଦଘାତ ରେ ଚାଷୀ ଙ୍କ ମୃତ୍ୟୁ

Posted by - November 19, 2021 0
ବସ୍ତା:(ପ୍ରଭାକର ମଲ୍ଲିକ)ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ବେଲା ଗ୍ରାମ ର ଚାଷୀ ପଦାରବିନ୍ଦ ସାହୁ (୬୩) ଗୁରୁବାର ହୃଦଘାତ ରେ ପ୍ରାଣ ହରାଇଛନ୍ତି l ସବୁଦିନ…

ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷକଙ୍କ ସ୍ୱାଗତ ସମ୍ବଦ୍ଧନା ସଭା

Posted by - December 22, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ହରଭଙ୍ଗା ନୋଡାଲ ଉଚ୍ଚ ବିଦ୍ୟାଳୟରେ ଗତ କାଲି ନୂତନ ଭାବେ ଯୋଗଦେଇଥିବା ଏବଂ ଏହି ବିଦ୍ୟାଳୟ ରୁ ସ୍ଥାନସ୍ତରୀତ ହୋଇଥିବା ଶିକ୍ଷକ/ଶିକ୍ଷୟିତ୍ରୀ ଙ୍କ ଉପଲକ୍ଷେ…

There are 390 comments

  1. Pingback: 3contributed

  2. What side effects can this medication cause? Learn about the side effects, dosages, and interactions.
    ivermectin price usa
    drug information and news for professionals and consumers. Best and news about drug.

Leave a comment

Your email address will not be published.